Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ...

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

  • ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

  • ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ...

  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ...

  • ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ...

  • ମହାପ୍ରଳୟରେ ଖିନଭିନ୍ ନେପାଳ, ...

  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରାସ୍ତାକୁ ଆସି ରୁଷ ବିରୋଧରେ ଆନ୍ଦୋନ କରନ୍ତୁ:ଜେଲେନସ୍କି

ରାସ୍ତାକୁ ଆସି ରୁଷ ବିରୋଧରେ ଆନ୍ଦୋନ କରନ୍ତୁ:ଜେଲେନସ୍କି

2022-03-24 09:57:32
14301
Share:
Facebook
Twitter
E-Mail
WhatsApp
Telegram
ରାସ୍ତାକୁ ଆସି ରୁଷ ବିରୋଧରେ ଆନ୍ଦୋନ କରନ୍ତୁ:ଜେଲେନସ୍କି

ନୂଆଦିଲ୍ଲୀ:ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ବିରୋଧ ପାଇଁ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି। ରୁଷ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ  ବିଶ୍ୱବାସୀଙ୍କୁ ଆହ୍ୱାନ କରିଛନ୍ତି। ନାଗରିକମାନେ ନିଜ ନିଜ ଦେଶରେ ଯୁଦ୍ଧ ବନ୍ଦ ପାଇଁ ସ୍ୱର ଉଠାନ୍ତୁ ବୋଲି ସେ ନିବେଦନ କରିଛନ୍ତି। ମାର୍ଚ୍ଚ ୨୪ରୁ ୟୁକ୍ରେନ୍ ସମର୍ଥନରେ ଆଗେଇ ଆସିବାକୁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି।

ୟୁକ୍ରେନରେ ସ୍ୱାଧୀନତା, ଜୀବନ ରକ୍ଷା ପାଇଁ ବିଶ୍ୱର କୋଣ-ଅନୁକୋଣେରେ ସ୍ୱର ତୀବ୍ର ହେଉ ବୋଲ ସେ କହିଛନ୍ତି ।ବୁଧବାର ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି ଯେ, ଆପଣମାନେ ନିଜ ଦେଶ ରାସ୍ତାକୁ ଆସି ରୁଷ ବିରୋଧରେ ଆନ୍ଦୋନ କରନ୍ତୁ। ଆମେ ରୁଷକୁ ଅଟକେଇବା ଦରକାର। ଏହି ଯୁଦ୍ଧକୁ ବିଶ୍ୱ ବନ୍ଦ କରିବା ଉଚିତ୍।  ଯେଉଁମାନେ ୟୁକ୍ରେନ ସମର୍ଥନରେ ବହାରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ତଥାପି ଯୁଦ୍ଧ ବନ୍ଦ ହେଉନାହିଁ। ହେଲେ ୟୁକ୍ରେନ୍‌ର ଶାନ୍ତି ପାଇଁ ଅଭିଯାନ ଜାରି ରହୁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧକୁ ପ୍ରାୟ ମାସେ ବତିଗଲାଣି। ଏହା ମୋ ହୃଦୟକୁ ଭାଙ୍ଗି ଦେଇଛି।

ସମସ୍ତ ୟୁକ୍ରେନବାସୀଙ୍କ ହୃଦୟ ଭାଙ୍ଗି ଦେଇଛି। ପୃଥିବୀର ପ୍ରତିଟି ସ୍ୱାଧୀନସତ୍ତା ମଣିଷର ଛାତିକୁ ଯୁଦ୍ଧ ବିଦାରି ଦେଉଛି। ସେଥିପାଇଁ ମୁଁ ବିଶ୍ୱର ସବୁ ଦେଶବାସୀଙ୍କୁ ସମୂହ ସ୍ୱର ଉତ୍ତୋଳନ ପାଇଁ ନିବେଦନ କରୁଛି ।



Powered by Froala Editor

Tags War

Related articles Odisha News Lens 4.1

  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
    ଦେଶ-ଦେଶାନ୍ତର

    ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

    14911
    Aug 28, 2026
  • ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌କୁ ଏନକାଉଣ୍ଟର
    ଅପରାଧ

    ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌କୁ ଏନକାଉଣ୍ଟର

    14607
    Aug 28, 2026
  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି
    ଦେଶ-ଦେଶାନ୍ତର

    ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

    14669
    Aug 29, 2026
  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14203
    Aug 29, 2026
  • ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ
    ଦେଶ-ଦେଶାନ୍ତର

    ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ

    13712
    Aug 28, 2026
  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ
    ଖେଳ ଖବର

    ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ

    13469
    Aug 28, 2026
  • ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା
    ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

    13837
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ
    ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    14790
    Aug 29, 2026
  • ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯
    ଦେଶ-ଦେଶାନ୍ତର

    ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯

    15486
    Aug 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

    13837
    Aug 29, 2026
  • ଅପରାଧ

    ମୁସ୍କାନ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌କୁ ଏନକାଉଣ୍ଟର

    14607
    Aug 28, 2026
  • ଖେଳ ଖବର

    ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ

    13469
    Aug 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17058
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17691
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17730
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18127
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14559
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13913
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15299
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15653
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16183
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14453
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15981
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14017
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14285
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14203
    Aug 29, 2026
  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

    14669
    Aug 29, 2026
  • ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିଲେ ଆର୍. ପ୍ରଜ୍ଞାନନନ୍ଦ

    13469
    Aug 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In