Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

  • ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ...

  • ପୋଲ ଉପରୁ ଡେଇଁଲେ ମହିଳା

  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ...

  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ...

  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ...

  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ...

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

Home ›› ››ନୂଆବର୍ଷ ପାଇଁ ଗାଇଡଲାଇନ୍‌ ଆଣିପାରନ୍ତି ରାଜ୍ୟ ସରକାର,ଜାଣନ୍ତୁ କ’ଣ ?

ନୂଆବର୍ଷ ପାଇଁ ଗାଇଡଲାଇନ୍‌ ଆଣିପାରନ୍ତି ରାଜ୍ୟ ସରକାର,ଜାଣନ୍ତୁ କ’ଣ ?

2021-12-23 07:31:24
14679
Share:
Facebook
Twitter
E-Mail
WhatsApp
Telegram
ନୂଆବର୍ଷ ପାଇଁ ଗାଇଡଲାଇନ୍‌ ଆଣିପାରନ୍ତି ରାଜ୍ୟ ସରକାର,ଜାଣନ୍ତୁ କ’ଣ ?


ଭୁବନେଶ୍ୱର : ରାଜ୍ୟରେ ‘ଓମିକ୍ରନ’କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ବହୁସଂଖ୍ୟାରେ ଲୋକମାନେ ଯେପରି ଏକାଠି ନ ହେବେ ସେଥିପାଇଁ ନୂଆବର୍ଷ ପାଇଁ ଗାଇଡଲାଇନ୍‌ ଆଣିପାରନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର । ଡା.ମିଶ୍ର କହିଛନ୍ତି ଯେ ସଂକ୍ରମଣ ସ୍ଥିତି ଦେଖି କଟକଣା କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍‌ କିମ୍ବା ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନ୍‌ ଅନୁଶୀଳନ କରାଯିବ । ଏହାସହ ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ ହେବା ପର୍ଯ୍ୟନ୍ତ ଅଲଗା ରହିବା ଲାଗି ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଦୁଇ ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଏହି ଦୁଇ ଆକ୍ରାନ୍ତ ବିଦେଶରୁ ଫେରିବା ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହି ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା । ମାତ୍ର ଏବେ ପୁଣିଥରେ ସେମାନଙ୍କ ସଂପର୍କୀୟଙ୍କ ନମୁନା ସଂଗ୍ରହ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାସହ ରାଜଧାନୀରେ ଦିନକୁ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ବିଏମସି ପକ୍ଷରୁ ୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଉ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବିଦେଶ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା କୁହାଯାଉଛି । ଆଗୁଆ ପଦକ୍ଷେପ ସ୍ୱରୂପ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

Powered by Froala Editor

Tags Guideline for new year

Related articles Odisha News Lens 4.1

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ
    ବିଶେଷ

    କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14867
    Feb 18, 2026
  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ
    ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15197
    Feb 18, 2026
  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା
    ଦେଶ-ଦେଶାନ୍ତର

    ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13750
    Feb 18, 2026
  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ହୋମପେଜ୍
    ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ହୋମପେଜ୍

    15221
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...
    ଦେଶ-ଦେଶାନ୍ତର

    ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...

    14291
    Feb 18, 2026
  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT
    ଦେଶ-ଦେଶାନ୍ତର

    ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

    14653
    Feb 18, 2026
  • ପୋଲ ଉପରୁ ଡେଇଁଲେ ମହିଳା
    ଜିଲ୍ଲା ପରିକ୍ରମା

    ପୋଲ ଉପରୁ ଡେଇଁଲେ ମହିଳା

    14353
    Feb 18, 2026
  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13688
    Feb 18, 2026
  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ
    ଦେଶ-ଦେଶାନ୍ତର

    ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ

    15200
    Feb 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15197
    Feb 18, 2026
  • ଦେଶ-ଦେଶାନ୍ତର

    ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ

    15425
    Feb 18, 2026
  • ଜିଲ୍ଲା ପରିକ୍ରମା

    ପୋଲ ଉପରୁ ଡେଇଁଲେ ମହିଳା

    14353
    Feb 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17342
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17408
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17754
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16228
    Apr 03, 2021

ବିଶେଷ

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14867
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15610
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15849
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16264
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16405
    Feb 12, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14953
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14466
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16073
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15358
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଲ ଉପରୁ ଡେଇଁଲେ ମହିଳା

    14353
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ଧର୍ମେନ୍ଦ୍ର

    14291
    Feb 18, 2026
  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13750
    Feb 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In