Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, February 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ...

  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ...

  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ...

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ...

  • ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ...

Home ›› ››ଜାମନଗରରେ ରିଲାଏନ୍ସ କରିବ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଜାମନଗରରେ ରିଲାଏନ୍ସ କରିବ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

2021-04-29 08:32:45
14971
Share:
Facebook
Twitter
E-Mail
WhatsApp
Telegram
ଜାମନଗରରେ ରିଲାଏନ୍ସ  କରିବ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଗୁଜୁରାଟ ଜାମନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ରବିବାର ସୁଦ୍ଧା ୪୦୦ ଶଯ୍ୟା ବିଶିଷ୍ଟ ସୁବିଧା ମଧ୍ୟ ଆରମ୍ଭ ହୋଇଯିବ । ଏହି ହସ୍ପିଟାଲ ପାଇଁ ଅକ୍ସିଜେନ୍ ଯୋଗାଣ ଜାମନଗର କାରଖାନାରୁ କରାଯିବ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଠିକ୍ ନଥିବାରୁ ଅନେକ ଲୋକଙ୍କ ଚିକିତ୍ସା ହସ୍ପିଟାଲ ବାରଣ୍ଡାରେ ମଧ୍ୟ ହେଉଥିବାର ନଜିର ରହିଛି। ତେଣୁ ଦେଶରେ ବିଭିନ୍ନ କର୍ପୋରେଟ୍ ହାଉସ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ରିଲାଏନ୍ସ ଓ ଟାଟା ଭଳି ଦେଶର ବଡ଼ ବଡ଼ କର୍ପୋରେଟ୍ ହାଉସ ଏବେ ଏଭଳି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ମୁକେଶ ଅମ୍ବାନୀ ପଦକ୍ଷେପ ନେଇଥିଲେ ଏବେ ରିଲାଏନ୍ସ ଫାଉଣ୍ଡେସନ ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିବ ବୋଲି କହିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ହେବାରୁ ଥିବା ଏହି ହସ୍ପିଟାଲ ଗୁଜୁରାଟର ଜାମନଗରରେ ହେବ। ଯେଉଁଠି ୧୦୦୦ ବେଡ୍ ସହିତ ଅକ୍ସିଜେନ ମଧ୍ୟ ଉପଲବ୍ଧ ରହିବ। ଆଉ ଦେଶର ଏହି ଅଗ୍ରଣୀ କମ୍ପାନୀ ଲୋକଙ୍କୁ ମାଗଣାରେ ସେବା ଯୋଗାଇବ ବୋଲି କହିଛି।

ସୂଚନା ଯେ, ମଙ୍ଗଳବାର ଗୁଜୁରାଟରେ ୧୪,୪୬୪ ନୂଆ ସଂକ୍ରମଣର ରିପୋର୍ଟ ସାମ୍ନାକୁ ଆସିଛି। ମୋଟ ମାମଲା ୫,୧୦,୬୭୩କୁ ବୃଦ୍ଧି ପାଇଛି । ୧୫୮ରୋଗୀଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୬,୪୮୬ ସଂକ୍ରମିତ ଜୀବନ ହାରିଛନ୍ତି। ହେଲଥ ବୁଲେଟିନ୍ ଅନୁଯାୟୀ, ୭୭୨୭ ଲୋକ ସୁସ୍ଥ ହୋଇସାରିଛନ୍ତି। ସମୁଦାୟ ସୁସ୍ଥ ଲୋକଙ୍କ ସଂଖ୍ୟା ୩,୮୨,୪୨୬କୁ ବୃଦ୍ଧି ପାଇଛି। ଏଠାରେ ୧,୨୧,୪୬୧ ଆକ୍ଟିଭ କେସ୍‌ ଅଛି ।

Powered by Froala Editor

Tags ambani

Related articles Odisha News Lens 4.1

  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ
    ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    14920
    Feb 14, 2026
  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ
    ଦେଶ-ଦେଶାନ୍ତର

    ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15485
    Feb 14, 2026
  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ
    ଦେଶ-ଦେଶାନ୍ତର

    ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ

    15033
    Feb 14, 2026
  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...
    ଦେଶ-ଦେଶାନ୍ତର

    ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...

    15274
    Feb 14, 2026
  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15448
    Feb 14, 2026
  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ

    15095
    Feb 13, 2026
  •  ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    14250
    Feb 13, 2026
  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

    15384
    Feb 14, 2026
  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

    13907
    Feb 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15485
    Feb 14, 2026
  • ଦେଶ-ଦେଶାନ୍ତର

    ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    14250
    Feb 13, 2026
  • ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    14920
    Feb 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17337
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17405
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17750
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16225
    Apr 03, 2021

ବିଶେଷ

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15381
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15832
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16315
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    14066
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14711
    Feb 10, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14949
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14462
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16068
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15350
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15381
    Feb 14, 2026
  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15448
    Feb 14, 2026
  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15485
    Feb 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In