Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, June 06, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

  • ଚାଲିଗଲେ ମହାଭାରତର ‘ଶକୁନି ମାମା’

  • ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ...

  • ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ...

  • ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ

  • ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ...

  • ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

  • ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ...

ଅପରାଧ
Home ›› ଅପରାଧ ››ବନ୍ଦ ଘରୁ ମା’ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର, ରଙ୍ଗମିସ୍ତ୍ରୀ ଉପରେ ହତ୍ୟା ସନ୍ଦେହ

ବନ୍ଦ ଘରୁ ମା’ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର, ରଙ୍ଗମିସ୍ତ୍ରୀ ଉପରେ ହତ୍ୟା ସନ୍ଦେହ

2023-05-14 00:34:31
15053
Share:
Facebook
Twitter
E-Mail
WhatsApp
Telegram
ବନ୍ଦ ଘରୁ ମା’ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର, ରଙ୍ଗମିସ୍ତ୍ରୀ ଉପରେ ହତ୍ୟା ସନ୍ଦେହ

ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବନ୍ଦ ଥିବା ଏକ ଘର ଭିତରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି। ମୃତକମାନେ ହେଲେ ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)। ଗତ ୧୫ଦିନ ହେଲା ଘରଟି ବାହାରୁ ତାଲା ପଡି ବନ୍ଦ ରହିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କୁ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ, ଛୋଟଛୋଟ ଦୁଇଟି ଶିଶୁଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର ତଦନ୍ତ କରୁଛି ଧନୁପାଲ୍ଲୀ ଥାନା ପୋଲିସ। 

୧୫ଦିନ ତଳେ ହତ୍ୟାକାଣ୍ଡ ହୋଇଥିବାରୁ ତିନୋଟି ମୃତ ଦେହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘରୁ ପଚା ଗନ୍ଧ ବାହାରୁଥିଲେ ମଧ୍ୟ, ତଳମହଲାରେ କୁକୁଡା ମାଂସ ଦୋକାନ ଥିବାରୁ, କିଏ ବାରି ପାରିନଥିଲେ। ହେଲେ ତଳ ମହଲାରେ ଥିବା ଦୋକାନୀ ଆଜି ପୋଲିସକୁ ଖବର ଦେବାପରେ ଧନୁପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। 

ମୃତକଙ୍କ ପଡୋଶୀଙ୍କ କହିବା ହେଲା ଦୀର୍ଘଦିନ ଧରି ଜଣେ ରଙ୍ଗମିସ୍ତ୍ରୀ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। ହେଲେ କିଛି ଦିନ ହେଲା ସେ ଆଉ ଆସୁନଥିବାରୁ ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି।

Powered by Froala Editor

Tags murder

Related articles Odisha News Lens 3.2

  • ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ
    ଦେଶ-ଦେଶାନ୍ତର

    ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ

    14864
    Jun 05, 2023
  • ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ
    ଦେଶ-ଦେଶାନ୍ତର

    ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ

    14383
    Jun 05, 2023
  • ଚାଲିଗଲେ ମହାଭାରତର ‘ଶକୁନି ମାମା’
    ମନୋରଞ୍ଜନ

    ଚାଲିଗଲେ ମହାଭାରତର ‘ଶକୁନି ମାମା’

    13853
    Jun 05, 2023
  • ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ
    ଦେଶ-ଦେଶାନ୍ତର

    ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

    13884
    Jun 05, 2023
  • ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ଋତୁରାଜ
    ଖେଳ ଖବର

    ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ଋତୁରାଜ

    13704
    Jun 05, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15276
    Jun 06, 2023
  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14027
    Jun 06, 2023
  • ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

    14165
    Jun 05, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର
    ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15388
    Jun 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ

    14383
    Jun 05, 2023
  • ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15388
    Jun 06, 2023
  • ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

    14165
    Jun 05, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ରକ୍ତଚାପ ଦୂର କରେ ଲିଚୁ

    14027
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15388
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14776
    Jun 04, 2023
  • ରୋଷେଇ କରିବା ସମୟରେ କେତୋଟି ଜରୁରୀ କଥା

    13754
    Jun 04, 2023
  • ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କରନ୍ତୁ କଳା

    15871
    Jun 03, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18394
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19852
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19971
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

    14165
    Jun 05, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15276
    Jun 06, 2023
  • ଚାଲିଗଲେ ମହାଭାରତର ‘ଶକୁନି ମାମା’

    13853
    Jun 05, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In