Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ...

  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ...

  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ ...

  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ...

  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

ବିଶେଷ
Home ›› ବିଶେଷ ››ଏହି କାରଣରୁ ଅଧିକ ମହିଳା ମାନଙ୍କର ହୋଇଥାଏ ୟୁରିନ ଇନଫେକ୍ସନ

ଏହି କାରଣରୁ ଅଧିକ ମହିଳା ମାନଙ୍କର ହୋଇଥାଏ ୟୁରିନ ଇନଫେକ୍ସନ

2022-07-16 04:27:33
15226
Share:
Facebook
Twitter
E-Mail
WhatsApp
Telegram
ଏହି କାରଣରୁ ଅଧିକ ମହିଳା ମାନଙ୍କର ହୋଇଥାଏ ୟୁରିନ ଇନଫେକ୍ସନ

ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ ।  କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା ଫ୍ରୀକ୍ୟୁନ୍ସି ଓ ଫେଣରୁ ସ୍ୱାସ୍ଥ୍ୟ ବାବଦରେ ସୂଚନା ମିଳିଥାଏ ।  ନିକଟରେ ଡାକ୍ତରମାନେ କହିଛନ୍ତିକି ଯେଉଁ ମହିଳାମାନେ ଭୁଲ ତରିକାରେ ପରିଶ୍ରା କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।  ପ୍ରତ୍ୟକ ମହିଳାମାନେ ପରିଶ୍ରା ଯିବା ସମୟରେ କିଛି ନିୟମ ପାଳନ କରିବା ଉଚିତ ।  ଯାହା ଦ୍ୱାରା ଆଗକୁ ଯାଇ କୌଣସି ଅସୁବିଧାର ସମ୍ମୁଖିନ ପଡିବ ନାହିଁ ।  ଶରୀର ସୁସ୍ଥ ରହିବ ।  ରୋଗ ଆଦି ହେବ ନାହିଁ । ଆମେରିକାସ୍ଥିତ ମହିଳା ପେଲବିକ ଡ଼ିସଫଙ୍କସନ ଏକ୍ସପର୍ଟ ତଥା ଗୁପ୍ତାଙ୍ଗ ବିଶେଷଜ୍ଞ ଡ଼ଃ ଟେରେସା ଈରବୀନଙ୍କ କହିବା ଅନୁଯାୟୀ ବ୍ଲେଡରର ସୁସ୍ଥତା ସହିତ ଅନ୍ୟାନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଁମୋକ୍ତ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଭଲ ଜିନିଷ ଖାଆନ୍ତୁ: 

ଡାକ୍ତରଙ୍କ କହିବା ଅନୁଯାୟୀ ମୂତ୍ରାଶୟର ପୋଡାଜଳାରୁ ରକ୍ଷା ପାଇବା ପାଇଁ ଏମିତି ଖାଦ୍ୟ ଖାଆନ୍ତୁ ଯାହାଦ୍ୱାରା ପୋଡାଜଳା ହେବ ନାହିଁ ।  କଫି, କାର୍ବୋହାଇଡ୍ରେଟ ଡ୍ରିଙ୍କ, ଆର୍ଟିଫିସିଆଲ ସ୍ଵିଟନର, ମଦ ଆଦି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆଦୌ ବି ଠିକ ନୁହେଁ ।  ଏହା ଦ୍ୱାରା ଜ୍ଵଳାପୋଡ଼ା ବି ହୋଇପାରେ ।  ଏହି ଖାଦ୍ୟ ଗୁଡିକୁ ବାଲାନ୍ସ କରି ଖାଆନ୍ତୁ ।  ଆଉ ଏହା ସହ ପ୍ରଚୁର ପାଣି ପିଅନ୍ତୁ ।

