Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ...

ରାଜ୍ୟ
Home ›› ରାଜ୍ୟ ››ମନ୍ତ୍ରୀଙ୍କ ପୁତୁରା ଗିରଫ

ମନ୍ତ୍ରୀଙ୍କ ପୁତୁରା ଗିରଫ

2022-10-30 04:51:05
14367
Share:
Facebook
Twitter
E-Mail
WhatsApp
Telegram
ମନ୍ତ୍ରୀଙ୍କ ପୁତୁରା ଗିରଫ

କଟକ : କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ରାଜ୍ୟର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା। ତାଙ୍କ ନାଁ ଭିକି ସ୍ୱାଇଁ। ସେ କଟକ ଚାନ୍ଦିନୀ ଚୌକ ଅଞ୍ଚଳରେ ରହନ୍ତି।
ଉକ୍ତ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ତଥା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ୍ କାର୍ୟ୍ୟାନୁଷ୍ଠାନ ନେଇଛି। ଗତକାଲି ରାତିରେ ଭିକି ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ତାଙ୍କ ସହ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ କରୁଛି।

ଏହି ଘଟଣାଟି ଗାଡ଼ି ସାଇଡ୍ ମରାକୁ ନେଇ ଗତ ଗୁରୁବାର ଦିନ ଘଟିଥିଲା। ସେହିଦିନ ଅପରାହ୍ନରେ ଭିକି ସ୍ୱାଇଁ ଓ ତାଙ୍କର ୧୦ରୁ ୧୨ ସାଥୀ ୩ଟି କାରରେ ଯାଉଥିବା ବେଳେ ପ୍ରତାପନଗରୀ ଅଞ୍ଚଳରେ ଥିବା ଏକ କାର୍ ଶୋ’ରୁମ୍ ନିକଟରେ ଅନ୍ୟ ଏକ କାର ପଛରୁ ଆସି ସେମାନଙ୍କୁ ଓଭର ଟେକ୍ କରିଥିଲା। ଏହି ସମୟରେ ଭିକି ସ୍ୱାଇଁ ଓ ତାଙ୍କର ସାଥୀମାନଙ୍କ ୩ଟି କାର୍‌ ମଧ୍ୟରୁ ଗୋଟିକରେ ତାହା ଘଷି ହୋଇଯାଇଥିଲା। ଏହା ପରେ ଉକ୍ତ କାରକୁ ଅଟକାଇ ଚାଳକଙ୍କୁ ଉଠାଇ ଆଣିଥିଲେ ଭିକି ସ୍ୱାଇଁ ଓ ତାଙ୍କ ସାଥୀମାନେ। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ରାସ୍ତାରେ ମାଡ଼ ମାରିବା ସହ ଆଣ୍ଠେଇ ଦେଇଥିଲେ। ଏପରିକି ସ୍ଥାନୀୟ କିଛି ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।

Powered by Froala Editor

Tags Arrested

Related articles Odisha News Lens 4.1

  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’
    ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15132
    Jun 19, 2025
  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା
    ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15634
    Jun 18, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15107
    Jun 19, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?
    ବିଶେଷ

    ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14222
    Jun 19, 2025
  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    14936
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...

    14388
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...
    ବାଣିଜ୍ୟ

    ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...

    14397
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
    ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14895
    Jun 19, 2025
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13525
    Jun 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15634
    Jun 18, 2025
  • ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13525
    Jun 19, 2025
  • ବାଣିଜ୍ୟ

    ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ...

    14397
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16680
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16985
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14222
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15107
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14469
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14192
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14669
    Jun 17, 2025

ବାଣିଜ୍ୟ

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

ଭାରତରେ ସ୍କୋଡା ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ପ୍ରଥମ ସିଏନଜି ଏସୟୁଭି ଲଞ୍ଚ କରିପାରେ। କମ୍ପାନୀ ଏହାର ସଦ୍ୟ ଲଞ୍ଚ ହୋଇଥିବା କାଇଲାକ ସିଏନଜି ସଂସ୍କରଣ ଲଞ୍ଚ କରିପାରେ ବୋଲି ଶୁଣିବାକୁ ମିଳିଛି।  ସ୍କୋଡା ଇଣ୍ଡିଆ କାର ନିର୍ମାତାମାନେ ଏହି ସେଗମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି। 

କାଇଲାକ ସିଏନଜିରେ ୧.୦ ଲ ...

  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14388
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14397
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13774
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15634
    Jun 18, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15132
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15107
    Jun 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In