Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ ...

  • ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ...

  • ଗୁଳି ବିନିମୟ: ଚାରି ଅପରାଧୀ ନିହତ

  • ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ...

  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

ବିଶେଷ
Home ›› ବିଶେଷ ››ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ!

ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ!

2023-03-13 04:23:17
15086
Share:
Facebook
Twitter
E-Mail
WhatsApp
Telegram
ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ!

ପାଣି ବିନା ଜୀବନର କଳ୍ପନା ବି କରାଯାଇ ପାରେନା। ଯଦି ପାଣି ନଥାନ୍ତା ପୃଥିବୀରେ ଜୀବନ ମଧ୍ୟ ନଥାନ୍ତା। ଏକ ସମୟ ଥିଲା ଯେତେବେଳେ ଲୋକେ ନଦୀ, ପୁଷ୍କରିଣୀ ଓ କୂଅ ପାଣିରେ ସେମାନଙ୍କ ଶୋଷ ମେଣ୍ଟଉଥିଲେ। ପରେ ସମୟ ଆସିଲା ନଳ କୂଅର, ସେ ପର୍ୟ୍ୟନ୍ତ ମଧ୍ୟ ସବୁ ଠିକ୍ ଠାକ୍ ଥିଲା। ହେଲେ ଯେବେଠୁ ପ୍ଲାଷ୍ଟିକ୍ ବୋତଲରେ ପ୍ୟାକ ହୋଇ ମିନେରାଲ ପାଣି ବିକ୍ରି ଆରମ୍ଭ ହେଲାଣି ସେବେଠୁ ଆରମ୍ଭ ହୋଇଛି ଜାବତୀୟ ସମସ୍ୟା। ପ୍ଲାଷ୍ଟିକ୍ ବୋତଲରେ ବନ୍ଦ ପାଣି ପ୍ରଥମେ ବଡ଼ ହୋଟେଲମାନଙ୍କରେ ମିଳୁଥିଲା। ହେଲେ ଏବେ ରାସ୍ତା କଡ ଦୋକାନରେ ବି ବିକ୍ରି ହେବାକୁ ଲାଗିଲାଣି। ତେବେ ଯାହାକୁ ଆପଣ ମିନେରାଲ ୱାଟର କହି ପିଉଛନ୍ତି ତାହା କେତେ ହାନୀକାରକ ହୁଏତ ଅନୁମାନ ବି କରିପାରିବେନି।

ଫ୍ରଣ୍ଟିୟର ଡଟ୍ ଓଆରଜିଙ୍କ ଗବେଷଣାରୁ ଜଣାପଡିଛି ଯେ ଏହି ବୋତଲ ବନ୍ଦ ପାଣି ଉପରେ ସୂର୍ୟ୍ୟଙ୍କ କିରଣ ପଡିବାମାତ୍ରେ ଏଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ପାଣିରେ ମିଶିବାକୁ ଲାଗେ। ଯାହା ଆମ ଶରୀରକୁ ଯାଇ ବଡି ହର୍ମୋନକୁ କ୍ଷତିରେ ପକାଇଥାଏ। ଏହି ମାଇକ୍ରୋ ପ୍ଲାଷ୍ଟିକ୍ ଆମର ଏଣ୍ଡୋକ୍ରାଇନ ସିଷ୍ଟମକୁ ମଧ୍ୟ କ୍ଷତିକରିପାରେ। ଯଦି କେହି ଦୀର୍ଘ ସମୟ ଧରି ଏପରି ବୋତଲ ବନ୍ଦ ପାଣିର ବ୍ୟବହାର କରୁଥାନ୍ତି ତାଙ୍କଠାରେ ଇନଫର୍ଟିଲିଟି ସମସ୍ୟା ଉତ୍ପନ୍ନ ହୋଇପାରେ।