୨. ପରିଶ୍ରା ରୋକନ୍ତୁ ନାହିଁ:
ଜଣେ ମହିଳା ସାଧାରଣତଃ ଦିନକୁ ଚାରି ରୁ ସାତ ଥର ପରିଶ୍ରା କରିବାକୁ ଯାଇଥାନ୍ତି ।  ଯଦି ଜଣଙ୍କୁ ପରିଶ୍ରା ଲାଗୁଥାଏ କିନ୍ତୁ ସେ ଜୋର ଜବରଦସ୍ତ ରୋକିଦିଅନ୍ତି ।  ଯଦି ଏହି ସ୍ଥିତି ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଆପଣଙ୍କ ମସ୍ତିସ୍କ ବି ସିଗ୍ନାଲ ଦେବା ବନ୍ଦ କରିଦେବ ।

୩. ସଠିକ ସ୍ଥିତି ଓ ସମୟ:
ଡଃ ଈରବିନଙ୍କ କହିବା ଅନୁଯାୟୀ ପରିଶ୍ରା କରିବା ସମୟରେ ତରବର ହୁଅନ୍ତୁ ନାହିଁ । ସଠିକ ସ୍ଥିତିରେ ବସାନ୍ତୁ ।  ପୁରା 1 ମିନିଟ ଯାଏଁ ସମୟ ଦିଅନ୍ତୁ ।  ଅନେକ ମହିଳା କଣ କରନ୍ତିନା ପରିଶ୍ରା ଥଳି ଖାଲି କରିବାକୁ ଜମା ବି ସମୟ ନିଅନ୍ତି ନାହିଁ ।  ଏମିତି କରିବା ଦ୍ୱାରା ବ୍ଲେଡର ଭିତରେ ଭର୍ତି ହୋଇଥିବା ୟୁରିନ ଜୋରରେ ପ୍ରେସର କାରଣରୁ ଆଖପାଖର ମସଲସ ଉପରେ ପ୍ରେସର ପକେଇବ ।

୪. ଛିଙ୍କିବା ସମୟରେ କଣ୍ଟ୍ରାକ୍ଟ କରନ୍ତୁ:
ଛିଙ୍କିବା ସମୟରେ ପେଲବିକ ମସଲ କଣ୍ଟ୍ରାକସନ ହୋଇଥାଏ ।  ଯାହା ଫଳରେ ପେଲବିକ ଫ୍ଲୋର ମସଲସ ମଜବୁତ ହୋଇଥାଏ । ଛିଙ୍କ ଆସିବା କ୍ଷଣି ପେଲବିକ ମସଲକୁ ଟାଇଟ କରନ୍ତୁ ।

୫. ପେଲବିକ ମସଲର ଏକ୍ସରସାଇଜ:
ସେକରମ ଓ କୋକ୍ସିନ ପେଲବିକ ମସଲ ଗୁଡିକୁ ସୁରକ୍ଷା ଦେଇଥାଏ ।  ଯାହାକି ଅନ୍ତରୀଣ ପ୍ରଜନନ ଅଙ୍ଗ, ମୂତ୍ରାଶୟ ତଥା ପାଚନ ତନ୍ତ୍ରର ତଳ ଅଂଶକୁ ସୁରକ୍ଷା ଦେଇଥାଏ । ଏନେଇ ୱେଟ ଟ୍ରେନିଙ୍ଗ ତଥା ପେଲଵିକ ଏକ୍ସରସାଇଜ କରିଥାଏ ।

Powered by Froala Editor

Tags Urine infection

Related articles Odisha News Lens 4.1

  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି
    ଦେଶ-ଦେଶାନ୍ତର

    ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି

    14758
    Nov 19, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14752
    Nov 18, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13927
    Nov 18, 2025
  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ

    14437
    Nov 19, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14954
    Nov 18, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13702
    Nov 18, 2025
  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା
    ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା

    13746
    Nov 19, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15675
    Nov 18, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14443
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14443
    Nov 18, 2025
  • ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13702
    Nov 18, 2025
  • ବିଶେଷ

    ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14404
    Nov 19, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14404
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14386
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16151
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15168
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14443
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14724
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14315
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13927
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15675
    Nov 18, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14752
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In