Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ: ୨ ...

  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ...

  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ...

  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ...

  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ...

  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ...

  • ମାଞ୍ଜା ସୂତାରେ କଟିଗଲା ବେକ

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ...

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ...

Home ›› ››ରାଜ୍ୟରେ ଖସୁଛି ରାତି ତାପମାତ୍ରା

ରାଜ୍ୟରେ ଖସୁଛି ରାତି ତାପମାତ୍ରା

2021-11-07 13:31:24
15706
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ ଖସୁଛି ରାତି ତାପମାତ୍ରା


ଭୁବନେଶ୍ୱର: ରାଜ୍ୟରେ ରାତି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଉଭୟ ସମତଳ ଓ ପାହାଡ଼ିଆ ଅଞ୍ଚଳ ବର୍ଗରେ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସୂଚନାଯୋଗ୍ୟ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଦୁଇ ବର୍ଗ (ସମତଳ ଓ ପାହାଡ଼ିଆ)ରେ ତାପମାତ୍ରା ରେକର୍ଡ କରାଯାଇଥାଏ । ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୫ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏହାଛଡ଼ା ଓଡ଼ିଶା ମଧ୍ୟକୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ମୁଖ୍ୟତଃ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାର ରାତ୍ରି ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି । ସେହିଭଳି ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୦.୫ରୁ ୧ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଘଟିଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନ ଥିବାରୁ ଆସନ୍ତା ୪ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ୫ମ ଦିନ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । କ୍ରମାଗତ ଭାବେ ଓଡ଼ିଶା ଭିତରକୁ ଶୁଷ୍କ ଓ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି । ଏହା ପ୍ରଭାବରେ ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ । ଭୁବନେଶ୍ୱର ଓ କଟକରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଖରାଟିଆ ଓ ଶୁଖିଲା ରହିବ । ସକାଳେ ହାଲୁକା କୁହୁଡ଼ି ରହିବା ସହ ରାତ୍ରି ତାପମାତ୍ରା ୧୮ରୁ ୨୦ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Powered by Froala Editor

Tags Temperature

Related articles Odisha News Lens 4.1

  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ
    ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

    14502
    Jan 15, 2026
  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ

    15239
    Jan 15, 2026
  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....
    ବିଶେଷ

    ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14909
    Jan 16, 2026
  • ମାଞ୍ଜା ସୂତାରେ କଟିଗଲା ବେକ
    ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15715
    Jan 14, 2026
  • ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ: ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ...
    ଦେଶ-ଦେଶାନ୍ତର

    ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ: ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ...

    14216
    Jan 16, 2026
  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ
    ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14365
    Jan 14, 2026
  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...

    14927
    Jan 15, 2026
  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
    ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15614
    Jan 14, 2026
  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ

    14354
    Jan 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14076
    Jan 15, 2026
  • ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14365
    Jan 14, 2026
  • ଦେଶ-ଦେଶାନ୍ତର

    ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ: ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ନିର୍ଦେଶ

    14216
    Jan 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17293
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17373
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17719
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16193
    Apr 03, 2021

ବିଶେଷ

  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14909
    Jan 16, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14076
    Jan 15, 2026
  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13866
    Jan 14, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    14060
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    16040
    Jan 10, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15462
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14428
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14532
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14240
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15614
    Jan 14, 2026
  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

    14502
    Jan 15, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14076
    Jan 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In