Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ

  • ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

  • ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ...

  • ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ...

  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ...

  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ ...

  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ...

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ...

  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ...

ରାଜ୍ୟ
Home ›› ରାଜ୍ୟ ››ସୋମବାରଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ସୋମବାରଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

2022-07-03 10:50:19
15222
Share:
Facebook
Twitter
E-Mail
WhatsApp
Telegram
ସୋମବାରଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଦେବାକୁ ହୁଏ ପ୍ରବେଶିକା ପରୀକ୍ଷା ଓଜେଇଇ । ଚଳିତ ବର୍ଷ ରାଜ୍ୟର 61ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 58 ହଜାର ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ ମୋଡ଼ରେ ଦିନକୁ 3 ଟି ପର୍ଯ୍ୟାୟରେ ହେବ ପରୀକ୍ଷା । 8 ତାରିଖ ଯାଏଁ ଚାଲିବ ପରୀକ୍ଷା । କୋଭିଡକୁ ଦେଖି ସତର୍କ କରାଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।
ସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟାରୁ 6ଟା ଯାଏ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ 4ରେ 3 ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ 5ର 1ମ ଓ 2ୟ ସିଫ୍ଟରେ MCA/M.Sc ପରୀକ୍ଷା ଏବଂ ଜୁଲାଇ 3ୟ ସିଫ୍ଟରେ M.Arch, M.Pharm ପରୀକ୍ଷା କରାଯିବ । ସେହିପରି 6 ତାରିଖରେ ପ୍ରଥମ 2ଟି ସିଫ୍ଟରେ MBA, 2ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା କରାଯିବ । 8 ତାରିଖରେ କେବଳ 1 ମ ଓ 2ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କମ୍ପ୍ୟୁଟର ବେସଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ କୋଭିଡ ସଂକ୍ରମଣ ଅଚାନକ ବଢିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି ଓଜେଇଇ । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ। 

Powered by Froala Editor

Tags OJEE

Related articles Odisha News Lens 4.1

  • ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ
    ଦେଶ-ଦେଶାନ୍ତର

    ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

    15233
    Jul 23, 2026
  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....
    ଦେଶ-ଦେଶାନ୍ତର

    ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13639
    Jul 22, 2026
  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍
    ମନୋରଞ୍ଜନ

    ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍

    14703
    Jul 22, 2026
  • ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ
    ଦେଶ-ଦେଶାନ୍ତର

    ୧୬ ବର୍ଷ ପରେ ଭାରତ ଫେରିବେ ଲଲିତ୍ ମୋଦୀ

    14886
    Jul 23, 2026
  • ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ : ରାହୁଲ ଗାନ୍ଧୀ
    ଦେଶ-ଦେଶାନ୍ତର

    ଦଶନ୍ଧି ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍‌ : ରାହୁଲ ଗାନ୍ଧୀ

    15378
    Jul 23, 2026
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ

    14781
    Jul 22, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା
    ବାଣିଜ୍ୟ

    ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15465
    Jul 22, 2026
  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ
    ମନୋରଞ୍ଜନ

    ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

    15301
    Jul 22, 2026
  • ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ଆଇନଗତ କାର୍ଯ୍ୟାନୁଷ୍ଠାନ
    ଦେଶ-ଦେଶାନ୍ତର

    ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ଆଇନଗତ କାର୍ଯ୍ୟାନୁଷ୍ଠାନ

    14638
    Jul 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15525
    Jul 22, 2026
  • ଦେଶ-ଦେଶାନ୍ତର

    ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ

    15233
    Jul 23, 2026
  • ବାଣିଜ୍ୟ

    ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15465
    Jul 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16991
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17599
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17650
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18053
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14893
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15919
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14171
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14451
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14793
    Jul 12, 2026

ବାଣିଜ୍ୟ

ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

-    ଖରା ଓ ଆର୍ଦ୍ରତାରୁଆଶ୍ୱସ୍ତି ପାଇଁ ବଡ଼ଦାଣ୍ଡରେ ଜଳ ସିଞ୍ଚନ ଯନ୍ତ୍ର ନିୟୋଜିତ

-      ପୁରୀ ସମୁଦ୍ର କୂଳରେ ମାଗଣା ରାତ୍ରି ଆଶ୍ରୟସ୍ଥଳରେ ଶ୍ରଦ୍ଧାଳୁଙ୍କ ପା ...

  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15133
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13884
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14102
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13924
    Jul 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13639
    Jul 22, 2026
  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15525
    Jul 22, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15465
    Jul 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In