Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ...

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ...

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ...

  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ...

  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ...

  • ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ...

  • ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ...

  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ...

  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ...

ରାଜ୍ୟ
Home ›› ରାଜ୍ୟ ››ନିର୍ଦ୍ଧାରିତ ସମୟରେ ଡ୍ରେନ୍‌‌ ସଫା କାମ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ନିର୍ଦ୍ଧାରିତ ସମୟରେ ଡ୍ରେନ୍‌‌ ସଫା କାମ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

2023-05-28 07:29:36
15278
Share:
Facebook
Twitter
E-Mail
WhatsApp
Telegram
ନିର୍ଦ୍ଧାରିତ ସମୟରେ ଡ୍ରେନ୍‌‌ ସଫା କାମ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ମୌସୁମୀକୁ ଦୃଷ୍ଟିରେ ରଖି ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଡ୍ରେନ୍‌‌ ଓ ସଫେଇ କାମର ସମୀକ୍ଷା କରିଛନ୍ତି। ବିଏମ୍‌‌ସି ମୁଖ୍ୟ କାର୍ୟ୍ୟାଳୟର ଏକାମ୍ର ସଭାଗୃହରେ ଆୟୋଜିତ ବୈଠକରେ ଚାଲୁ ରହିଥିବା କାର୍ୟ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଡ୍ରେନ୍‌‌ ସଫେଇ ହେବା ମାତ୍ରେ ଟ୍ରାକ୍ଟର ଯୋଗେ ବର୍ଜ୍ୟବସ୍ତୁ ଓ ପଙ୍କକୁ ଉଠାଇ ନିଆଯିବ। ଆବଶ୍ୟକସ୍ଥଳେ ଡ୍ରେନ ସଫେଇ କାମରେ ଡ୍ରୋନ୍‌‌ କ୍ୟାମେରା ଉପଯୋଗ କରାଯିବ। ଡ୍ରେନ୍‌‌ର ଦୁଇ କାନ୍ଥକୁ ସଫା କରାଯିବ।
ଠିକା ସଂସ୍ଥାମାନେ ଆସନ୍ତା ୭ ଦିନ ମଧ୍ୟରେ ଡ୍ରେନ୍‌‌ ସଫା କାମ ଶେଷ କରିବେ। ବର୍ଷାଦିନ ପରେ ଆସନ୍ତା ନଭେମ୍ବରରୁ ଏପ୍ରିଲ ମଧ୍ୟରେ ୪୦ଟି ସ୍ଥାନରେ ଲାଗିଥିବା ଜାଲିରୁ ଅଳିଆ ବାହାର କରାଯିବ। ଡ୍ରେନ୍‌‌ ସଫେଇ କାମରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କୁ ଆବଶ୍ୟକ ସୁରକ୍ଷା ଓ ପିପିଇ କିଟ୍‌‌ ଯୋଗାଇ ଦିଆଯିବ। ଯାନ୍ତ୍ରିକ ପଦ୍ଧତିରେ ଆବର୍ଜନା ସଫାକୁ ପ୍ରାଥମିକତା ଦିଆଯିବ। ଡ୍ରେନରୁ ବାହାରୁ ଥିବା ପ୍ଲାଷ୍ଟିକ, ପଙ୍କ, ଘାସ ଇତ୍ୟାଦିକୁ ପୃଥକ କରାଯିବ। ସେହିଭଳି ସଫେଇ ପୂର୍ବ ଓ ପରବର୍ତ୍ତୀ ଫଟୋଚିତ୍ର ପୃଥକ୍‌‌ ଭାବେ ସଂଗୃହୀତ ହେବ। ବିପଦସଂକୁଳ ସ୍ଥାନରେ ବ୍ୟାରିକେଡ୍‌‌ ବ୍ୟବସ୍ଥା କରାଯିବ। ସେହିଭଳି ଦରକାର ପଡ଼ିଲେ ଇଣ୍ଟରନାଲ ଡ୍ରେନ୍‌‌ରେ କଭର ପକାଇବାକୁ କମିଶନର କନିଷ୍ଠ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଏହି ସମୀକ୍ଷା ବୈଠକବେଳେ କମିସନର ଶ୍ରୀ କୁଲାଙ୍ଗେ ନୟନଯୋରୀ-ପୁରୀ ମୁଖ୍ୟ କେନାଲରୁ ପଙ୍କୋଦ୍ଧାର, ଅଳିଆଛଣା ଜାଲି ସଫେଇ ଓ ମୁକୁଳା ଡ୍ରେନ୍‌‌ରେ ସ୍ଲାବ୍‌‌ ପକାଇବା ଆଦି କାର୍ୟ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ ୧୦ଟି ମୁଖ୍ୟ ଡ୍ରେନ୍‌‌ର ସଫେଇ ସାଙ୍ଗକୁ ବିଏମ୍‌‌ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନମ୍ବର ୪, ୫ ଓ ୫୦ର ଡ୍ରେନ୍‌‌ କାର୍ୟ୍ୟକୁ ମିଶାଇ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୪ କୋଟି ୨୭ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏ ନେଇ ଡ୍ରେନ୍‌‌ ଉପବିଭାଗର ମୁଖ୍ୟ ଗୌତମ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

Powered by Froala Editor

Tags Drain in bbsr

Related articles Odisha News Lens 4.1

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...
    ବାଣିଜ୍ୟ

    ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...

    14042
    Aug 21, 2026
  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...
    ଦେଶ-ଦେଶାନ୍ତର

    ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...

    14664
    Aug 21, 2026
  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13352
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ
    ମନୋରଞ୍ଜନ

    ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13349
    Aug 22, 2026
  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15207
    Aug 22, 2026
  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ
    ଦେଶ-ଦେଶାନ୍ତର

    ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ

    15105
    Aug 22, 2026
  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର
    ଦେଶ-ଦେଶାନ୍ତର

    ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    13894
    Aug 22, 2026
  • ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ
    ଦେଶ-ଦେଶାନ୍ତର

    ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ

    14422
    Aug 22, 2026
  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?
    ଦେଶ-ଦେଶାନ୍ତର

    ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?

    14902
    Aug 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି

    15195
    Aug 22, 2026
  • ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13352
    Aug 22, 2026
  • ଦେଶ-ଦେଶାନ୍ତର

    ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ

    15105
    Aug 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17046
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17671
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17715
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15175
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    15995
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13913
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14942
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14714
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15961
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14000
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14264
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14388
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

    14664
    Aug 21, 2026
  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    13894
    Aug 22, 2026
  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13352
    Aug 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In