Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ...

  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ...

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ...

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ...

  • ପ୍ରେସର କୁକରରେ ସିଝିଲାନି ଡାଲି, ...

  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ...

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ...

  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ...

ବାଣିଜ୍ୟ
Home ›› ବାଣିଜ୍ୟ ››ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

2026-10-21 15:10:58
14449
Share:
Facebook
Twitter
E-Mail
WhatsApp
Telegram
ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ ଅଧୀନରେ ଏହି ସର୍ବପ୍ରଥମ ପ୍ରୟାସ ରଜୋନିବୃତ୍ତି ସଚେତନତାକୁ ଓଡ଼ିଶାର ଚାରିଟି ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟଙ୍କ ନିକଟକୁ ଆଣିଛି

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭୁବନେଶ୍ୱରସ୍ଥିତ ସର୍ବଭାରତୀୟ ଏନ୍‌ଜିଓ ହମାରା ବଚ୍‌ପନ ଟ୍ରଷ୍ଟ (ଏଚ୍‌ବିଟି) ଏହାର ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ (ଭବିଷ୍ୟତ ପାଇଁ ପ୍ରସ୍ତୁତ ମହିଳା କାର୍ଯ୍ୟକ୍ରମ) ଅଧୀନରେ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ବିଶ୍ୱ ରଜୋନିବୃତ୍ତି ଦିବସ ( ୱାର୍ଲ୍ଡ ମେନୋପଜ୍ ଡେ )ପାଳନ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହିତ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ କନ୍ଧମାଳ ଆଦି ଚାରିଟି ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାରେ ୨୫ଟି ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟ, ସାତଟି ଗ୍ରାମପଞ୍ଚାୟତ ଓ ୫ଟି ବ୍ଲକ୍‌ରେ ୧୦୦୦ରୁ ଅଧିକ ମଧ୍ୟ ବୟସ୍କା ମହିଳାଙ୍କ ନିକଟରେ ପହଞ୍ଚିଛି ।

ରଜୋନିବୃତ୍ତିକୁ ନେଇ ରହିଥିବା ନୀରବତାକୁ ଭଙ୍ଗ କରିବା, ମଧ୍ୟ ବୟସ୍କା ମହିଳାଙ୍କର ସଚେତନତା ସ୍ତର ବୃଦ୍ଧିକରିବା ଏବଂ ମହିଳାମାନଙ୍କୁ ଲକ୍ଷଣଗୁଡିକ ଜାଣିବା ନିମନ୍ତେ ଉତ୍ସାହିତ କରିବା, ଉପଯୁକ୍ତ ସ୍ୱାସ୍ଥ୍ୟସେବାର ସୁଯୋଗ ନେବା ଏବଂ ସେମାନଙ୍କର ଶାରୀରିକ ଓ ଭାବନାତ୍ମକ କଲ୍ୟାଣକୁ ଅଗ୍ରାଧିକାର ଦେବା ନିମନ୍ତେ ଲକ୍ଷ୍ୟ ରଖିଛି ।

୨୦୨୬ ବିଶ୍ୱ ରଜୋନିବୃତ୍ତି ଦିବସର ବିଷୟବସ୍ତୁ ହେଉଛି, “କ୍ରନିକ୍‌ ପେନ୍‌ ଆଟ ମିଡ୍‌ଲାଇଫ” (ମଧ୍ୟବୟସରେ ଦୀର୍ଘସ୍ଥାୟୀ ଯନ୍ତ୍ରଣା), ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହିଳାଙ୍କ ସ୍ୱାସ୍ଥ୍ୟଗତ ପ୍ରସଙ୍ଗକୁ ନେଇ ବାରମ୍ବାର ଅଣଦେଖା କରାଯାଉଥିବା ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି । ରଜୋନିବୃତ୍ତି ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ, କିନ୍ତୁ ଏହା ସହିତ ସଂପୃକ୍ତ ଶାରୀରିକ ଏବଂ ଭାବନାତ୍ମକ ପରିବର୍ତ୍ତନ ଅନେକ ସମୟରେ ଉପଯୁକ୍ତ ଭାବରେ ବୁଝାଯାଏ ନାହିଁ । ହଠାତ୍‌ ଶରୀର ଗରମ ହୋଇଯିବା, ନିଦ୍ରାରେ ବ୍ୟାଘାତ, ଚିନ୍ତା, ମାନସିକ ଦ୍ୱନ୍ଦ୍ୱ ତଥା ଅସ୍ଥି ଓ ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣଗୁଡିକ ମହିଳାମାନଙ୍କର ସ୍ୱାସ୍ଥ୍ୟ, ସମ୍ପର୍କ, ଜୀବିକା ଓ ଜୀବନର ମାନ ଉପରେ ପ୍ରଭାବ ପକାଇପାରେ ।

