Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ...

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

  • ମୋତେ ବହିଷ୍କାର ପରେ ଝିଅକୁ କୌଣସି ...

  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ...

  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ...

  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

  • ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ...

  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

Home ›› ››ଏନଆଇଏର ବଡ଼ ପ୍ରହାର:ଦେଶର ୭୦ଟି ସ୍ଥାନରେ ଚଢଉ

ଏନଆଇଏର ବଡ଼ ପ୍ରହାର:ଦେଶର ୭୦ଟି ସ୍ଥାନରେ ଚଢଉ

2023-02-21 06:41:34
15524
Share:
Facebook
Twitter
E-Mail
WhatsApp
Telegram
ଏନଆଇଏର ବଡ଼ ପ୍ରହାର:ଦେଶର ୭୦ଟି ସ୍ଥାନରେ ଚଢଉ

ନୂଆଦିଲ୍ଲୀ: ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ଉପରେ ଏନଆଇଏର ବଡ଼ ପ୍ରହାର । ଜାତୀୟ ଯାଞ୍ଚ ଏଜେନ୍ସି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରିଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ୟୁପି, ଗୁଜରାଟ, ମଧ୍ୟପ୍ରଦେଶ ଆଦି  ଦେଶର ୭୦ଟି ସ୍ଥାନରେ ଛାପାମାରୀ କରିଛି ଏନଆଇଏ ଟିମ୍ ।  ଆତଙ୍କୀ-ଗ୍ୟାଙ୍ଗଷ୍ଟର ଲିଙ୍କକୁ ଭାଙ୍ଗିବାକୁ ୬ମାସ ହେଲା ଜାତୀୟ ଯାଞ୍ଚ ଏଜେନ୍ସି ଉଦ୍ୟମ ଚଳାଇଛି ।

ଗ୍ୟାଙ୍ଗଷ୍ଟର ଗ୍ରୁପ ଦେଶ ବିରୋଧୀ କାମରେ ଲିପ୍ତ ରହୁଥିବା ସୂଚନା ମିଳିବା ପରେ ୬ମାସ ହେଲା କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ଏନଆଇଏ । ଗ୍ୟାଙ୍ଗଷ୍ଟାର ଓ ତାଙ୍କର ଅପରାଧିକ ସିଣ୍ଡିକେଟକୁ ଭାଙ୍ଗି ପାଇଁ ଯାଞ୍ଚ ଏଜେନ୍ସି ମାମଲା ରୁଜୁ କରିଛନ୍ତି ତଦନ୍ତ ଚଳାଇଛି । ଗତ ୩ମାସରେ  ଏନଆଇଏ ଟିମ୍ ଲାରେଂସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ପଚରାଉଚରା କରିଥିଲା । ଏହାକୁ ଆଧାର କରି ଟିମ୍ ଆତଙ୍କୀ-ଗ୍ୟାଙ୍ଗଷ୍ଟାର ସିଣ୍ଡିକେଟକୁ ଭାଙ୍ଗିବାକୁ ଛାପାମାରୀ କରୁଛି ।  

ଏହାଛଡ଼ା ପଞ୍ଜାବରେ ସକ୍ରିୟ ଥିବା ବିଭିନ୍ନ ଗ୍ୟାଙ୍ଗ ଉପରେ ଏନଆଇଏ ଟିମ୍ ରେଡ୍ ମାରିଛି । ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ସୂଚନା ମିଳିବା ପରେ କାର୍ୟ୍ୟାନୁଷ୍ଠାନ ନେଇଛି ଟିମ୍ । ଲାରେଂସ ବିଷ୍ଣୋୟୀ ଗ୍ୟାଙ୍ଗ, କାଲା ଜଠେଡି ଗ୍ୟାଙ୍ଗ, ନିରଜ ବଓ୍ବାନା ଗ୍ୟାଙ୍ଗ ଏଥିରେ ସାମିଲ ଥିବା ଜଣାପଡ଼ିଛି । ଗୁଜରାଟରେ ଗ୍ୟାଙ୍ଗଷ୍ଟର ଲରେଂସ ବିଷ୍ଣୋୟୀର ସାଥି କୁଲବିନ୍ଦରର ଠିକଣା ରେଡ୍ ମାରିଛି ଜାତୀୟ ଯାଞ୍ଚ ଏଜେନ୍ସି । କୁଲବିନ୍ଦରର ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହିତ ଜଡ଼ିତ ରହିଥିବା ଜଣାପଡ଼ିଛି ।   

ସୂଚନା ଅନୁଯାୟୀ, ଏନଆଇଏ ଟିମ୍ ଏପର୍ୟ୍ୟନ୍ତ ଆତଙ୍କୀ-ଗ୍ୟାଙ୍ଗଷ୍ଟର ଲିଙ୍କକୁ ନେଇ ୪ଥର ଚଢାଉ କରିଛି । ଦେଶ ବିରୋଧୀ କାର୍ୟ୍ୟକଳାପ, ଅର୍ଥ କାରବାର, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଡ୍ରଗ୍ସ କାରବାର ଆଦି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି ଟିମ୍ ।

Powered by Froala Editor

Tags NIA RAID IN 70 PLACES

Related articles Odisha News Lens 4.1

  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ
    ଦେଶ-ଦେଶାନ୍ତର

    ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ

    13959
    Mar 18, 2026
  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!
    ମନୋରଞ୍ଜନ

    ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15164
    Mar 17, 2026
  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ
    ଦେଶ-ଦେଶାନ୍ତର

    ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13364
    Mar 18, 2026
  • ଅସ୍କାର-୨୦୨୬:
    ଦେଶ-ଦେଶାନ୍ତର

    ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14911
    Mar 17, 2026
  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍
    ଦେଶ-ଦେଶାନ୍ତର

    ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15183
    Mar 17, 2026
  •  ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ
    ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14970
    Mar 18, 2026
  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ
    ଦେଶ-ଦେଶାନ୍ତର

    ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

    14240
    Mar 18, 2026
  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ
    ଦେଶ-ଦେଶାନ୍ତର

    ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14942
    Mar 17, 2026
  • ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ
    ରାଜନୀତି

    ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ

    13348
    Mar 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14942
    Mar 17, 2026
  • ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14723
    Mar 17, 2026
  • ଦେଶ-ଦେଶାନ୍ତର

    ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13364
    Mar 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17376
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17439
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17788
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16256
    Apr 03, 2021

ବିଶେଷ

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14970
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14033
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13974
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14246
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13998
    Mar 12, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15685
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15146
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14996
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14507
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14942
    Mar 17, 2026
  • ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14911
    Mar 17, 2026
  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15183
    Mar 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In