Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ...

  • ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ...

  • ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା ...

  • ତାମିଲନାଡୁରେ ବିଜୟ ସରକାର ଆରମ୍ଭ

  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ...

  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ...

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ...

  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩

ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩

2021-12-16 05:16:42
15740
Share:
Facebook
Twitter
E-Mail
WhatsApp
Telegram
ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ  । ଦିନକୁ ଦିନ ଦେଶରେ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା । ଦେଶରେ ଏବେ ୧୧ଟି ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଗତକାଲି ୩ଟି ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏଥିସହ ଗତକାଲି ମହାରାଷ୍ଟ୍ରରୁ ମଧ୍ୟ ୪ଟି ମାମଲା ମଧ୍ୟ ପୁଣି ସାମ୍ନାକୁ ଆସିଥିଲା ।

ତାମିଲନାଡୁରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇର ହୋଇଥିବା ବେଳେ ନିକଟରେ ସେ ନାଇଜେରିଆରୁ ଫେରିଥିଲେ । ବ୍ୟକ୍ତି ଜଣଙ୍କ ବୟସ ୪୭ ବର୍ଷ । ସେ ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କ ସହ ଡିସେମ୍ବର ୧୦ ତାରିଖରେ ନାଇଜେରିଆରୁ ତାମିଲନାଡୁ ଆସିଥିଲେ । ପରିବାରର ୬ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସମସ୍ତଙ୍କୁ ଚେନ୍ନାଇର କିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍ ଏବଂ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି । ଏଥିସହ ସମସ୍ତଙ୍କ ଆକ୍ରାନ୍ତଙ୍କ ନମୁନା ଜିନୋନେମ ସ୍ବିକେନସିଂ ପାଇଁ ପଠାଯାଇଛି ।ତେବେ ଦେଶରେ ଏପର୍ୟ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ୩୨ ଛୁଇଁଥିବା ବେଳେ ଗୁଜୁରାଟରେ ୪, ରାଜସ୍ଥାନରେ ୧୭, ଦିଲ୍ଲୀରୁ ୬, କର୍ଣ୍ଣାଟକରେ ୩, ତେଲେଙ୍ଗାନାରୁ ୨, କେରଳରୁ ୫, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଚଣ୍ଡିଗଡ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Powered by Froala Editor

Tags Omicron

Related articles Odisha News Lens 4.1

  • ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ରାଜକୀୟ ଠାଣି, ଏହି ଶାଢ଼ି ତିଆରି ପାଇଁ ଲାଗିଥିଲା ୫ ...
    ମନୋରଞ୍ଜନ

    ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ରାଜକୀୟ ଠାଣି, ଏହି ଶାଢ଼ି ତିଆରି ପାଇଁ ଲାଗିଥିଲା ୫ ...

    15407
    May 10, 2026
  • ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ, ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    14821
    May 09, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ
    ବିଶେଷ

    ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15652
    May 09, 2026
  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ
    ଦେଶ-ଦେଶାନ୍ତର

    ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ

    15164
    May 08, 2026
  • ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ...
    ଦେଶ-ଦେଶାନ୍ତର

    ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ...

    15514
    May 09, 2026
  • ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ
    ଦେଶ-ଦେଶାନ୍ତର

    ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ

    14410
    May 09, 2026
  • ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ

    15224
    May 10, 2026
  • ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା
    ଦେଶ-ଦେଶାନ୍ତର

    ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା

    14424
    May 10, 2026
  • ତାମିଲନାଡୁରେ ବିଜୟ ସରକାର ଆରମ୍ଭ
    ଦେଶ-ଦେଶାନ୍ତର

    ତାମିଲନାଡୁରେ ବିଜୟ ସରକାର ଆରମ୍ଭ

    14759
    May 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଦୃଢ ଏକତା ଯୋଗୁଁ ସୋମନାଥ ମନ୍ଦିର ଆଜି ନୂତନ ରୂପରେ ବିରାଜମାନ ହୋଇପାରିଛି: ମୋଦୀ

    15514
    May 09, 2026
  • ବିଶେଷ

    ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15652
    May 09, 2026
  • ଦେଶ-ଦେଶାନ୍ତର

    ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା

    14424
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17465
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17515
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17874
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16347
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15652
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14465
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15427
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15174
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13975
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15388
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15127
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15619
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13941
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖାଇବା ତେଲଠୁ ସାବୁନ, ବିସ୍କୁଟ...ସବୁ ହୋଇଯିବ ମହଙ୍ଗା

    14424
    May 10, 2026
  • ଇସିଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ

    15164
    May 08, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15652
    May 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In