ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ , ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ଛାତ୍ର ସଭାପତି

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରିଛନ୍ତି । ୫ଜଣ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୮ ବରିଷ୍ଠ ଉପସଭାପତି , ୭ଜୋନ ସଭାପତି, ୧୦ ଉପସଭାପତି, ୫୧ ସାଧାରଣ ସଂପାଦକ, ୬୧ ସଂପାଦକ, ୨୬ ଯୁଗ୍ମ ସଂପାଦକ ସହ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ଜିଲ୍ଲା ଛାତ୍ର ସଭାପତିମାନେ ହେଉଛନ୍ତି,
ବଲାଙ୍ଗୀର : ସୁମନ କୁମାର ନନ୍ଦ
ସୁନ୍ଦରଗଡ : ସେହବାଜ ହୁସେନ
ପୁରୀ : ରାଜେଶ ରଥ
ବୌଦ୍ଧ : ସଙ୍ଗ୍ରାମ କେଶରୀ ଦାସ
ନୟାଗଡ : ନୀଳମାଧବ ପଣ୍ଡା
ଗଞ୍ଜାମ : ପ୍ରଶାନ୍ତ ପଣ୍ଡା
ସୋନପୁର : ସ୍ୱାଗତ ମିଶ୍ର
ଢେଙ୍କାନାଳ : ସରୋଜ ମହାପାତ୍ର
ଝାରସୁଗୁଡା : ପଲାଶ କର୍ମାକାର
ଅନୁଗୁଳ : ରବି ଲୋଚନ ଦାସ
ମାଲକାନାଗିରି : ତାପସ ନାୟକ
ରାୟଗଡା : ବିଷ୍ଣୁ ପ୍ରସାଦ ପଣ୍ଡା
କଳାହାଣ୍ଡି : ଅଜିତ କୁମାର ସାହୁ
ମୟୁରଭଞ୍ଜ ୧ : ସୁନିଲ ନାୟକ
ମୟୁରଭଞ୍ଜ ୨ : ଅନିଷ ମନ୍ନ
କେନ୍ଦୁଝର : ଅବିନାଶ ପଟ୍ଟନାୟକ
ଭଦ୍ରକ : ଦିପ୍ତିସୂର୍ଯ୍ୟ ବିଶ୍ୱାଳ
ଯାଜପୁର : ସୌମ୍ୟ ପ୍ରକାଶ ବିଶ୍ୱାଳ
ଖୋର୍ଦ୍ଧା : ବିଶ୍ୱଦ୍ୱୀପ ପ୍ରଧାନ
ନୂଆପଡା : ଅମିତ କୁମାର ସିଂ ଦେଓ
ଗଜପତି : ବିଶ୍ୱଜିତ୍ ତ୍ରିପାଠୀ
ଭୁବନେଶ୍ୱର : ସୁବାଷ ସାହୁ
ଦେବଗଡ : ଭବାନୀ ଶଙ୍କର ସାହୁ
କନ୍ଧମାଳ : ସୁନୀଲ ସେଠି
ନବରଙ୍ଗପୁର : ସୁଧାଂଶୁ ଦାସ
ବାଲେଶ୍ୱର : ସିମୋନ ଦାସମହାପାତ୍ର
ଜଗତସିଂହପୁର : ସମିତ ଲେଙ୍କା
ବ୍ରହ୍ମପୁର : ଶୁଭମ୍ କୁମାର ନାୟକ
ସମ୍ବଲପୁର : ସୁଭ୍ରାଂଶୁ ପଧେ
ବରଗଡ : କରନ ସିକନ୍ଦର
କେନ୍ଦ୍ରାପହା : ପ୍ରଦୀପ ସାହୁ
କଟକ ସିଟି : ସଂଜୟ ପଟ୍ଟନାୟକ
ଅସିଫ ଆମିନ
କଟକ : ସିଦ୍ଧାର୍ଥ ପଟ୍ଟନାୟକ
ଆଶିଷ ପଣ୍ଡା
କୋରାପୁଟ : ପ୍ରଦୀପ ପାଣ୍ଡେ
ରାଣାପ୍ରତାପ ସିଂ
ରାଉରକେଲା : ସୁଭେନ୍ଦୁ କୁମାର ମାଝି
Powered by Froala Editor