ପଦ୍ମପୁର: ରାଉଣ୍ଡ-୨ ସୁଦ୍ଧା କିଏ ପାଇଲା କେତେ ଭୋଟ, ଜାଣନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୨ ଗଣତି ଶେଷ ହୋଇଛି।ରାଉଣ୍ଡ-୨ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ତେବେ ରାଉଣ୍ଡ-୨ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୧୯୦ ମୋଟ-୬୯୭୯
ବର୍ଷା ସିଂ ବରିହା(ବିଜେଡି)-୫୦୯୭ ମୋଟ-୧୦୫୯୮
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୬୦ ମୋଟ-୩୬୬
ବିଦ୍ୟାଧର ପାଣ୍ଡଭ-୧୯ ମୋଟ-୩୨
ମୁକ୍ତେଶ୍ୱର ଦାସ-୬ ମୋଟ-୧୭
ଉଦିତ ବନ୍ଦିଆ-୧୮ ମୋଟ-୩୬
ଗଙ୍ଗାଧର ସାହା-୧୬ ମୋଟ-୩୫
ଦେବରଚନ ନାୟକ-୨୨ ମୋଟ-୫୨
ବୃନ୍ଦାବନ ପରୋହିତ-୨୭ ମୋଟ-୫୫
ସହଦେବ ସାହୁ-୪୪ ମୋଟ-୧୧୧
ନୋଟା-୮୦ ମୋଟ-୧୯୫
ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା।
ରାଉଣ୍ଡ-୧ରେ କାହାକୁ କେତେ
ପ୍ରଦୀପ ପୁରୋହିତ-୩୭୮୯
ବର୍ଷା ସିଂ ବରିହା-୫୫୦୧
ସତ୍ୟଭୂଷଣ ସାହୁ-୨୦୬
ବିଦ୍ୟାଧର ପାଣ୍ଡଭ-୧୩
ମୁକ୍ତେଶ୍ୱର ଦାସ-୧୧
ଉଦିତ ବନ୍ଦିଆ-୧୮
ଗଙ୍ଗାଧର ସାହା-୧୯
ଦେବରଚନ ନାୟକ-୩୦
ବୃନ୍ଦାବନ ପରୋହିତ-୨୮
ସହଦେବ ସାହୁ-୬୭
ନୋଟା-୧୧୫
Powered by Froala Editor