Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ...

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ...

  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ...

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ...

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି ...

  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ...

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ...

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

2026-07-18 16:23:23
13403
Share:
Facebook
Twitter
E-Mail
WhatsApp
Telegram
ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

ପୁରୀ ରଥ ଯାତ୍ରାରେ ପ୍ରତ୍ୟେକ ଭକ୍ତଙ୍କ ସହିତ ଭାବ ବିନିମୟକୁ ଏକ ଏହି ଧରଣର ପ୍ରଥମ ଗତିଶୀଳ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ପରିପୁଷ୍ଟିରେ ରୂପାନ୍ତରିତ କରୁଛି

ପୁରୀ: ଗତବର୍ଷର ‘ଆୟୋଡିନ ର ତିଳକ’ ଅଭିଯାନର ସଫଳତା ଆଧାରରେ ବ୍ରାଣ୍ଡ୍‌ ଚଳିତ ବର୍ଷ ଦର୍ଶନ, ଅନ୍ନ ଓ ସେବା ଭଳି ରଥ ଯାତ୍ରାର ତିନିଟି ସ୍ଥାୟୀ ସ୍ତମ୍ଭ ଦ୍ୱାରା ଅନୁପ୍ରେରିତ ହୋଇ ସଚେତନତା, ପରିପୋଷଣ ଏବଂ ସାମାଜିକ ପ୍ରଭାବକୁ ଗୋଟିଏ ସମନ୍ୱିତ ସାଂସ୍କୃତିକ ପ୍ରୟାସରେ ଏକୀକୃତ କରି ଏକ ବୃହତ୍ତର ଗତିଶୀଳ ଭିତ୍ତିକ ଅନୁଭୂତି ସହିତ ପ୍ରତ୍ୟାବର୍ତ୍ତନ କରିଛି ।

ଏହି କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳରେ ରଥ ଯାତ୍ରାର ସମସ୍ତ ପ୍ରମୁଖ ମାର୍ଗଗୁଡିକରେ ଏକ ଅଣ-ଭୂଭାଗ ଭ୍ରାମ୍ୟମାଣ ଟିମ୍‌ଙ୍କୁ ନେଇ ଆଶୀର୍ବାଦ ଆୟୋଡିନ ସେବକଗଣ ରହିଛନ୍ତି, ଯେଉଁମାନେ ଏହି ଅନୁଭୂତି ଜନସାଧାରଣଙ୍କ ନିକଟକୁ ପ୍ରତ୍ୟକ୍ଷ ଭାବରେ ନେଇଯାଉଛନ୍ତି । ଦର୍ଶନ ଅନୁଭୂତି ଏକ ସରଳ ଚିନ୍ତାଧାରାରୁ ଆରମ୍ଭ ହେଉଛି, ତାହା ହେଉଛି- ଦର୍ଶନ କେବଳ ଭଗବାନଙ୍କୁ ଦେଖିବା ନୁହେଁ, ବରଂ ଯାହା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ତାହା ଦେଖିବା । ଭକ୍ତଗଣଙ୍କୁ ଜୟ ଜଗନ୍ନାଥ ସହିତ ସ୍ୱାଗତ କରାଯାଉଛି ଏବଂ ତାହାପରେ ସେମାନଙ୍କୁ ପ୍ରତୀକାତ୍ମକ ଆୟୋଡିନ କା ତିଲକ ପ୍ରଦାନ କରାଯାଉଛି- ଯାହା “ଆମେ ଘରେ ବ୍ୟବହାର କରୁଥିବା ଲୁଣ ଆୟୋଡିନଯୁକ୍ତ କି?” ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଦୈନନ୍ଦିନ ପ୍ରଶ୍ନକୁ କେବଳ ମନେ ପକାଇ ଦେଉଥିବା ଆୟୋଡିନ ଟିଙ୍କଚର୍‌ ମିଶ୍ରଣରେ ପାରମ୍ପରିକ ଚନ୍ଦନକାଠ ପ୍ରଲେପରେ ପ୍ରସ୍ତୁତ ଏକ ତିଲକ ଅଟେ । ଏହାପରେ ସେମାନଙ୍କ ପାଇଁ ନିୟୋଜନକାରୀ ପ୍ରତ୍ୟକ୍ଷ ପ୍ରଦର୍ଶନଗୁଡିକ ରହିଛି, ଯାହା ଆୟୋଡିନର ଅଦୃଶ୍ୟ ଉପସ୍ଥିତିକୁ ଦୃଶ୍ୟମାନ କରି ଗଢିତୋଳୁଛି, ଏବଂ ପରିବାରଗୁଡିକୁ ଦୈନନ୍ଦିନ ପୁଷ୍ଟିସାଧନରେ ଆୟୋଡିନଯୁକ୍ତ ଲୁଣର ଭୂମିକା ସମ୍ପର୍କରେ ଅଧିକ ଭଲ ଭାବରେ ବୁଝିବାରେ ସହାୟକ ହେଉଛି ।

ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ପାଳନ କରିବାକୁ ଯାଇ ଅନ୍ନ ଅନୁଭୂତି ଭକ୍ତଗଣଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ପାନୀୟ ଟଙ୍କ ତୋରାଣି ଉପଭୋଗ କରିବାକୁ ଆମନ୍ତ୍ରଣ କରାଯାଉଛି, ଯାହା ପଖାଳ ତୋରାଣି ଏବଂ ଚିମୁଟାଏ ଆୟୋଡିନଯୁକ୍ତ ଲୁଣକୁ ନେଇ ପ୍ରସ୍ତୁତ ହୋଇଛି । ଏକ ସାଂସ୍କୃତିକ ଦୃଷ୍ଟିରୁ ସୁପରିଚିତ ଖାଦ୍ୟ ଅନୁଭୂତି ଜରିଆରେ ବ୍ରାଣ୍ଡ୍‌ ଦୈନନ୍ଦିନ ଭୋଜନରେ ଉତ୍ତମ ପୁଷ୍ଟିସାଧନ ପସନ୍ଦର ଗୁରୁତ୍ୱକୁ ପୁନଃ ସୁଦୃଢୀକରଣ କରୁଛି ।

ଏହି କାର୍ଯ୍ୟକ୍ରମ ସେବାରେ ପରିସମାପ୍ତ ହେଉଛି, ଯାହା ଚଳିତ ବର୍ଷ ପ୍ରଚାର ଅଭିଯାନରେ କେନ୍ଦ୍ରୀୟ ସ୍ଥାନ ନେଉଛି । ରଥ ଯାତ୍ରା ଅବସରରେ ପ୍ରତ୍ୟେକ ଅର୍ଥପୂର୍ଣ୍ଣ ଆୟୋଡିନ ସଚେତନତା ଭାବ ବିନିମୟ ନିମନ୍ତେ ଆଶୀର୍ବାଦ ସଲ୍ଟ ପିଲାମାନଙ୍କ ନିମନ୍ତେ ଗୋଷ୍ଠୀ ଭୋଜନ କାର୍ଯ୍ୟକ୍ରମକୁ ସମର୍ଥନ କରି ଆଶୀର୍ବାଦ ସଲ୍ଟ ପ୍ୟାକେଟ ଏନଜିଓଗୁଡିକୁ ବଣ୍ଟନ କରିବ । ସଚେତନତାକୁ କାର୍ଯ୍ୟାନ୍ୱୟନ ସହିତ ସଂଯୁକ୍ତ କରି ଏହି ଅଭିଯାନ ପାର୍ବଣର ଊଦ୍ଧ୍ୱର୍କୁ ଏହାର ପ୍ରଭାବ ପରିବ୍ୟାପ୍ତ କରୁଛି ଏବଂ ସେମାନଙ୍କ ପାଇଁ ଉତ୍ତମ ପୁଷ୍ଟିସାଧନରେ ସହାୟତା କରୁଛି ଯେଉଁମାନେ ଏହା ସର୍ବାଧିକ ଆବଶ୍ୟକ କରୁଛନ୍ତି ।

ଏହି ଅଭିଯାନକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା, ଯିଏ ଭକ୍ତଗଣଙ୍କ ସହିତ ଦର୍ଶନ, ଅନ୍ନ ଓ ସେବା ଯାତ୍ରାର ଅନୁଭୂତି ନେବାରେ ସାମିଲ ହୋଇଥିଲେ ।

