Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Sunday, October 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ...

  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ...

  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ...

  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ...

  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ...

  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ...

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ...

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ...

  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

2022-04-20 12:18:32
14891
Share:
Facebook
Twitter
E-Mail
WhatsApp
Telegram
ଆଜି ଦ୍ୱିତୀୟ ବିବାହ କରିବେ ଟିନା ଡାବି

ଜୟପୁର: ଆଇଏଏସ  ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡିବ । ତାଙ୍କ ଜୀବନ ସାଥୀ ଡ. ପ୍ରଦୀପ ଗାୱାଣ୍ଡେଙ୍କ ସହ ଟିନାଙ୍କର ବିବାହ ହେବ । ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ  ଉଭୟ ବିବାହ ବିନ୍ଧନରେ ବାନ୍ଧି ହେବେ ।  ଆସନ୍ତା ଏପ୍ରିଲ ୨୨ରେ ଉଭୟଙ୍କର ରିସେପ୍ସନ ପାର୍ଟି ରହିଛି । ଏଥିପାଇଁ ନିମନ୍ତ୍ରଣ ପତ୍ର ଛପା ସରିଛି । ଜୟପପୁରରେ ଯେଉଁ ହୋଟେଲରେ ଏହି ବିବାହ ଉସôବ ଆୟୋଜନ ହେଉଛି ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉସôବରେ ଭଭୟଙ୍କର କିଛି ଖାସ୍ ଅତିଥି ଯୋଗ ଦେବେ ।  ୨୦୧୬ ବ୍ୟାଚର ଆଇଏସର ଅଫିସର ଟିନା ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍?ର ଆଇଏଏସ ଅଫିସର । ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି ।

ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିଦେ୍ର୍ଧଶକ ଥିବା ବେଳେ ତାଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ଐତିହ୍ୟ ଏବଂ ସଂଗ୍ରହାଳୟର ନିଦେ୍ର୍ଧଶକ ଅଛନ୍ତି । କୋଭିଡ୍ ସମୟରେ ଦୁହିଙ୍କୁ ପରିବହନ ସମ୍ପର୍କିତ ଦାୟିତ୍ୱ ମିଳିଥିବା ସମ୍ପର୍କ ଯୋଡି ହୋଇଥିଲା । ପରେ ଉଭଙ୍କ ମଧ୍ୟରେ ପ୍ରେମ ହୋଇଯାଥିଲା । ଟିନା କହିଛନ୍ତି ଯେ, ପାନଡେମିକ ସମୟରେ ଆମ ଦୁହିଙ୍କ ମଧ୍ୟରେ ଭେଟ ହୋଇଥିଲା  । ପରେ ପ୍ରଦୀପ ଗାୱାଣ୍ଡେ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ  ।

ସୂଚନାଥାଉକି ୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ  ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ । ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର । ଟିନା ୨୦୧୮ରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ  । ପରେ ମାତ୍ର ୨ବର୍ଷ ଅର୍ଥାତ୍ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡପତ୍ର ହୋଇଥିଲା ।  

Powered by Froala Editor

Tags IAS Tina dabi

Related articles Odisha News Lens 3.2

  •  ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ
    ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13942
    Sep 30, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ,  ୨ ଅନୁପ୍ରବେଶକାରୀ ନିହତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14216
    Sep 30, 2023
  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି
    ଦେଶ-ଦେଶାନ୍ତର

    ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

    15006
    Oct 01, 2023
  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ
    ବିଶେଷ

    ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ

    14507
    Oct 01, 2023
  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ
    ଦେଶ-ଦେଶାନ୍ତର

    ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

    14003
    Oct 01, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...
    ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...

    15126
    Sep 30, 2023
  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା
    ଦେଶ-ଦେଶାନ୍ତର

    ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା

    14956
    Oct 01, 2023
  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...
    ଦେଶ-ଦେଶାନ୍ତର

    ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

    13635
    Oct 01, 2023
  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
    ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13396
    Sep 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13396
    Sep 30, 2023
  • ଦେଶ-ଦେଶାନ୍ତର

    ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

    15006
    Oct 01, 2023
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14216
    Sep 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15230
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15545
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14267
    Apr 03, 2021

ବିଶେଷ

  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14050
    Oct 01, 2023
  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ

    14507
    Oct 01, 2023
  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14975
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15248
    Sep 30, 2023
  • ମଣିଷକୁ ରୋଗମୁକ୍ତ କରାଏ ଧନିଆ ପତ୍ର

    14513
    Sep 29, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15004
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14329
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15773
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14143
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା

    14956
    Oct 01, 2023
  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

    13635
    Oct 01, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ନିର୍ଦ୍ଦେଶ ଜାରି

    15126
    Sep 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In