Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, March 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ...

  • କୁନି ହାତରେ ଶକ୍ତିଶାଳୀ ଭାର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ...

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ ...

  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ...

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ...

  • ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୬୦ହଜାର ଟଙ୍କା ଛୁଇଁଲା ସୁନା ଦର

୬୦ହଜାର ଟଙ୍କା ଛୁଇଁଲା ସୁନା ଦର

2023-03-19 15:48:44
14701
Share:
Facebook
Twitter
E-Mail
WhatsApp
Telegram
୬୦ହଜାର ଟଙ୍କା ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ବଢ଼ୁଛି ସୁନା ଦର । ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢ଼ୁଛି । ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏବେ ପାଖାପାଖି ୬୦ହଜାର ଟଙ୍କାରେ ପହଞ୍ଚିଯାଇଛି । ସେହିପରି ୨୨ କ୍ୟାରେଟ୍ ଦାମ ପାଖାପାଖି ୫୫ହଜାର ଟଙ୍କାରେ ପହଞ୍ଚିିସାରିଛି ।
ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ପାଇଁ ଏବେ ଏହି ଦର ଚିନ୍ତା ବଢ଼ାଇ ଦେଇଛି । ଏପ୍ରିଲ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ ପ୍ରାୟ ୧୪ଶହ ଟଙ୍କା ବୃଦ୍ଧି ପାଇଛି । ତେଣୁ ଖୁବ୍ ଶୀଘ୍ର ଦର ୬୦ହଜାର ଅତିକ୍ରମ କରିବ ବୋଲି ସୂଚନା ମିଳିଛ । କେବଳ ସୁନା ନୁହେଁ, ରୁପା ଦାମ୍ ବି ବଢ଼ୁଛି । ରୁପା କେଜି ବର୍ତମାନ ପ୍ରାୟ ୨୧ଶହ ଟଙ୍କା ବୃଦ୍ଧି ପାଇ ୬୮ହଜାର ୬୫୦ ଟଙ୍କାରେ ପହଞ୍ଚିଯାଇଛି । ଆମେରିକା ଓ ୟୁରୋପରେ ଦେଖା ଦେଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ନିବେଶକମାନଙ୍କୁ ଏହା ଅଧିକ ପ୍ରଭାବିତ କରୁଛି । ଯେଉଁକାରଣରୁ ସେମାନେ ସୁରକ୍ଷିକ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି । ବର୍ତମାନ ସୁନା ଦର ଯେତେ ଅଛି, ଆଗକୁ ତାହା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି । ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଦାମ୍ ବଢ଼ୁଛି । ତେବେ କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଗହଣା ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ସୁନା ମୂଲ୍ୟଠାରୁ ଭିନ୍ନ । ବଜାରରେ ସୁନା ଦାମ ଏହାଠାରୁ କମ୍ ରହିଛି । ଚଳିତ ବର୍ଷ ଏପର୍ୟ୍ୟନ୍ତ ସୁନା ମୂଲ୍ୟରେ ପାଖାପାଖି ୪ହଜାର ୩୦୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଏହି ମୂଲ୍ୟ ୬୦ହଜାର ୨୦୦ ଟଙ୍କା ପର୍ୟ୍ୟନ୍ତ ସ୍ତରକୁ ଯାଇପାରେ ।

Powered by Froala Editor

Tags Gold rate

Related articles Odisha News Lens 3.2

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13363
    Mar 29, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ
    ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14340
    Mar 30, 2023
  • ସିୟାୟା ଜନ୍ମ ଦେଲା ୪ ଶାବକ:  ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ...
    ଦେଶ-ଦେଶାନ୍ତର

    ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ...

    15119
    Mar 29, 2023
  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା
    ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13684
    Mar 29, 2023
  • କୁନି ହାତରେ ଶକ୍ତିଶାଳୀ ଭାର
    ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15006
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ
    ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14883
    Mar 30, 2023
  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...
    ଦେଶ-ଦେଶାନ୍ତର

    ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...

    13910
    Mar 29, 2023
  •  ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି
    ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14114
    Mar 30, 2023
  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ
    ଦେଶ-ଦେଶାନ୍ତର

    ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14432
    Mar 29, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13363
    Mar 29, 2023
  • ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13687
    Mar 30, 2023
  • ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14883
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • କୁନି ହାତରେ ଶକ୍ତିଶାଳୀ ଭାର

    15006
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13687
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14883
    Mar 30, 2023
  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14114
    Mar 30, 2023
  • ଆକ୍ୱାରିୟମ୍‌ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

    14229
    Mar 29, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14432
    Mar 29, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14340
    Mar 30, 2023
  • ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ମହତ୍ୱପୂର୍ଣ୍ଣ ଘଟଣା

    15119
    Mar 29, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In