Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ...

  • ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ...

  • ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ...

  • ପ୍ରାଣୀ ଚିକିତ୍ସକ ନିଯୁକ୍ତିରେ ...

  • ମିଡ୍-ଡେ ମିଲ୍‌ରେ ଡିଟରଜେଣ୍ଟ, ୪୦ ...

  • ନ୍ୟୁ ମାର୍କେଟ୍ ରେ ଜଳିଲା ହୋଟେଲ, ...

  • ସିଜରିଆନ୍ ପରେ ମହିଳାଙ୍କ ପେଟରେ ...

  • ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ...

  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

ରାଜ୍ୟ
Home ›› ରାଜ୍ୟ ››ଆଜି ହେବନି କ୍ରାଇମସିନ ରିକ୍ରିଏସନ

ଆଜି ହେବନି କ୍ରାଇମସିନ ରିକ୍ରିଏସନ

2022-03-31 06:02:14
15659
Share:
Facebook
Twitter
E-Mail
WhatsApp
Telegram
ଆଜି ହେବନି କ୍ରାଇମସିନ ରିକ୍ରିଏସନ

ଭୁବନେଶ୍ୱର:  କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି ।  ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଦୁଇଟି ଗାଡ଼ିରେ ମୁଖ୍ୟାଳୟରୁ କୁଆଡେ଼ ନେଇଯାଇଥିବା ଜଣାଯାଇଛି ।  ତେବେ ସମ୍ପୃକ୍ତ ୪ ଜଣଙ୍କୁ କୁଆଡେ଼ ନିଆଯାଉଛି ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।  

କୌଣସି ଏକ ନୂଆ ସୁରାକ ପାଇ କ୍ରାଇମବ୍ରାଞ୍ଚ ସେମାନଙ୍କୁ ସ୍ପଟକୁ ନେଉଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଆଜି ହେବାକୁ ଥିବା କ୍ରାଇମ ସିନ ରିକ୍ରିଏସନକୁ ସ୍ଥଗିତ ରଖାଯାଇଛି ।  ଆଜି ନୁହେଁ, ଆସନ୍ତାକାଲି କ୍ରାଇମ ସିନ ରିକ୍ରିଏସନ ହେବ ବୋଲି  କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

 ଅନ୍ୟପକ୍ଷରେ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ । ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା । ଏହି ମାଡ଼ ଯୋଗୁଁ ତାଙ୍କ ଛାତିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଏହି କାରଣରୁ ମାନସଙ୍କ ମୃତ୍ୟୁ ଘଟିଥିଲା । ଏହାସହିତ ମୃତ୍ୟୁ ପୂର୍ବରୁ ତାଙ୍କୁ ଅକଥନୀୟ ଶାରୀରିକ ନିର୍ୟ୍ୟାତନା ଦିଆଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ପ୍ରଦାନ କରିଛି ତଦନ୍ତକାରୀ ସଂସ୍ଥା ।

