Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

  • ଆସାମ ମୁଖ୍ୟମନ୍ତ୍ରୀଙ୍କ ...

  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ ...

  • ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ...

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ...

  • ପଲାଶ-ସ୍ମୃତି ପୁଣି ଏକାଠି !

  • ଭିନ୍ନ ଲୁକ୍‌ର ଆସୁଛନ୍ତି ଅଲ୍‌ଲୁ ଅର୍ଜୁନ

  • ସିନେମା ହଲକୁ ଆସିବ ‘ଚାନ୍ଦ ମେରା ଦିଲ୍’

  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ...

  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ...

Home ›› ››ଇଡି ସ୍କାନରରେ ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଓ ୩୧ ଏଲ୍‌ଆଇସି ପଲିସି

ଇଡି ସ୍କାନରରେ ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଓ ୩୧ ଏଲ୍‌ଆଇସି ପଲିସି

2022-08-04 19:41:11
14932
Share:
Facebook
Twitter
E-Mail
WhatsApp
Telegram
ଇଡି ସ୍କାନରରେ ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଓ ୩୧ ଏଲ୍‌ଆଇସି ପଲିସି

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅର୍ପିତା ମୁଖାର୍ଜୀଙ୍କ ବିରୋଧରେ ଇଡି ଅନୁସନ୍ଧାନର ପରିସର ବୃଦ୍ଧି କରିଛି। ଗତ ମାସରେ ଇଡି କୋଲକାତାରେ ଥିବା ଅର୍ପିତାଙ୍କ ବିଭିନ୍ନ ଘର ଉପରେ ଚଢ଼ାଉ କରି ନଗଦ ଟଙ୍କା ଓ ସୁନା ଜବତ କରିଥିଲା। ଅର୍ପିତାଙ୍କ ଏକ ଘରୁ ଇଡିକୁ ଚାରିଟି ବଡ଼ ହାର, ୧୮ଟି କାନଫୁଲ, ଗୋଟିଏ ସୁନା କଲମ, ୫ଟି ମୁଦି ମିଳିଥିଲା। ତଦନ୍ତ ଯେମିତି ଯେମିତି ଆଗକୁ ବଢୁଛି ନୂତନ ନୂତନ ଖୁଲାସା ହେବାରେ ଲାଗିଛି। ଏମିତି ଏକ ଖୁଲାସା ଅର୍ପିତା ମୁଖାର୍ଜୀଙ୍କୁ ନେଇ ହୋଇଛି। ତଦନ୍ତରୁ ଜଣା ପଡିଛି ଯେ, ତାଙ୍କ ନାମରେ ଏଲଆଇସିର ମୋଟ୍ ୩୧ ପଲିସି ରହିଛି। ସବୁଠୁ ବଡ କଥା ଏହି ସବୁ ପୋଲିସିରେ ନୋମିନି ଭାବେ ପାର୍ଥ ଚାଟାର୍ଜୀଙ୍କ ନାମ ରହିଛି।

ଏହି ସବୁ ସୂଚନା ଇଡିର ରିମାଣ୍ଡ କପିରୁ ମିଳିଛି। ଏଥିରୁ ଖୁଲାସା ହୋଇଛି ଯେ, ପାର୍ଥ ଏବଂ ଅର୍ପିତା ଦୁହେଁ ଏପିଏ ୟୁଟିଲିଟି କମ୍ପାନୀରେ ଭାଗିଦାରୀ ଥିଲେ। ଅର୍ପିତା ନଗଦ ଦେଇ କିଛି ଫ୍ଲାଟ୍ ମଧ୍ୟ କିଣିଥିଲେ। ଉକ୍ତ ଟଙ୍କା କାହାର ଥିଲା ଏବଂ ଅର୍ପିତା ଏତେ ଟଙ୍କା କେଉଁଠୁ ଆଣିଲେ ଇଡି ଏହାର ଯାଞ୍ଚ କରୁଛି। ବର୍ତ୍ତମାନ ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀ ଅଗଷ୍ଟ ପାଞ୍ଚ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଅଛନ୍ତି। ତଦନ୍ତ ସମୟରେ ଉଭୟଙ୍କ ବିରୋଧରେ ଇଡିକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି।