ଅନେକ ସମ୍ପ୍ରଦାୟରେ ସୀମିତ ସଚେତନତା, ଲାଗିରହୁଥିବା ଭ୍ରାନ୍ତଧାରଣା, ସାମାଜିକ ଲାଂଛନା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପର୍ଯ୍ୟାପ୍ତ ଭାବରେ ଉପଲବ୍ଧ ନହେବା ଦ୍ୱାରା ତାହା ମହିଳାମାନଙ୍କୁ ସେମାନଙ୍କର ଅନୁଭୂତି ସମ୍ପର୍କରେ ଆଲୋଚନା କରିବା ଅଥବା ସମୟୋଚିତ ଭାବରେ ଡାକ୍ତରୀ ପରାମର୍ଶ ଲୋଡିବାରୁ ରୋକିଥାଏ । ଏହାର ପ୍ରଭାବ ବ୍ୟକ୍ତିଗତ ମହିଳାଙ୍କ ଊଦ୍ଧ୍ୱର୍କୁ ଯାଇ ତାହା ପରିବାର, କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀଗୁଡିକ ଉପରେ ପଡିଥାଏ ।

ଏହି ପ୍ରୟାସ ଜରିଆରେ ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ସମ୍ପର୍କିତ ସଚେତନତାକୁ ମହିଳାଙ୍କ ସ୍ୱାସ୍ଥ୍ୟ, ଇଜ୍ଜତ ଏବଂ ସଶକ୍ତିକରଣର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଉପସ୍ଥାପନ କରୁଛି । ଏହି କାର୍ଯ୍ୟକ୍ରମ ୪୦ରୁ ୫୫ ବର୍ଷ ବୟସ୍କା ମହିଳାମାନଙ୍କ ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ରଜୋନିବୃତ୍ତି, ତାହାର ଲକ୍ଷଣଗୁଡିକ, ପୁଷ୍ଟିସାଧନ, ନିଦ୍ରା, ମାନସିକ ସୁସ୍ଥତା ତଥା ଆବଶ୍ୟକ ସମୟରେ ଡାକ୍ତରୀ ଯତ୍ନ ଲୋଡିକାର ଗୁରୁତ୍ୱକୁ ନେଇ ଆଲୋଚନା କରିବା ସକାଶେ ନିରାପଦ ଓ ସମର୍ଥନମୂଳକ ସ୍ଥାନ ଯୋଗାଇଦେଉଛି ।

ଏକମାସ ବ୍ୟାପୀ ସଚେତନତା ଅଭିଯାନର ଅଂଶ ଭାବରେ ଏଚ୍‌ବିଟି ସଚେତନତା ବୈଠକ ଓ ଗୋଷ୍ଠୀ-ସ୍ତରୀୟ ନିୟୋଜନତା କାର୍ଯ୍ୟକ୍ରମ ହାତକୁ ନେଉଛି । ଭୁବନେଶ୍ୱରେ ଏହି କାର୍ଯ୍ୟକଳାପ ମଧ୍ୟରେ ମହିଳାମାନଙ୍କୁ ସେମାନଙ୍କର ଅନୁଭୂତି ପ୍ରକାଶ କରିବା, ଭ୍ରାନ୍ତଧାରଣା ସମ୍ପର୍କରେ ପ୍ରଶ୍ନ ପଚାରିବା ଏବଂ ପରସ୍ପର ନିକଟରୁ ଶିକ୍ଷାଲାଭ କରିବା ସକାଶେ ଦଳଗତ ଆଲୋଚନା, ସୃଜନଶୀଳ ଚିତ୍ରାଙ୍କନ ଅଧିବେଶନ ଓ ମୁକ୍ତଗୃହ ଆଲୋଚନା ଆଦି ଅନ୍ତର୍ଭୁକ୍ତ ।

