Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ...

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

  • ମୋତେ ବହିଷ୍କାର ପରେ ଝିଅକୁ କୌଣସି ...

  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ...

  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ...

  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

  • ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ...

  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଭ୍ଲାଦିମିର୍‌ ପୁଟିନ୍‌

ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଭ୍ଲାଦିମିର୍‌ ପୁଟିନ୍‌

2022-07-23 08:20:13
15880
Share:
Facebook
Twitter
E-Mail
WhatsApp
Telegram
ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଭ୍ଲାଦିମିର୍‌ ପୁଟିନ୍‌

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ନିର୍ବାଚିତା ଦ୍ରୌପଦୀ ମୁର୍ମୁଙ୍କୁ ରୁ‌ଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ ଅଭିନନ୍ଦନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିର କିଛି ଅଂଶରେ ପୁଟିନ୍‌ କହିଛନ୍ତି, ଭାରତ ସହିତ ଆମର ସମୃଦ୍ଧ ବାଣିଜ୍ୟିକ ସମ୍ପର୍କ ପ୍ରତି ଆମେ ଅଧିକ ଗୁରୁତ୍ବ ଦେଉ। ରାଷ୍ଟ୍ରର ମୁଖ୍ୟ ହିସାବରେ ଆପଣଙ୍କର କାର୍ୟ୍ୟକଳାପ ରୁଷ୍‌ ଓ ଭାରତର ବିକାଶ ସଂକ୍ରାନ୍ତ ମତବିନିମୟ, ଆମ ମିତ୍ର ରାଷ୍ଟ୍ରସମୂହଙ୍କ ହିତ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସୁଦୃଢ଼ ଆନ୍ତର୍ଜାତିକ ସ୍ଥିରତା ଏବଂ ନିରାପତ୍ତା କାର୍ୟ୍ୟକ୍ରମକୁ ଆଗେଇ ନେବ ବୋଲି ଆଶା କରୁଛି।

ସେହିପରି  ଶ୍ରୀଲଙ୍କାର ବିରୋଧୀ ରାଜନେତା ଦୁଲାସ୍‌ ଆଲାହାପ୍ପେରୁମା ଟୁଇଟ୍‌ କରି କହିଛନ୍ତି, ଅଭିନନ୍ଦନ ମାଡାମ୍‌ ପ୍ରେସିଡେଣ୍ଟ୍‌ ଦ୍ରୌପଦୀ ମୁର୍ମୁ। ଭାରତର ସ୍ବାଧୀନତା ପରେ ପ୍ରଥମ ସର୍ବକନିଷ୍ଠା ରାଷ୍ଟ୍ରପତି। ପ୍ରଥମ ଜନଜାତି ସମ୍ପ୍ରଦାୟର ରାଷ୍ଟ୍ରପତି ନିର୍ବାଚିତ କରାଇ ବିଶ୍ବର ସର୍ବ ପୁରାତନ ଜନଜାତିଗତ ଏବଂ ସାଂସ୍କୃତିକ ବିବିଧତା ଥିବା ରାଷ୍ଟ୍ର ଭାରତ ଉଲ୍ଲେଖନୀୟ କୃତ୍ବିତ୍ବ ଲାଭ କରିଛି। ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତିଙ୍କୁ ଆନ୍ତରିକ ଶୁଭେଚ୍ଛା।

Powered by Froala Editor

Tags Vladimir putin

Related articles Odisha News Lens 4.1

  •  ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ
    ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14991
    Mar 18, 2026
  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍
    ଦେଶ-ଦେଶାନ୍ତର

    ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15204
    Mar 17, 2026
  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ
    ଦେଶ-ଦେଶାନ୍ତର

    ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

    14261
    Mar 18, 2026
  • ଅସ୍କାର-୨୦୨୬:
    ଦେଶ-ଦେଶାନ୍ତର

    ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14932
    Mar 17, 2026
  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ
    ଦେଶ-ଦେଶାନ୍ତର

    ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ

    13980
    Mar 18, 2026
  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!
    ମନୋରଞ୍ଜନ

    ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15185
    Mar 17, 2026
  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ
    ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14744
    Mar 17, 2026
  • ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ
    ରାଜନୀତି

    ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ

    13363
    Mar 17, 2026
  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ
    ଦେଶ-ଦେଶାନ୍ତର

    ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14963
    Mar 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14932
    Mar 17, 2026
  • ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14744
    Mar 17, 2026
  • ଦେଶ-ଦେଶାନ୍ତର

    ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

    14261
    Mar 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17377
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17440
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17789
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16257
    Apr 03, 2021

ବିଶେଷ

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14991
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14054
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13983
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14254
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    14006
    Mar 12, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15686
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15147
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14997
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14508
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15204
    Mar 17, 2026
  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13386
    Mar 18, 2026
  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14744
    Mar 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In