ତେବେ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟ୍‌ରୁ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୃଷ୍ଟି ଏବେ ପଡ଼ିଛି ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଉପରେ। ଏଥିରୁ ୩ଟି ଆକାଉଣ୍ଟ ହେଉଛି ପାର୍ଥଙ୍କର ଏବଂ ୮ଟି ଅର୍ପିତାଙ୍କର। ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୮ କୋଟି ଟଙ୍କା ରହିଥିବା ବେଳେ ସେଥିରୁ ୨.୫ କୋଟି ଟଙ୍କାକୁ ଫ୍ରିଜ୍ (ଅଚଳ) କରିଦିଆଯାଇଛି। ଇଡିର କହିବା ଅନୁସାରେ ପାର୍ଥଙ୍କର ୫ଟି ଆକାଉଣ୍ଟ ଅଛି। ସେଥିରୁ ଦୁଇଟି ଅଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏବଂ ଗୋଟିଏ ଅଛି ଘରୋଇ ବ୍ୟାଙ୍କରେ। ସେ ୨୦୨୧ରେ ନିର୍ବାଚନ କମିସନ ନିକଟରେ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ବ୍ୟାଙ୍କ ଖାତାଗୁଡ଼ିକରେ ପ୍ରାୟ ୬୦ ଲକ୍ଷ ଟଙ୍କା ଥିଲା। ଅର୍ପିତାଙ୍କ ସହ ତାଙ୍କର ୧୦ ବର୍ଷରୁ ଅଧିକ କାଳ ହେଲା ସମ୍ପର୍କ ରହିଛି ବୋଲି ଇଡି କେତେକ କାଗଜପତ୍ରରୁ ଜାଣିବାକୁ ପାଇଛି।

Powered by Froala Editor

Tags partha

Related articles Odisha News Lens 4.1

  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ
    ବିଶେଷ

    ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13885
    Apr 08, 2026
  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15409
    Apr 08, 2026
  • ପଲାଶ-ସ୍ମୃତି ପୁଣି ଏକାଠି !
    ମନୋରଞ୍ଜନ

    ପଲାଶ-ସ୍ମୃତି ପୁଣି ଏକାଠି !

    14935
    Apr 09, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15226
    Apr 09, 2026
  • ଭିନ୍ନ ଲୁକ୍‌ର ଆସୁଛନ୍ତି ଅଲ୍‌ଲୁ ଅର୍ଜୁନ
    ମନୋରଞ୍ଜନ

    ଭିନ୍ନ ଲୁକ୍‌ର ଆସୁଛନ୍ତି ଅଲ୍‌ଲୁ ଅର୍ଜୁନ

    15614
    Apr 09, 2026
  • ସିନେମା ହଲକୁ ଆସିବ  ‘ଚାନ୍ଦ ମେରା ଦିଲ୍’
    ମନୋରଞ୍ଜନ

    ସିନେମା ହଲକୁ ଆସିବ ‘ଚାନ୍ଦ ମେରା ଦିଲ୍’

    14630
    Apr 09, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15027
    Apr 09, 2026
  • ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ

    14048
    Apr 09, 2026
  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
    ଦେଶ-ଦେଶାନ୍ତର

    ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

    14267
    Apr 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସିନେମା ହଲକୁ ଆସିବ ‘ଚାନ୍ଦ ମେରା ଦିଲ୍’

    14630
    Apr 09, 2026
  • ମନୋରଞ୍ଜନ

    ଭିନ୍ନ ଲୁକ୍‌ର ଆସୁଛନ୍ତି ଅଲ୍‌ଲୁ ଅର୍ଜୁନ

    15614
    Apr 09, 2026
  • ଦେଶ-ଦେଶାନ୍ତର

    ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15409
    Apr 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17409
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17466
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17818
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16294
    Apr 03, 2021

ବିଶେଷ

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15027
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13885
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14406
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15699
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14171
    Apr 04, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15320
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15050
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15554
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13851
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଲାଶ-ସ୍ମୃତି ପୁଣି ଏକାଠି !

    14935
    Apr 09, 2026
  • ସିନେମା ହଲକୁ ଆସିବ ‘ଚାନ୍ଦ ମେରା ଦିଲ୍’

    14630
    Apr 09, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15226
    Apr 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In