Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ...

  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

  • ଓଜନ କମାଇବାର ସହଜ ଉପାୟ

  • ଭାରତ ସହିତ ମିଶି କାମ କରିବାକୁ ଖୁବ ...

  • ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ...

  • ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ...

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

Home ›› ››ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

2021-12-30 09:18:59
14508
Share:
Facebook
Twitter
E-Mail
WhatsApp
Telegram
ନୂଆବର୍ଷରୁ ବଦଳିବ ଜିଏସଟି ନିୟମ: କଣ ମହଙ୍ଗା ଓ କଣ ଶସ୍ତା ହେବ ଆସନ୍ତୁ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୨ ଜାନୁଆରୀ ପହିଲାରୁ ଜିଏସଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଏହାଦ୍ୱାରା ଦେଶରେ କିଛି ସାମଗ୍ରୀ ଓ ସେବା ମୂଲ୍ୟ ମହଙ୍ଗା ହେବାବେଳେ ଆଉ କିଛି ଶସ୍ତା ହେବ । କେଉଁସବୁ ସାମଗ୍ରୀ ମହଙ୍ଗା ଓ କିଏ ଶସ୍ତାହେବ ତାହା ଜାଣିରଖନ୍ତୁ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଘୋଷଣା କରାଯାଇଥିବା ପରିବର୍ତ୍ତିତ ଜିଏସଟି ହାର ଅନୁଯାୟୀ ପୋଷାକ, ଜୋତା ଚପଲ, ବୟନ ସାମଗ୍ରୀ ଉପରେ ଟିକସ ୫ରୁ ୧୨%କୁ ବୃଦ୍ଧିପାଇବ । ଏହାଦ୍ୱାରା ଏହିସବୁ ସାମଗ୍ରୀ ୨୦୨୨ ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ । ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପୋଷାକ ସାମଗ୍ରୀ ଉପରେ ଜିଏସଟି ହାର ପୂର୍ବରୁ ୫% ରହିଥିବାବେଳେ ତାହା ୧୨%କୁ ବୃଦ୍ଧି କରାଯାଉଛି । ସେହିଭଳି ବୁଣାଯାଇଥିବା କପଡା, ସିନ୍ଥେଟିକ କପଡା, କମ୍ବଳ, ତମ୍ବୁ, ଟେବଲ କ୍ଲଥ ଆଦି ବୟନ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ବୃଦ୍ଧି ପାଇବ । ଜୋତା ଚପଲ ଉପରେ ପ୍ରତ୍ୟକ୍ଷ ଟିକସ ହାର ୫%ରୁ ୧୨%କୁ ବୃଦ୍ଧି କରାଯାଇଛି ।
ଜୋତା ଚପଲ ଏବଂ ପୋଷାକ ଉପରେ ଜିଏସଟି ହାର ବୃଦ୍ଧିକୁ ବିଭିନ୍ନ ବ୍ୟବସାୟୀ ସଂଗଠନ ବିରୋଧ କରିଛନ୍ତି । ଦେଶରେ ମୁଦ୍ରାସ୍ଫୀତି ସ୍ତର ଉଚ୍ଚରେ ରହିଥିବାବେଳେ ଏଭଳି ଟିକସ ହାର ବୃଦ୍ଧି ସେମାନଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବ୍ୟବସାୟୀ ସଂଗଠନଗୁଡିକ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।
ଅନୁରୂପ ଭାବରେ ୨୦୨୨ ଜାନୁଆରୀ ୧ରୁ ଏକ ଅଟୋ ଅଥବା କାର୍‍ ବୁକିଂ କରିବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ସରକାର ଏହି ସେବାକୁ ଜିଏସଟି ପରିସରଭୁକ୍ତ କରିବା ସହିତ ଏହା ଉପରେ ୫% ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ରାସ୍ତାରେ ବିନା ଆପ୍‍ରେ ଚଳାଚଳ କରୁଥିବା ଅଟୋଗୁଡିକ ଏହି ବ୍ୟବସ୍ଥାରୁ ବାଦ୍‍ ପଡିବ । ଏହାଦ୍ୱାରା ଡ୍ରାଇଭରମାନଙ୍କର ଆୟ ପ୍ରଭାବିତ ହେବ ବୋଲି ଜଣେ ଉବେର ଡ୍ରାଇଭର କହିଛନ୍ତି ।
ଇ-କସର୍ମ ଅପରେଟରଙ୍କ ଉପରେ ମଧ୍ୟ ଜାନୁଆରୀ ପହିଲାରୁ ଟିକସ ବୋଝ ପଡିବାକୁ ଯାଉଛି । ସ୍ୱିଗି ଓ ଜୋମାଟୋ ଭଳି ଇ-କମର୍ସ ଅପରେଟରମାନେ ଜାନୁଆରୀ ୧ରୁ ସେମାନଙ୍କ ଜରିଆରେ ଯୋଗାଇ ଦିଆଯାଉଥିବା ରେଷ୍ଟୁରାଣ୍ଟ ସେବା ପାଇଁ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରିବାକୁ ହେବ । ତାହାସହିତ ସେମାନଙ୍କୁ ନିଜର ସେବା ଯୋଗାଣ ନିମନ୍ତେ ଏକ ଇନଭଏସ ପ୍ରଦାନ କରିବାକୁ ହେବ । ଅବଶ୍ୟ ଏହାଦ୍ୱାରା ଉପଭୋକ୍ତାଙ୍କ ଉପରେ ଅଧିକ ଟିକସ ବୋଝ ପଡିବ ନାହିଁ, କାରଣ ସଂପ୍ରତି ରେଷ୍ଟୁରାଣ୍ଟଗୁଡିକ ଜିଏସଟି ସଂଗ୍ରହ କରିବା ସହିତ ତାହା ସରକାରଙ୍କ ନିକଟରେ ଜମା କରୁଛନ୍ତି । କେବଳ ଖାଦ୍ୟ ଯୋଗାଣକାରୀ ଇ-କମର୍ସ ସଂସ୍ଥାଗୁଡିକୁ ଜିଏସଟି ଜମା କରିବା ଏବଂ ଇନଭଏସ ଯୋଗାଇଦେବା ଦାୟିତ୍ୱ ପାଳନ କରିବାକୁ ହେବ ।
ଅନ୍ୟପକ୍ଷରେ ୨୦୨୨ ଜାନୁଆରୀ ପହିଲାରୁ କର୍କଟ ରୋଗ ଚିକିତ୍ସା ଔଷଧ, ପୁଷ୍ଟିସାର ଯୁକ୍ତ ଚାଉଳ/ଭାତ ଏବଂ ବାୟୋଡିଜେଲ ଆଦି ଶସ୍ତା ହେବାକୁ ଯାଉଛି । ପୂର୍ବରୁ ଏହା ଉପରେ ୧୮% ଜିଏସଟି ଲାଗୁଥିବାବେଳେ ତାହାକୁ ୫%କୁ ହ୍ରାସ କରାଯାଇଛି ।

