Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

  • ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ...

  • ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି

  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ...

  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ...

  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ...

  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ...

  • ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ...

  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ...

ବିଶେଷ
Home ›› ବିଶେଷ ››ପରଲୋକରେ ରେ ଷ୍ଟିଭେନ୍‌ସନ

ପରଲୋକରେ ରେ ଷ୍ଟିଭେନ୍‌ସନ

2023-05-23 05:01:26
15598
Share:
Facebook
Twitter
E-Mail
WhatsApp
Telegram
ପରଲୋକରେ ରେ ଷ୍ଟିଭେନ୍‌ସନ

ମୁମ୍ବାଇ: ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ ବ୍ରିଟିଶ ଗଭର୍ଣ୍ଣରଙ୍କ ଭୂମିକାରେ ନଜର ଆସିଥିବା ରେ ଷ୍ଟିଭେନ୍‌ସନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ଷ୍ଟିଭେନ୍ସନଙ୍କ ପ୍ରତିନିଧି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତ‌ାଙ୍କର ରବିବାର ମୃତ୍ୟୁ ଘଟିଛି। ‘ଆର୍‌ଆର୍‌ଆର୍‌’ରେ ତାଙ୍କର ଖଳନାୟକୀ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ତତେଇ ଦେଉଥିଲା। ଷ୍ଟିଭେନ୍ସନ୍ ୧୯୬୪ ମସିହାରେ ଉତ୍ତର ଆୟର୍ଲାଣ୍ଡର ଲିସବର୍ନରେ ଜନ୍ମଗ୍ରହଣ କରିଥିଲେ।

ବ୍ରିଷ୍ଟଲ୍ ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ଅଧ୍ୟୟନ କରିବା ପରେ ବ୍ରିଟିଶ ଟେଲିଭିଜନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ପରେ ସେ ପଲ୍ ଗ୍ରୀନଗ୍ରାସଙ୍କ ୧୯୯୮ ମସିହାର ଚଳଚ୍ଚିତ୍ର “ଦ ଥିଓରି ଅଫ୍ ଫ୍ଲାଇଟ୍” ରେ ଡେବ୍ୟୁ କରିଥିଲେ। ୨୦୦୪ ମସିହାରେ ସେ ଆଣ୍ଟୋଏନ୍ ଫୁକାଙ୍କ “କିଙ୍ଗ ଆର୍ଥର୍”ରେ ଅଭିନୟ କରିଥିବା ବେଳେ ଅନେକ ବର୍ଷ ପରେ ଷ୍ଟିଭେନ୍ସନ ପ୍ରି-ଡିଜନି ମାର୍ଭେଲ ଆଡାପ୍ଟେସନ୍ “ପନିସର୍‌: ୱାର୍‌ ଜୋନ୍‌” ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯଦିଓ “ପନିସର୍‌” ତାଙ୍କର ଭଲ ରିଭ୍ୟୁ ମିଳିଥିବା ଚଳଚ୍ଚିତ୍ର ନୁହେଁ। ୬ ଫୁଟ୍‌ ୪ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଷ୍ଟିଭେନ୍ସନ୍ ଅନେକ ଥର ସିନେମାରେ ଜଣେ ସୈନିକର ଭୂମିକା ନିଭାଇଛନ୍ତି। ଏପରିକି ସେ ଏକ ସାକ୍ଷାତ୍‌କାରରେ କହିଥିଲେ କି ‘ମୁଁ ନିଜକୁ ଜଣେ ପୁରୁଣା ଯୋଦ୍ଧା ବୋଲି ଅନୁଭବ କରୁଛି’।

ଛୋଟ ପରଦା କଥା କହିଲେ ସେ ‘ରୋମ୍‌’ ଧାରାବାହିକରେ ରଗିସ୍‌ ଟିଟସ୍ ପୁଲୋ ଭୂମିକାରେ ଦେଖିବାକୁ ମିଳିଥିଲେ। ଏହି ଚରିତ୍ର ହିଁ ଆମେରିକାରେ ତାଙ୍କର କ୍ୟାରିୟର୍‌କୁ ଆଗକୁ ନେଇବାରେ ସହାୟ ହୋଇଥିଲା। ଏପରିକି ଏହି ଚରିତ୍ର ପାଇଁ ତାଙ୍କୁ ୪୪ ବର୍ଷ ବୟସରେ ଏସ୍‌ଏଜି କାର୍ଡ ମିଳିଥିଲା।

Powered by Froala Editor

Tags Ray stevenson

Related articles Odisha News Lens 4.1

  • ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    15088
    May 09, 2025
  • ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି
    ଦେଶ-ଦେଶାନ୍ତର

    ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି

    13695
    May 09, 2025
  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...
    ଦେଶ-ଦେଶାନ୍ତର

    ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ...

    15707
    May 09, 2025
  • ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...
    ଦେଶ-ଦେଶାନ୍ତର

    ଏନ୍‌ଏସ୍‌ଇ ଓ ବିଏସ୍‌ଇର ୱେବସାଇଟ୍‌: ସୁରକ୍ଷିତ ରଖିବା ପାଇଁ ବିଦେଶୀ ସଂସ୍ଥାଙ୍କ ...

    15081
    May 09, 2025
  • ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ନିର୍ଦ୍ଦେଶ ଦେଲେ ଜେପି ନଡ୍ଡା
    ଦେଶ-ଦେଶାନ୍ତର

    ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ କଡା ନିର୍ଦ୍ଦେଶ ଦେଲେ ଜେପି ନଡ୍ଡା

    14906
    May 09, 2025
  • ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14900
    May 08, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା
    ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    14831
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ
    ବିଶେଷ

    ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    14745
    May 10, 2025
  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'
    ଦେଶ-ଦେଶାନ୍ତର

    'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14522
    May 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

    14900
    May 08, 2025
  • ଦେଶ-ଦେଶାନ୍ତର

    ଧ୍ୱଂସଲୀଳା ଆରମ୍ଭ କଲା ବିକ୍ରାନ୍ତ : ଟାର୍ଗେଟରେ କରାଚୀ ବନ୍ଦର

    14047
    May 08, 2025
  • ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଯୁଦ୍ଧ: ସଉଦି ଆରବ ସହ ବନ୍ଧୁତାକୁ ମଜଭୁତ କରୁଛି ବାଂଲାଦେଶ

    15088
    May 09, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16879
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15430
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    14831
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    14745
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14826
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14562
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14676
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16255
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13970
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14762
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15290
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଆତଙ୍କିତ ହୁଅନ୍ତୁ ନାହିଁ: ଆଇଓସିଏଲ୍‍ ପକ୍ଷରୁ ପରାମର୍ଶ

    15707
    May 09, 2025
  • 'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

    14522
    May 09, 2025
  • ବାତିଲ ହେଲା ସବୁ ସେନାଧିକାରୀଙ୍କ ଛୁଟି

    13695
    May 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In