Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ...

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ...

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

ରାଜ୍ୟ
Home ›› ରାଜ୍ୟ ››ଜୁନ ୨୦ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା: ୪ଟାରେ ହେବ ରଥଟଣା

ଜୁନ ୨୦ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା: ୪ଟାରେ ହେବ ରଥଟଣା

2023-05-21 09:28:41
15325
Share:
Facebook
Twitter
E-Mail
WhatsApp
Telegram
ଜୁନ ୨୦ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା: ୪ଟାରେ ହେବ ରଥଟଣା

ପୁରୀ: ଜୁନ୍‌ ୪ତାରିଖ ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ ୨୦ ତାରିଖ ମଙ୍ଗଳବାର ଶ୍ରୀବିଗ୍ରହଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିୁଚା ଯାତ୍ରା । ଏଣୁ ଶନିବାର ପୂର୍ବାହ୍ନରେ ନୀତି ସବ୍‌କମିଟି ଓ ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ହୋଇ ଠାକୁରଙ୍କ ନୀତିନିର୍ଘଣ୍ଟ ଧାର୍ୟ୍ୟ ହୋଇଛି । ସ୍ନାନପୂର୍ଣ୍ଣମୀ ଅପରାହ୍ଣ ୧୨ଟା ୪୫ରୁ ସାଢ଼େ ୨ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ । ରଥଯାତ୍ରାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ସାଢେ ୯ରୁ ସାଢେ ୧୨ଟା ମଧ୍ୟରେ ଶେଷ ହୋଇ ରଥାରୁଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି । ସାଢେ ୨ରୁ ସାଢେ ୩ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବେ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ସେହିଭଳି ୨୮ ତାରିଖ ବୁଧବାର ବାହୁଡ଼ା ଯାତ୍ରାରେ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ନିଯୋଗ କର୍ମକର୍ତ୍ତା ଓ ପ୍ରଶାସକଙ୍କ ବୈଠକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତ ସମ୍ପାଦନ ସହ ସ୍ନାନଯାତ୍ରା ଓ ରଥ ଯାତ୍ରା ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।
ଜୁନ୍‌ ୩ ଶନିବାର ଚତୁର୍ଦ୍ଦଶୀ ପୂର୍ବାହ୍ନ ସାଢେ ୧୧ଟାରେ ଠାକୁରଙ୍କ ସେନାପଟା ଲାଗି ଶେଷ ହେବ । ୧୯ ତାରିଖ ସୋମବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ । ସେଦିନ ସକାଳ ୮ଟାରେ ଅନବସର ତାଟି ଫିଟି ଭିତରକାଠ ନିକଟରୁ ପରମାଣିକ ଦର୍ଶନ ୮ଟାରୁ ୯ଟା ଓ ସର୍ବସାଧାରଣ ଦର୍ଶନ ୯ଟାରୁ ସାଢେ ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ । ରଥ ଖଳାରୁ ରଥ ଟଣା ହୋଇ ସିଂହଦ୍ୱାରକୁ ଆସିବା ପାଇଁ ଠାକୁରଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ଣ ୪ଟା ୧୦ରେ । ରଥ ଯାତ୍ରାରେ ଠାକୁରେ ଗୁଣ୍ଡିଚା ଘରେ ପହଞ୍ଚି ଯଥାବିଧି ନୀତି ହେବ । ଠାକୁରେ ପହଣ୍ଡି ହୋଇ ରଥରୁ ଗୁଣ୍ଡିଚା ଘର ଜନ୍ମବେଦୀରେ ବିଜେ ହେଲା ପରେ ସକାଳ ୫ଟାରୁ ଦ୍ୱାର ଫିଟା ହୋଇ ୬ଟାରେ ମଙ୍ଗଳାଳତି ବଢିବ । ୨୪ ତାରିଖ ଶନିବାର ହେରାପଞ୍ଚମୀରେ ମହାଲକ୍ଷ୍ମୀ ରାତି ସାଢେ ୯ ସୁଦ୍ଧା ଗୁଣ୍ଡିଚା ଘର ସମ୍ମୁଖ ରଥ ନିକଟରେ ଉଭା ହେବେ ।

୨୫ ତାରିଖ ରବିବାର ଦକ୍ଷିଣି ମୋଡ଼ ଅବସରରେ ଅପରାହ୍ଣ ସାଢେ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ ହେବ । ୨୭ ତାରିଖ ମଙ୍ଗଳବାର ସନ୍ଧ୍ୟା ଦର୍ଶନ ଅବସରରେ ରାତି ୭ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ଜାରି ରହିବ । ଏହାପରେ ଗୁଣ୍ଡିଚା ଘର ଶୋଧ ହୋଇ ଠାକୁରଙ୍କ ବାହୁଡ଼ା ପୂର୍ବ ଦିନ ନୀତି ଆଗେଇବ। ବାହୁଡ଼ାରେ ଠାକୁରେ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଜୁନ୍‌ ୨୯ ତାରିଖ ଗୁରୁବାର ରଥ ଉପରେ ଠାକୁରଙ୍କ ବଡ଼ତଡ଼ାଉ ସୁନାବେଶ ୫ଟାରୁ ଆରମ୍ଭ ହୋଇ ସାଢେ ୬ଟାରେ ସରିବ । ୧୦ଟାରୁ ୧୧ଟା ମଧ୍ୟରେ ସୁନାବେଶ ଉଲାଗି ହେବ । ଜୁନ୍‌ ୩୦ ତାରିଖ ଶୁକ୍ରବାର ରଥ ଉପରେ ରାତି ୮ଟାରେ ଠାକୁରଙ୍କ ଅଧର ନୀତି ଶେଷ ହେବ । ଜୁଲାଇ ୧ ତାରିଖ ଶନିବାର ନୀଳାଦ୍ରି ବିଜେ ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଅପରାହ୍ଣ ୪ଟାରେ ଆରମ୍ଭ ହୋଇ ରାତି ୧୦ ମଧ୍ୟରେ ଶେଷ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।

Powered by Froala Editor

Tags puri ratha

Related articles Odisha News Lens 4.1

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15046
    Apr 10, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14587
    Apr 10, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15375
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15476
    Apr 10, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15391
    Apr 11, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15562
    Apr 10, 2026
  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14544
    Apr 11, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14266
    Apr 11, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14956
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15046
    Apr 10, 2026
  • ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15562
    Apr 10, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14544
    Apr 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17412
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17469
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17822
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16298
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14266
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15513
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14367
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14598
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15758
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15324
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15054
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15558
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13855
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14544
    Apr 11, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15046
    Apr 10, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15375
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In