ନିଜର ଚିନ୍ତାଧାରା ସମ୍ପର୍କରେ ପ୍ରକାଶ କରି ଅର୍ଚ୍ଚିତା ସାହୁ କହିଥିଲେ, “ନିକଟରେ ମାତୃତ୍ୱକୁ ଆପଣାଇଥିବା ଅନ୍ୟମାନଙ୍କ ଭଳି ମୁଁ ହୃଦବୋଧ କରିଛି ଯେ, ଆମ ପରିବାରର ସ୍ୱାସ୍ଥ୍ୟ ଆମେ ନେଉଥିବା ଛୋଟ, ଦୈନନ୍ଦିନ ପସନ୍ଦଗୁଡିକ ଦ୍ୱାରା ନିରୂପିତ ହୋଇଥାଏ । ଆୟୋଡିନଯୁକ୍ତ ଲୁଣକୁ ପସନ୍ଦ କରିବା ଏକ ସରଳ ନିଷ୍ପତ୍ତି ବୋଲି ମନେକରାଯାଇପାରେ, କିନ୍ତୁ ଏହା ପ୍ରତିଦିନ ପୁଷ୍ଟିସାଧନରେ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିପାରିବ । ବିଶେଷଭାବରେ ଆଶୀର୍ବାଦ ସଲ୍ଟର ଏହି ପ୍ରୟାସକୁ ନେଇ ଯେଉଁ ସୁନ୍ଦର ବିଷୟ ମୁଁ ଦେଖିବାକୁ ପାଇଲି ତାହା ହେଉଛି, ଏହା ଦର୍ଶନ, ଅନ୍ନ ଓ ସେବାର ଭାବଧାରା ଜରିଆରେ ରଥ ଯାତ୍ରାକୁ ଯେଉଁଭଳି ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପହଞ୍ଚାଉଛି । ‘ଆୟୋଡିନ ର ତିଳକ’ ପରିବାରଗୁଡିକ ଆୟୋଡିନର ଗୁରୁତ୍ୱ ସମ୍ପର୍କରେ ବିନମ୍ରତାର ସହିତ ସ୍ମରଣ କରାଇଦେଉଛି ଏବଂ ସେହି ସମୟରେ ଅନ୍ନ ଓ ସେବା ପ୍ରୟାଗୁଡିକ ଯେଭଳି ଏହି ସଚେତନତା ପାର୍ବଣର ଊଦ୍ଧ୍ୱର୍ରେ ଅନେକ ଲୋକଙ୍କ ପାଇଁ ପରିପୋଷଣ ଓ ଯନôରେ ରୂାପନ୍ତରିତ ହେବ ତାହା ସୁନିଶ୍ଚିତ କରୁଛି । ବିଶ୍ୱାସକୁ ସାମୂହିକ କଲ୍ୟାଣରେ ପରିଣତ କରିବାରେ ଏହା ଏକ ଚିନ୍ତନଶୀଳ ଉପାୟ ହୋଇଛି ।”

ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ଅନୁଜ ରୁସ୍ତଗୀ, ବିଜିନେସ୍‌ ୟୁନିଟ ଚିଫ ଏକ୍‌ଜିକୁ୍ୟଟିଭ, ଷ୍ଟାପଲସ୍‌, ଆଇଟିସି ଲିମିଟେଡ କହିଥିଲେ, “ରଥ ଯାତ୍ରା ବିଶ୍ୱାସ, ଗୋଷ୍ଠୀ ଓ ସାମହୂିକ ଅଂଶଗ୍ରହଣ କ୍ଷେତ୍ରରେ ଭାରତର ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ପରିପ୍ରକାଶ ଅଟେ । ପ୍ରତ୍ୟେକ ପରିବାର ଥାଳିରେ ଲୁଣ ଅନ୍ୟତମ ସର୍ବାଧିକ ମୋଳିକ ଉପାଦାନ, ତଥାପି ଦୈନନ୍ଦିନ ପୁଷ୍ଟିସାଧନ କ୍ଷେତ୍ରରେ ଏହା ଭୂମିକା ଅଣଦେଖା ହୋଇ ରହିଯାଉଛି । ଆୟୋଡିନର ଅଭାବ ଜନିତ ଆପଦ ସମ୍ପର୍କରେ ଆମେ ପରିବାରଗୁଡିକୁ ପ୍ରଶିକ୍ଷିତ କରିବା ଅଭିଯାନ ଜାରି ରଖିଛୁ । ମସ୍ତିଷ୍କର ବିକାଶ, ବିଶେଷକରି ପିଲାମାନଙ୍କ ନିମନ୍ତେ ଆୟୋଡିନର ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଆୟୋଡିନଯୁକ୍ତ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆୟୋଡିନଯୁକ୍ତ ଲୁଣ ସହିତ ଗୋଷ୍ଠୀ ଭୋଜନଗୁଡିକୁ ସମର୍ଥନ କରିବା ନିମନ୍ତେ ଭରସାଯୋଗ୍ୟ କାର୍ଯ୍ୟାନ୍ୱୟନକାରୀ ସହଭାଗୀଙ୍କ ସହିତ ସହଯୋଗୀତା କରି ଆମେ ଆଶା କରୁଛୁ ଯେ ଏହି ଭାବ ବିନିମୟ କେବଳ ଘରେ ଅଧିକ ଭଲ ପସନ୍ଦକୁ ଉତ୍ସାହିତ କରୁନାହିଁ, ବରଂ ତାହାସହିତ ସେମାନଙ୍କ ପୁଷ୍ଟିସାଧନରେ ଉନ୍ନତି ଆଣିବାରେ ଅବଦାନ ରଖୁଛି ଯେଉଁମାନେ ଏହା ସର୍ବାଧିକ ଆବଶ୍ୟକ କରୁଛନ୍ତି ।”

ଦର୍ଶନ ସଚେତନତା ସୃଷ୍ଟି କରୁଥିବାବେଳେ ଅନ୍ନ ଓଡ଼ିଶାର ଖାଦ୍ୟ ଐତିହ୍ୟକୁ ପାଳନ କରୁଛି ଏବଂ ସେବା ଏନଜିଓ ସହଭାଗୀମାନଙ୍କ ଜରିଆରେ ଫାଇଦାକୁ ଗୋଷ୍ଠୀଗୁଡିକୁ ସମ୍ପ୍ରସାରିତ କରୁଛି ଏବଂ ଆଶୀର୍ବାଦ ସଲ୍ଟର ରଥ ଯାତ୍ରା ପ୍ରୟାସ ଏକ ମଜଭୁତ ବାର୍ତ୍ତାର ପୁନଃ ସୁଦୃଢୀକରଣ କରୁଛି, ତାହା ହେଉଛି- ଆୟୋଡିନଯୁକ୍ତ ଲୁଣ ଭଳି ଦୈନନ୍ଦିନ ଏକ ଛୋଟ ପସନ୍ଦ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିପାରିବ ।

Powered by Froala Editor

Tags Aashirvaad

Related articles Odisha News Lens 4.1

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13666
    Jul 18, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......
    ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13716
    Jul 18, 2026
  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ
    ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13313
    Jul 18, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15547
    Jul 17, 2026
  •  ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15336
    Jul 18, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...
    ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...

    13403
    Jul 18, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13802
    Jul 17, 2026
  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ
    ଦେଶ-ଦେଶାନ୍ତର

    ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15161
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
    ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14745
    Jul 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14745
    Jul 18, 2026
  • ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13313
    Jul 18, 2026
  • ଦେଶ-ଦେଶାନ୍ତର

    ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14506
    Jul 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16983
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17644
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18048
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13716
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14330
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14669
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14966
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15704
    Jul 07, 2026

ବାଣିଜ୍ୟ

ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

ପୁରୀ ରଥ ଯାତ୍ରାରେ ପ୍ରତ୍ୟେକ ଭକ୍ତଙ୍କ ସହିତ ଭାବ ବିନିମୟକୁ ଏକ ଏହି ଧରଣର ପ୍ରଥମ ଗତିଶୀଳ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ପରିପୁଷ୍ଟିରେ ରୂପାନ୍ତରିତ କରୁଛି

ପୁରୀ: ଗତବର୍ଷର &l ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14170
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15836
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13787
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14665
    Jul 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14506
    Jul 18, 2026
  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15336
    Jul 18, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13403
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In