Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

  • ମାତୃତ୍ବକାଳୀନ ଛୁଟିକୁ ନେଇ ...

  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ...

  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ...

  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ...

  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ...

  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ...

  • ମଙ୍ଗଳ ଗ୍ରହରେ କୀଟପତଙ୍ଗ, ଝିଟିପିଟି !

  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ...

  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ...

Home ›› ››ଏହିସବୁ ନେତା କରୋନା ସଂକ୍ରମିତ

ଏହିସବୁ ନେତା କରୋନା ସଂକ୍ରମିତ

2022-01-05 07:27:35
14435
Share:
Facebook
Twitter
E-Mail
WhatsApp
Telegram
ଏହିସବୁ ନେତା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଏବେ ବହୁ ସଂଖ୍ୟାରେ ନେତା କରୋନା ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ସକାଳେ ଏକ ଟ୍ୱିଟ କରି କରୋନା ସଂକ୍ରମିତ ହୋଇଥିବା କହିଛନ୍ତି । ତେବେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ଗତ ୩ ଦିନ ମଧ୍ୟରେ କେଜି୍ରୱାଲ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମାସ୍କ ନ ପିନ୍ଧି ର୍ୟାଲି କରିଛନ୍ତି । କେଜି୍ରୱାଲ ଘରେ ଆଇସୋଲେସନରେ ଥିବା କହିଛନ୍ତି ।

 
ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି । କେଜି୍ରୱାଲଙ୍କ ସମେତ ଅନେକ ରାଜନେତା ମଧ୍ୟ କରୋନା ସଂକ୍ରମିତ ହୋଇଚନ୍ତି । ଆଗକୁ ୫ଟି ରାଜ୍ୟରେ  ନିର୍ବାଚନ ଥିବା ବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି । ରାଜନୈତିକ ର୍ୟାଲି ଏବଂ କାର୍ଯ୍ୟକ୍ରମରୁ ସଂକ୍ରମଣ ବ୍ୟାପୁଛି । ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ ରଣଦୀପ ସିଂହ ସୂର୍ଯେ୍ୟୱାଲି  ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଟିଏମସି ନେତା ବାବୁଲ ସୁପି୍ରୟୋ କରୋନା ସଂକ୍ରମିତ ହୋଇଛନ୍ତି । ସୁପି୍ରୟୋ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ ଓ ବାପା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସୁପି୍ରୟୋ ୩ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

Powered by Froala Editor

Tags Corona

Related articles Odisha News Lens 4.1

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା
    ବିଶେଷ

    କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13301
    Apr 23, 2026
  • ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି
    ଦେଶ-ଦେଶାନ୍ତର

    ଭୋଟିଂ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି

    13820
    Apr 23, 2026
  • ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ
    ଦେଶ-ଦେଶାନ୍ତର

    ପିୟୁସି ବିନା ମିଳିବ ନାହିଁ ପେଟ୍ରୋଲ ଡିଜେଲ

    14402
    Apr 23, 2026
  • ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା
    ଦେଶ-ଦେଶାନ୍ତର

    ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା

    14197
    Apr 23, 2026
  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’
    ମନୋରଞ୍ଜନ

    ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15324
    Apr 23, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13755
    Apr 23, 2026
  • ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ
    ଦେଶ-ଦେଶାନ୍ତର

    ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ

    13388
    Apr 23, 2026
  • ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15390
    Apr 23, 2026
  • ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ
    ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15174
    Apr 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ

    15174
    Apr 23, 2026
  • ଦେଶ-ଦେଶାନ୍ତର

    ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା

    14197
    Apr 23, 2026
  • ଦେଶ-ଦେଶାନ୍ତର

    ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ ?

    15390
    Apr 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17430
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17484
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17843
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16313
    Apr 03, 2021

ବିଶେଷ

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13301
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14528
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13888
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16201
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15896
    Apr 13, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15350
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15082
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15583
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13881
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13301
    Apr 23, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ

    13755
    Apr 23, 2026
  • ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଲା ‘ଭୂତ ବଙ୍ଗଳା’

    15324
    Apr 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In