ଏପରି ହେଲେ ଏକ ବୃହତ ଜନସଂଖ୍ୟା ବୋତଲ ବନ୍ଦ ପିଇବା ପାଣି ଯୋଗୁ ଭବିଷ୍ୟତରେ ପିତାମାତା ହେବାକୁ ଅସମର୍ଥ ହେବେ ବୋଲି ଏବେ ଆଶଙ୍କା କରାଗଲାଣି। କେବଳ ଇନଫର୍ଟିଲିଟି ନୁହେଁ ଏହା ଆମର ଜକୃତକୁ ମଧ୍ୟ ପ୍ରଭାବିତ କରିପାରେ। ବୋତଲବନ୍ଦ ପାଣିର ସବୁଠୁ ବଡ଼ ସମସ୍ୟା ହେଉଛି ଏହାକୁ ପ୍ୟାକେଜିଂ କରାଯାଉଥିବା ପ୍ଲାଷ୍ଟିକ ବୋତଲ। ଏଥିରେ ଥିବା ପାଣି ବ୍ୟବହାର ହୋଇଯିବା ପରେ ବୋତଲର କୌଣସି ଆବଶ୍ୟକତା ନଥାଏ। ଏଣୁ ଲୋକେ ତାକୁ ଏଣେତେଣେ ଫିଙ୍ଗିଥାନ୍ତି। ଯାହା ଆମ ପରିବେଶ ଲାଗି ଏବେ ସମସ୍ୟା ହୋଇ ଉଭା ହୋଇଛି।

ରିପୋର୍ଟ ଅନୁସାରେ ସାରା ପୃଥିବୀରେ ୧ ମିନିଟ୍‌ରେ ୧୦ଲକ୍ଷ ବୋତଲ ପାଣି ବିକ୍ରି ହେଉଛି। ଇୟୁରୋ ମନିଟର ଇଣ୍ଟରନ୍ୟାସନାଲଙ୍କ ଏକ ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ସାରା ବିଶ୍ୱରେ ୪୮୦ ବିଲିୟନ ପ୍ଲାଷ୍ଟିକ ବୋତଲ ବିକ୍ରି କରାଯାଇଛି। ବୋତଲ ପାଣି ପିଇବାକୁ ଲୋକେ ଏଥି ପାଇଁ ବାଧ୍ୟ ହେଉଛନ୍ତି ଯେ ପିଇବା ପାଇଁ ସ୍ୱଚ୍ଛ ପାଣି ଏବେ କଳରୁ ମିଳୁ ନାହିଁ। ସହରାଞ୍ଚଳରେ ରହୁଥିବା ଲୋକେ ଯେଉଁମାନେ ଘରେ ଆକ୍ୱାଗାର୍ଡ ଲଗାଇ ପାରୁ ନାହାନ୍ତି ସେମାନେ ପାଣି ବୋତଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।


ତେବେ ଜାଣିଲେ ଆଶ୍ଚର୍ୟ୍ୟ ହେବେ ପାଣି ପ୍ଲାଷ୍ଟିକ ବୋତଲରେ ରହି ଯେତିକି ପ୍ରଦୂଷିତ ହେଉଛି ତାହା କଳରେ ବାହରୁଥିବା ପାଣିଠାରୁ ମଧ୍ୟ ଅଧିକ ପ୍ରଦୂଷିତ । ଏଥିରେ ଲେସେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ଗ୍ଲୋବାଲ ବର୍ଡନ ଅଫ ଡିଜିଜ ଷ୍ଟଡିର ଏକ ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଦୂଷିତ ପେୟ ଜଳ କାରଣରୁ ସାରା ପୃଥିବୀରେ ୧୨ ଲକ୍ଷ ଲୋକଙ୍କୁ ପ୍ରାଣ ହରାଇବାକୁ ପଡିଛି।

Powered by Froala Editor

Tags Plastic bottle

Related articles Odisha News Lens 4.1

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ  ‘ଚୋର, ଚୋର’ ...
    ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ...

    15684
    Jul 09, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14223
    Jul 10, 2026
  •  ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ
    ଦେଶ-ଦେଶାନ୍ତର

    ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ

    14545
    Jul 10, 2026
  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    14028
    Jul 10, 2026
  • ଗୁଳି ବିନିମୟ: ଚାରି ଅପରାଧୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଚାରି ଅପରାଧୀ ନିହତ

    14675
    Jul 10, 2026
  •  ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି
    ଦେଶ-ଦେଶାନ୍ତର

    ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି

    14725
    Jul 10, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15467
    Jul 09, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?
    ବିଶେଷ

    ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14230
    Jul 10, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13747
    Jul 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି

    14725
    Jul 10, 2026
  • ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    14028
    Jul 10, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15467
    Jul 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14230
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15495
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15602
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15407
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15273
    Jul 03, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    14028
    Jul 10, 2026
  • ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି

    14725
    Jul 10, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14223
    Jul 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In