Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

  • ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ...

  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

Home ›› ››କରୋନା ପାଇଁ ବ୍ୟବସାୟୀ ସହୁଛନ୍ତି କ୍ଷତି

କରୋନା ପାଇଁ ବ୍ୟବସାୟୀ ସହୁଛନ୍ତି କ୍ଷତି

2021-04-28 06:51:54
15325
Share:
Facebook
Twitter
E-Mail
WhatsApp
Telegram
କରୋନା ପାଇଁ ବ୍ୟବସାୟୀ ସହୁଛନ୍ତି କ୍ଷତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ରାଜ୍ୟରେ ସଟଡାଉନ ଲକଡାଉନ ଆଦି ଲାଗୁ କରାଯାଉଛି । ଏଥିଯୋଗୁଁ ବିଭିନ୍ନ ଅଞ୍ଚଳକୁ ପରିବହନ ବାଧାପ୍ରାପ୍ତ ହେଉଛି । ଏଥିସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି । ପ୍ରତିଦିନ ଦିଲ୍ଲୀ ଏବଂ ବମ୍ବେ ଭଳି ମହାନଗରୀର ବ୍ୟବସାୟୀମାନେ ବିପୁଳ ପରିମାଣର କ୍ଷତି ସହୁଛନ୍ତି । କରୋନାର ଦ୍ୱିତୀୟ ଲହରରେ ଖୁଚୁରା ବ୍ୟବସାୟୀମାନେ ୩.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲେଣି । ସେହିଭଳି ପାଇକାରୀ ବ୍ୟବସାୟୀମାନେ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ବିଭିନ୍ନ ରାଜ୍ୟର ବ୍ୟବସାୟୀ ସଂଘର ପରାମର୍ଶକ୍ରମେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଗବେଷଣା ଓ ବ୍ୟବସାୟ ବିକାଶ ସମିତି ଏହି ଆକଳନ କରିଛି । ସାରା ଦେଶରେ ଦୋକାନ ଓ ସୋ ରୁମକୁ ଗ୍ରାହକଙ୍କ ଆଗମନ ପ୍ରାୟ ୮୦ ପ୍ରତିଶତ କମିଯାଇଛି ।


Powered by Froala Editor

Tags corona

Related articles Odisha News Lens 4.1

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14992
    Jun 07, 2026
  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ

    15492
    Jun 08, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ
    ଦେଶ-ଦେଶାନ୍ତର

    ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    14122
    Jun 08, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15673
    Jun 08, 2026
  •   ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ
    ଦେଶ-ଦେଶାନ୍ତର

    ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ

    14022
    Jun 08, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14878
    Jun 08, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13837
    Jun 08, 2026
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    15005
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13978
    Jun 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅବତରଣ ସମୟରେ ପ୍ରାଇଭେଟ୍ ଜେଟ୍ କ୍ରାସ, ପାଇଲଟ୍ ଓ କୋ-ପାଇଲଟ ମୃତ

    14022
    Jun 08, 2026
  • ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13978
    Jun 08, 2026
  • ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    15005
    Jun 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16914
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17531
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17580
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17970
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14084
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13996
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14921
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14787
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15326
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15457
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15200
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15685
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14024
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    15005
    Jun 08, 2026
  • ଓଲଟିଲା ଯାତ୍ରୀବାହୀ ବସ୍, ୨୧ ଜଣ ଜୀବନ୍ତ ଦଗ୍ଧ

    15492
    Jun 08, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15673
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In