Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, January 27, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ...

  • ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ...

  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ...

  • ଭାରତକୁ ଆସିବ ଚିତା ବାଘ

  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ...

  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ...

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ...

  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

  • ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ

ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ

2023-01-22 22:51:47
15767
Share:
Facebook
Twitter
E-Mail
WhatsApp
Telegram
ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଛି। ହତ୍ୟା ଅଭିଯୁକ୍ତ ତଥା ଲିଭଇନ ପାର୍ଟନର ଆଫତାବ ପୁନାଓ୍ବାଲା ବିରୋଧରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟରେ ୧୦୦ ସାକ୍ଷୀଙ୍କ ବୟାନ ରହିଛି। ମାସ ମାସ ଧରି ଫରେନ୍‌ସିକ୍ ତଦନ୍ତ ଓ ଇଲେକ୍‌ଟ୍ରୋନିକ୍ ପ୍ରମାଣ ଆଧାରରେ ଏହି ଡ୍ରାଫ୍ଟ ଚାର୍ଜସିଟ୍‌କୁ ପ୍ରସ୍ତୁତ କରିଛି ପୁଲିସ। ଏଥିସହ ପୁଲିସ ଅଫତାବ୍‌ଙ୍କ ସ୍ୱୀକାରୋକ୍ତି, ତାଙ୍କ ନାର୍କୋ ପରୀକ୍ଷା ଫଳାଫଳ, ଫୋରେନ୍‌ସିକ୍ ଟେଷ୍ଟ୍ ରିପୋର୍ଟ କଥା ବି ଚାର୍ଜସିଟ୍‌ରେ ରହିଛି। 

ବିଭିନ୍ନ ଆଇନ ବିଶେଷଜ୍ଞଙ୍କ ଦ୍ବାରା ବର୍ତ୍ତମାନ ଚାର୍ଜସିଟର ସମୀକ୍ଷା କରାଯାଉଥିବା ସୂଚନା ମିଳିଛି । ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି ଯେ ଛତରପୁର ଜଙ୍ଗଲରୁ ଜବତ ହୋଇଥିବା ହାଡଖଣ୍ଡ ଶ୍ରଦ୍ଧାର ଥିଲା। ଏସବୁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ଗତବର୍ଷ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀ ମେହରୁଲି ଜଙ୍ଗଲରେ ଫୋପାଡି଼ ଦେଇଥିଲା ଆଫତାବ । ହତ୍ୟାରେ ବ୍ୟବହୃତ ହୋଇଥିବା କରତ ଓ ବ୍ଲେଡକୁ ଗୁରୁଗ୍ରାମର ଜଙ୍ଗଲିଆ ସ୍ଥାନରେ ଫୋପାଡି ଥିଲା। ଗତ ଡିସେମ୍ବରରେ ମିଳିଥିବା ଅସ୍ଥିଗୁଡିକର ଡିଏନଏ ଟେଷ୍ଟରୁ ଏହା ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଥିଲା ।

Powered by Froala Editor

Tags aftab

Related articles Odisha News Lens 3.2

  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ
    ଦେଶ-ଦେଶାନ୍ତର

    ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15346
    Jan 27, 2023
  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ

    13783
    Jan 27, 2023
  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13475
    Jan 27, 2023
  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14516
    Jan 27, 2023
  • ଭାରତକୁ ଆସିବ ଚିତା ବାଘ
    ଦେଶ-ଦେଶାନ୍ତର

    ଭାରତକୁ ଆସିବ ଚିତା ବାଘ

    15288
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି
    ବିଶେଷ

    ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13756
    Jan 27, 2023
  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ
    ମନୋରଞ୍ଜନ

    ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

    13485
    Jan 27, 2023
  • ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ
    ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

    14811
    Jan 26, 2023
  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ
    ଦେଶ-ଦେଶାନ୍ତର

    ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ

    14926
    Jan 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15346
    Jan 27, 2023
  • ଦେଶ-ଦେଶାନ୍ତର

    ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ

    13783
    Jan 27, 2023
  • ମନୋରଞ୍ଜନ

    ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

    13485
    Jan 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13475
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13756
    Jan 27, 2023
  • ବ୍ରଣରେ ଲଗାନ୍ତୁନି ହାତ

    15521
    Jan 26, 2023
  • ବଜାରକୁ ଆସିଛି ‘ଓରନାମେଣ୍ଟାଲ ସନ-ଗ୍ଲାସ’

    15590
    Jan 26, 2023
  • ଶୀତଦିନେ ନିଜ ଡାଏଟରେ ସାମିଲ କରନ୍ତୁ ଚିନାବାଦାମ

    14504
    Jan 24, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18545
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    18816
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    18950
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20544
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ

    14210
    Jan 27, 2023
  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13475
    Jan 27, 2023
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15346
    Jan 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In