Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ...

  • ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ...

  • ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ...

  • ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

  • ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

  • ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

  • ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ

  • ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ...

  • କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ...

  • ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ...

Home ›› ››କୁକୁରକୁ ଘରୁ ବାହାର କଲେନି ସ୍ୱାମୀ, ଆତ୍ମହତ୍ୟା କଲେ ସ୍ତ୍ରୀ ଓ ଝିଅ

କୁକୁରକୁ ଘରୁ ବାହାର କଲେନି ସ୍ୱାମୀ, ଆତ୍ମହତ୍ୟା କଲେ ସ୍ତ୍ରୀ ଓ ଝିଅ

2022-09-15 19:02:26
15624
Share:
Facebook
Twitter
E-Mail
WhatsApp
Telegram
କୁକୁରକୁ ଘରୁ ବାହାର କଲେନି ସ୍ୱାମୀ, ଆତ୍ମହତ୍ୟା କଲେ ସ୍ତ୍ରୀ ଓ ଝିଅ
ପୋଷା କୁକୁର ପାଇଁ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ମା’ ଓ ଝିଅ । ଜୀବନ ହରାଇଥିବା ମହିଳା ଜଣଙ୍କ ହେଲେ ୩୬ ବର୍ଷୀୟ ଦିବ୍ୟା ଆର ଓ ତାଙ୍କ ଝିଅ ହୃଦୟା। ହୃଦୟାଙ୍କ ବୟସ ୧୩ ଓ ସେ ୬ଷ୍ଠ ଶ୍ରେଣୀରେ ପାଠପଢ଼ୁଥିଲେ। ପୂର୍ବ ବେଙ୍ଗାଲୁରୁର ବଂଶୱାଡି ସ୍ଥିତ ଏଚବିଆର ଲେୟାଆଉଟରେ ଏପରି ଘଟଣା ଘଟିଛି।

ଦିବ୍ୟାଙ୍କ ବାପା ରମନ ଏମକେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ରେ ଦ୍ୱାରସ୍ଥ ହୋଇଥିଲେ। ଗୋବିନ୍ଦପୁରା ପୁଲିସ୍‌ ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସ, ଶାଶୁ ବସନ୍ତା ଓ ଶ୍ୱଶୁର ଜନାର୍ଦ୍ଦନଙ୍କ ନାଁରେ ଆଇପିସିର ଧାରା ୩୦୬ରେ ମାମଲା ରୁଜୁ କରିଛି। ମଙ୍ଗଳବାର ଦିବ୍ୟାଙ୍କ ସ୍ୱାମୀ ଶ୍ରୀନିବାସଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ କହିଛି, ଦିବ୍ୟା ୨୦୦୮ ମସିହାରେ ଶ୍ରୀନିବାସଙ୍କୁ ବିବାହ କରିଥିଲେ। ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ରହୁଥିବା ଦିବ୍ୟା ବିଗତ କିଛି ବର୍ଷ ହେଲା ଶ୍ୱାସଜନିତ ରୋଗରେ ପୀଡ଼ିତ ଥିଲେ। ଏହାବାଦ ତାଙ୍କର ଚର୍ମ ଆଲର୍ଜି ମଧ୍ୟ ରହିଥିଲା। ଜଣେ ଡାକ୍ତର ତାଙ୍କୁ କୁକୁରମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଯଦି ସେ କୁକୁରମାନଙ୍କ ଠାରୁ ଦୂରେଇ ନ ରହିବେ, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ନାହିଁ।

ଏ ସମ୍ପର୍କରେ ଦିବ୍ୟା ତାଙ୍କ ସ୍ୱାମୀ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ ସେମାନଙ୍କ ଘରେ ରହିଥିବା ପୋଷା କୁକୁରକୁ ଅନ୍ୟକୁ ଦେଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଦିବ୍ୟାଙ୍କ କଥାରେ ରାଜି ହୋଇ ନଥିଲେ। ସୋମବାର ସକାଳ ୭.୩୦ ଯାଏ ଦିବ୍ୟା ଓ ତାଙ୍କ ଝିଅ ନିଜ ରୁମରୁ ବାହରକୁ ଆସି ନଥିଲେ। ଏହି ସମୟରେ ଶ୍ରୀନିବାସ ଦିବ୍ୟା ଓ ତାଙ୍କ ଝିଅ ଘର ଭିତରେ ଫ୍ୟାନରେ କପଡ଼ା ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ।

Powered by Froala Editor

Tags dog

Related articles Odisha News Lens 4.1

  • ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ
    ଅପରାଧ

    ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ

    15459
    May 03, 2026
  • ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ଜିତୁ ମୁଣ୍ଡା
    ଜିଲ୍ଲା ପରିକ୍ରମା

    ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ଜିତୁ ମୁଣ୍ଡା

    14364
    May 03, 2026
  • ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

    13419
    May 03, 2026
  • ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ
    ଦେଶ-ଦେଶାନ୍ତର

    ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ

    14758
    May 03, 2026
  • ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ବିଚାରପତି, ପତ୍ନୀଙ୍କ ନିର୍ଯାତନାରେ ଝୁଲିପଡ଼ିଲେ
    ଦେଶ-ଦେଶାନ୍ତର

    ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ବିଚାରପତି, ପତ୍ନୀଙ୍କ ନିର୍ଯାତନାରେ ଝୁଲିପଡ଼ିଲେ

    14716
    May 03, 2026
  • ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

    15072
    May 03, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା
    ବିଶେଷ

    ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14731
    May 03, 2026
  • ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ
    ଦେଶ-ଦେଶାନ୍ତର

    ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ

    14610
    May 03, 2026
  • କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି
    ଦେଶ-ଦେଶାନ୍ତର

    କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି

    13753
    May 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ

    15459
    May 03, 2026
  • ଦେଶ-ଦେଶାନ୍ତର

    ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ

    14758
    May 03, 2026
  • ଦେଶ-ଦେଶାନ୍ତର

    ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

    13419
    May 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17454
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17505
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17860
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16334
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14731
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13758
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14020
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14211
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16077
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15372
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15108
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15602
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13915
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

    15440
    May 03, 2026
  • ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

    15072
    May 03, 2026
  • ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ

    14610
    May 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In