୧.୭ କୋଟି ଟଙ୍କାରେ ନିଲାମ ହେଲା ଷ୍ଟିଭ ଜବଙ୍କ ଚପଲ

ନୂଆଦିଲ୍ଲୀ : ଆପଲ କମ୍ପାନୀର ସହ ପ୍ରତିଷ୍ଠାତା ଷ୍ଟିଭ ଜବଙ୍କ ଏକ ଚପଲ ୧.୭ କୋଟି ଟଙ୍କାରେ ନିଲାମ ହୋଇଥିବା ଜୁଲଏନ ଅକସନ୍ସ ନାମକ ଏକ ନିଲାମକାରୀ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଏହି ଚପଲକୁ ଷ୍ଟିଭ ୭୦ ଦଶକରେ ବ୍ୟବହାର କରିଥିବା ଜଣାପଡିଛି । ଏହି ଚପଲକୁ ବିଭିନ୍ନ ପ୍ରଦର୍ଶନକାରୀ ସଂସ୍ଥା ମିଳିଥିବା ତେତକ ଚପଲର ଅବସ୍ଥା ବେଶ ଭଲ ଥିବା କୁବାଯାଇଛି । ୭୦ ଦଶକରେ ଷ୍ଟିବ ଏହି ଚପଲକୁ ବହୁଲ ବ୍ୟବହାର କରି ଆସୁଥିବା କେଳେ ଏଥିରେ ତାଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଛି ।
Powered by Froala Editor