ଯୋଜନାବଦ୍ଧ କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ୟୁପିଏଚ୍‌ସି) ଗୁଡିକ ସହିତ ସମନ୍ୱୟ ରକ୍ଷାକରି ସ୍ୱାସ୍ଥ୍ୟ ଯାଞ୍ଚ, ଯୋଗ ଓ ପ୍ରାଣାୟାମ ଅଧିବେଶନ, ସେମାନଙ୍କ ଗୋଷ୍ଠୀଗୁଡିକରେ ରଜୋନିବୃତ୍ତି ଚମ୍ପିଆନ୍‌ ଭାବରେ ସେବା ଯୋଗାଇବାକୁ ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ଏବଂ ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ)ମାନଙ୍କର ସାମର୍ଥ୍ୟ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ରହିଛି । କନ୍ଧମାଳ, କେନ୍ଦୁଝର, ଭୁବନେଶ୍ୱର ଓ ପୁରୀ ତଥା ସମାନ ସମୟରେ ମଧ୍ୟ ପ୍ରଦେଶରେ ସଂପୃକ୍ତ ଅଂଶୀଦାରମାନଙ୍କୁ ସାମିଲ କରି ବ୍ଲକ-ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ଯୋଜନା କରାଯାଉଛି ।

ଗୋଷ୍ଠୀସ୍ତରୀୟ ସଚେତନତା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ନିୟୋଜନତା ଏବଂ ସମ୍ମୁଖଭାଗ କର୍ମୀଙ୍କ ସାମର୍ଥ୍ୟ ନିର୍ମାଣକୁ ସମ୍ମିଶ୍ରିତ କରି ଏଚ୍‌ବିଟି ମଧ୍ୟ ବୟସର ଜୀବନ ଓ ରଜୋନିବୃତ୍ତି ସମୟ ଦେଇ ଗତି କରୁଥିବା ମହିଳାମାନଙ୍କ ପାଇଁ ଉପଲବ୍ଧ ସ୍ଥାନୀୟ ସମର୍ଥନକାରୀ ବ୍ୟବସ୍ଥା ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ପ୍ରୟାସ ସଚେତନ, ସୁସ୍ଥ, ଆତ୍ମବିଶ୍ୱାସୀ ଏବଂ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇଥିବା ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ମହିଳା ଗଢିତୋଳିବାକୁ ଟ୍ରଷ୍ଟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ମଧ୍ୟ ବୟସର ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ମୁଖ୍ୟସ୍ରୋତ ଜନସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ପରିସରକୁ ଆଣିବା ଏବଂ ଭରସାଯୋଗ୍ୟ ସୂଚନା ତଥା ଉପଯୁକ୍ତ ସ୍ୱାସ୍ଥ୍ୟସେବାର ସୁଯୋଗ ସୁଦୃଢ କରିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଉଛି ।

Powered by Froala Editor

Tags Hamara Bachpan

Related articles Odisha News Lens 4.1

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ
    ଦେଶ-ଦେଶାନ୍ତର

    କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    15150
    Nov 12, 2026
  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର
    ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13483
    Nov 12, 2026
  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର
    ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15670
    Nov 12, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...
    ବାଣିଜ୍ୟ

    ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...

    14803
    Nov 12, 2026
  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧
    ଦେଶ-ଦେଶାନ୍ତର

    ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13685
    Nov 12, 2026
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ
    ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14470
    Nov 12, 2026
  • ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ
    ଦେଶ-ଦେଶାନ୍ତର

    ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ

    14390
    Nov 12, 2026
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...
    ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...

    15154
    Nov 11, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧
    ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    14167
    Nov 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15670
    Nov 12, 2026
  • ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13483
    Nov 12, 2026
  • ଦେଶ-ଦେଶାନ୍ତର

    ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13685
    Nov 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17272
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17975
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17932
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18343
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14214
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15568
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14355
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14424
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    15035
    Nov 01, 2026

ବାଣିଜ୍ୟ

ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

ଏହି ପଦକ୍ଷେପ ଶିକ୍ଷାଦାନକୁ ସୁଦୃଢ଼ କରିବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ସହାୟତା ମାଧ୍ୟମରେ ୧୧୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି

ଭୁବନେଶ୍ୱର, ୧୨/୧୧/୨୦୨୬: ଭାରତର ସର୍ବବୃହତ ଆଲୁମି ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14360
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15577
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14158
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14173
    Nov 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13483
    Nov 12, 2026
  • ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ

    14390
    Nov 12, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    14167
    Nov 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In