Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ...

  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ...

  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ...

  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ...

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ...

  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ...

  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ...

  • ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ...

  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ...

Home ›› ››ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଦୀର୍ଘ ଦିନ ଏକାଠି ରହୁଥିଲେ ଲିଭ୍‌-ଇନ୍‌କୁ ବିବାହ ବୋଲି କୁହାଯିବ

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଦୀର୍ଘ ଦିନ ଏକାଠି ରହୁଥିଲେ ଲିଭ୍‌-ଇନ୍‌କୁ ବିବାହ ବୋଲି କୁହାଯିବ

2022-06-14 20:33:47
15039
Share:
Facebook
Twitter
E-Mail
WhatsApp
Telegram
ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଦୀର୍ଘ ଦିନ ଏକାଠି ରହୁଥିଲେ ଲିଭ୍‌-ଇନ୍‌କୁ ବିବାହ ବୋଲି କୁହାଯିବ

ପ୍ରମୀଯୁଗଳଙ୍କ ଲିଭ୍‌-ଇନ୍‌କୁ ନେଇ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଧରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିକଟରେ ବିବାହ ନ କରି ଦୀର୍ଘଦିନ ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଇ କହିଥିଲେ।

ସୁପ୍ରିମ କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ତେଣୁ ଏହାକୁ ବିବାହ ଭାବରେ ବିବେଚନା କରାଯିବ। ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍‌ରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ। ସେମାନଙ୍କର ଠାରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ନେବେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବାପାର ଅଧିକାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ। ଏହାସହ ପୈତୃକ ସମ୍ପତ୍ତି ପାଇବାକୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ହକଦାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ। ଏନେଇ ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

Powered by Froala Editor

Tags live-in

Related articles Odisha News Lens 4.1

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’
    ମନୋରଞ୍ଜନ

    ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15215
    Apr 23, 2026
  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ
    ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15065
    Apr 23, 2026
  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
    ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13709
    Apr 23, 2026
  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା
    ଦେଶ-ଦେଶାନ୍ତର

    ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା

    14087
    Apr 23, 2026
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...
    ଦେଶ-ଦେଶାନ୍ତର

    ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...

    14524
    Apr 22, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ
    ଦେଶ-ଦେଶାନ୍ତର

    ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13278
    Apr 23, 2026
  • ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା
    ଦେଶ-ଦେଶାନ୍ତର

    ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା

    14367
    Apr 22, 2026
  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା
    ଦେଶ-ଦେଶାନ୍ତର

    ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା

    15363
    Apr 22, 2026
  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ

    14346
    Apr 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13709
    Apr 23, 2026
  • ଦେଶ-ଦେଶାନ୍ତର

    ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

    14516
    Apr 23, 2026
  • ଦେଶ-ଦେଶାନ୍ତର

    ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13278
    Apr 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17430
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17484
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17843
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16313
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14486
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13876
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16190
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15885
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16242
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15349
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15082
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15582
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13880
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13278
    Apr 23, 2026
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଗ୍ଲୋବାଲ୍‌ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କଲା

    14524
    Apr 22, 2026
  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15065
    Apr 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In