ଶର୍ମିଷ୍ଠା ଓ ଝୁନାଙ୍କୁ ଜୋରାରୁ ମିଳିଥିବା ଅନେକ ତଥ୍ୟ ମଧ୍ୟ ଏକ ପ୍ରେସ ରିଲିଜ୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଅବଗତ କରାଇଛି । ଏହି ପ୍ରେସ ରିଲିଜ ମୁତାବକ, ହତ୍ୟାକାଣ୍ଡ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ପରେ ନିଜ ଉପରେ ପୋଲିସର ଗିରଫଦାରୀର ଖଣ୍ଡା ଝୁଲୁଥିବା ଜାଣି ଶର୍ମିଷ୍ଠା ଓ ଝୁନା ପୋଲିସକୁ ଚକମା ଦେଖାଇବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନା ଅନୁଯାୟୀ ଉଭୟ ଭୁବନେଶ୍ବର ଛାଡ଼ି ବିଭିନ୍ନ ସ୍ଥାନରେ ରହୁଥିଲେ ଏବଂ ଶର୍ମିଷ୍ଠା ନିଜର ମୋବାଇଲ ଫୋନଟିକୁ ନିଜ ଫ୍ଲାଟରେ ଛାଡ଼ି ଦେଇ ନୂଆ ସିମ୍ କାର୍ଡ ମଧ୍ୟ କିଣିଥିଲେ । ବିଶେଷକରି ନିଜର ସମ୍ପର୍କୀୟମାନଙ୍କ ସହ କଥା ହେବା ପାଇଁ ବ୍ୟବହାର କରୁଥିଲେ । ଏହି କ୍ରମରେ ଶର୍ମିଷ୍ଠା ଭଦ୍ରକ ଅଗରପଡ଼ାରୁ ଗୋଟିଏ ସିମ୍ କାର୍ଡ କିଣିଥିବା ବେଳେ ଆଉ ଦୁଇଟି ସିମ୍ କାର୍ଡକୁ କୋଲକତାରୁ କିଣିଥିଲେ ।ଗତ ମାର୍ଚ୍ଚ ୭ ତାରିଖ ଶର୍ମିଷ୍ଠା ଝୁନା ସହିତ ଯାଜପୁର କାଳିଆପାଣି ଠାରେ ଥିବା ନିଜ ଶାଶୁଘରେ ପହଞ୍ଚିଥିଲେ । ସେଠାରେ ତିନି ଦିନର ରହଣୀ ମଧ୍ୟରେ ନିଜ ସ୍ବାମୀ ସହ ପୁଣି ମିଳିମଶି ରହିବା ପାଇଁ ଏକ ପୂଜା ମଧ୍ୟ କରିଥିଲେ । ଏହାପରେ ୧୦ ତାରିଖ ଦିନ ସକାଳ ସାଢେ ୫ଟା ବେଳେ ଶର୍ମିଷ୍ଠା ନିଜ ଶାଶୁ ଓ ଝୁନାଙ୍କୁ ସାଥିରେ ନେଇ କାଳିଆପାଣି ଛାଡ଼ି ଭଦ୍ରକ ଅଗରପଡ଼ାକୁ ଆସିଥିଲେ ଏବଂ ସ୍ଥାନୀୟ ପୁରୁଷଣ୍ଡ ଗାଁରେ ଥିବା ନଣଦଙ୍କ ଘରକୁ ଯାଇଥିଲେ । ସେଠାରେ ତିନି ଦିନ ରହିବା ପରେ ୧୩ ତାରିଖ ଦିନ ଅପରାହ୍ନ ୨ଟା ୫୦ ମିନିଟ୍ ସମୟରେ ଶର୍ମିଷ୍ଠା ଓ ଝୁନା ବାଲେଶ୍ବର ବସଷ୍ଟାଣ୍ଡକୁ ଆସିଥିଲେ ଏବଂ ସେଠାରୁ ବସ ଯୋଗେ କୋଲକତା ପଳାଇ ଯାଇଥିଲେ ।

Powered by Froala Editor

Tags Manas death case

Related articles Odisha News Lens 4.1

  • ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ: ...
    ଦେଶ-ଦେଶାନ୍ତର

    ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ: ...

    14515
    Aug 19, 2026
  • ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର, ଜାଣନ୍ତୁ କ’ଣ ?

    14054
    Aug 19, 2026
  • ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ
    ଦେଶ-ଦେଶାନ୍ତର

    ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ

    15273
    Aug 19, 2026
  • ନ୍ୟୁ ମାର୍କେଟ୍ ରେ ଜଳିଲା ହୋଟେଲ, ଶିଶୁଙ୍କ ସମେତ ୯ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ନ୍ୟୁ ମାର୍କେଟ୍ ରେ ଜଳିଲା ହୋଟେଲ, ଶିଶୁଙ୍କ ସମେତ ୯ ଜୀବନ୍ତ ଦଗ୍ଧ

    14969
    Aug 19, 2026
  • ସିଜରିଆନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଗ୍ଲୋଭ୍ସ ଓ ନାପକିନ୍
    ଦେଶ-ଦେଶାନ୍ତର

    ସିଜରିଆନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଗ୍ଲୋଭ୍ସ ଓ ନାପକିନ୍

    15176
    Aug 19, 2026
  • ମିଡ୍-ଡେ ମିଲ୍‌ରେ ଡିଟରଜେଣ୍ଟ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ
    ଦେଶ-ଦେଶାନ୍ତର

    ମିଡ୍-ଡେ ମିଲ୍‌ରେ ଡିଟରଜେଣ୍ଟ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ

    15312
    Aug 19, 2026
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ
    ଦେଶ-ଦେଶାନ୍ତର

    ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14654
    Aug 18, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15466
    Aug 19, 2026
  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ
    ଦେଶ-ଦେଶାନ୍ତର

    ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14937
    Aug 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15466
    Aug 19, 2026
  • ଦେଶ-ଦେଶାନ୍ତର

    ମିଡ୍-ଡେ ମିଲ୍‌ରେ ଡିଟରଜେଣ୍ଟ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ

    15312
    Aug 19, 2026
  • ଦେଶ-ଦେଶାନ୍ତର

    ସିଜରିଆନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଗ୍ଲୋଭ୍ସ ଓ ନାପକିନ୍

    15176
    Aug 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17041
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17659
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17709
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18109
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15829
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13846
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14876
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14650
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14487
    Aug 07, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ...

  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    13995
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14257
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14377
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15275
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ: ଖଡ୍‌ଗେ

    14515
    Aug 19, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15466
    Aug 19, 2026
  • ମିଡ୍-ଡେ ମିଲ୍‌ରେ ଡିଟରଜେଣ୍ଟ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ

    15312
    Aug 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In