Powered by Froala Editor

Tags Gst

Related articles Odisha News Lens 4.1

  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15154
    Mar 28, 2026
  • ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା
    ଦେଶ-ଦେଶାନ୍ତର

    ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା

    14027
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
    ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15104
    Mar 27, 2026
  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ
    ଦେଶ-ଦେଶାନ୍ତର

    ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

    15430
    Mar 28, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
    ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14153
    Mar 28, 2026
  • ଓଜନ କମାଇବାର ସହଜ ଉପାୟ
    ବିଶେଷ

    ଓଜନ କମାଇବାର ସହଜ ଉପାୟ

    15651
    Mar 28, 2026
  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା
    ଅପରାଧ

    ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

    14993
    Mar 28, 2026
  • ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ...
    ଦେଶ-ଦେଶାନ୍ତର

    ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ...

    15169
    Mar 28, 2026
  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା
    ମନୋରଞ୍ଜନ

    ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15314
    Mar 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15104
    Mar 27, 2026
  • ଦେଶ-ଦେଶାନ୍ତର

    ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା

    14027
    Mar 28, 2026
  • ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14153
    Mar 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15651
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15104
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15424
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15046
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14028
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15030
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15536
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13831
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ

    14562
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15104
    Mar 27, 2026
  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

    14993
    Mar 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In