Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ...

  • ଶସ୍ତା ହେଲା ଏଲପିଜି ସିଲିଣ୍ଡର

  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ...

  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ...

  • ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ...

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ...

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ...

  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମର୍ମନ୍ତୁଦ ସଡକ ଦୁର୍ଘଟଣା , ୭ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା , ୭ ମୃତ

2022-05-29 09:48:59
14076
Share:
Facebook
Twitter
E-Mail
WhatsApp
Telegram
ମର୍ମନ୍ତୁଦ ସଡକ ଦୁର୍ଘଟଣା , ୭ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବହରାଇଚ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଆଜି ସକାଳ ସମୟରେ ଏକ କିଛି ଶ୍ରଦ୍ଧାଳୁ କର୍ଣ୍ଣାଟକରୁ ଅଯୋଧ୍ୟାକୁ ପୂଜା କରିବା ପାଇଁ ଯାଉଥିଲେ । ମୋତିପୁର ଅଞ୍ଚଳରେ ଲଖିମପୁର-ବହରାଇଚ ଜାତୀୟ ରାଜପଥରେ ଯାଉଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା କାର । ଫଳରେ ଘଟଣାସ୍ଥଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ହେଲେ ମେଡିକାଲ ନେବା ବାଟରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କାରଟି ଦ୍ରୁତ ଗତିରେ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ଅଟୋ ଡ୍ରାଇଭର ଥିବା ସୂଚନା ମିଳିଛି ।

Powered by Froala Editor

Tags Accident

Related articles Odisha News Lens 4.1

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ
    ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13676
    Jun 30, 2025
  •  ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି
    ଦେଶ-ଦେଶାନ୍ତର

    ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13506
    Jul 01, 2025
  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ
    ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15648
    Jun 30, 2025
  • ଶସ୍ତା ହେଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ଶସ୍ତା ହେଲା ଏଲପିଜି ସିଲିଣ୍ଡର

    14288
    Jul 01, 2025
  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ
    ମନୋରଞ୍ଜନ

    ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

    15103
    Jul 01, 2025
  • ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’
    ଦେଶ-ଦେଶାନ୍ତର

    ଜନ୍ମ କରିଛୁ, କିନ୍ତୁ ପୋଷି ପାରିବୁନି ‘Sorry’

    14398
    Jun 30, 2025
  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ
    ଦେଶ-ଦେଶାନ୍ତର

    ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ

    15142
    Jul 01, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14835
    Jun 30, 2025
  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ
    ମନୋରଞ୍ଜନ

    ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14690
    Jul 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15648
    Jun 30, 2025
  • ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    13635
    Jul 01, 2025
  • ଦେଶ-ଦେଶାନ୍ତର

    ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13506
    Jul 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16598
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16716
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17029
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15519
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15064
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15452
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15670
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15563
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15983
    Jun 28, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15562
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15540
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15009
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14830
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    13635
    Jul 01, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14835
    Jun 30, 2025
  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ

    15142
    Jul 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In