ନନ୍ଦନକାନନରେ ଦୁଇ ଜଙ୍ଗଲୀ ହାତୀ

ବାରଙ୍ଗ: ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ କରାଯାଇଛି । କାରଣ ନନ୍ଦନକାନନରେ ଦୁଇ ଜଙ୍ଗଲୀ ହାତୀ ପଶିଯାଇଛନ୍ତି । ଦୁଇଟି ଜଙ୍ଗଲୀ ହାତୀ ଗତକାଲି ରାତିରେ ନନ୍ଦନକାନନ ଭିତରେ ପଶିଯାଇଥିବାରୁ, ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ଆଜି ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଯକଙ୍କ ପ୍ରବେଶ ଉନପରେ କଟକଣା ଲଗାଇଛନ୍ତି । କୌଣସି ବି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ ।
Powered by Froala Editor