Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାୟୁସେନାର ସୂଚନା : ଏବେ ବି ‘ଅପରେସନ୍ ...

  • ‘ପ୍ରିୟ ପାକିସ୍ତାନୀ…’ କହି ଫସିଲେ ...

  • ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ

  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ...

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ...

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ...

  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ...

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭୟାବହ ଅଗ୍ନିକାଣ୍ଡ, ୨ ମୃତ

ଭୟାବହ ଅଗ୍ନିକାଣ୍ଡ, ୨ ମୃତ

2021-11-07 06:39:49
13763
Share:
Facebook
Twitter
E-Mail
WhatsApp
Telegram
ଭୟାବହ ଅଗ୍ନିକାଣ୍ଡ, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର କାନ୍ଦିବାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ମଥୁରାଦାସ ରୋଡରେ ଥିବା ହଂସା ହେରିଟେଜ ନାମକ ଏକ ୧୫ ମହଲା କୋଠାର ୧୪ ମହଲାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଦୀପାବଳି ଅବସରରେ ଘରେ ଲାଗିଥିବା ଦୀପ ନିଆଁରୁ ଏହି ନିଆଁ ଲାଗିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ନିଆଁର ଶିଖା ବିଲ୍ଡିଂର ଝରକା ପଟେ ବାହାରକୁ ଆସିବା ସହ ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା । ତେଣୁ ନିଆଁକୁ ଆୟତ୍ତ କରିବା ବହୁତ କଷ୍ଟସାଧ୍ୟ ହୋଇପଡିଥିଲା ।ରାତି ୧୦ଟା ୩୦ ସୁଦ୍ଧା ଫାୟାର ବିଗ୍ରେଡ ସେଠାରେ ରହୁଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ନିଆଁ ସଂସ୍ପର୍ଶରେ ଆହତ ହୋଇଥିବା ଦୁଇ ଜଣ ବାସିନ୍ଦାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି । ଏହି ଅଘଟଣ ସମୟରେ ମୁମ୍ବାଇ ମେୟେର କିଶୋରୀ ପେଡନେକର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।

Powered by Froala Editor

Tags Fire

Related articles Odisha News Lens 4.1

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି
    ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15399
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14367
    May 10, 2025
  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15856
    May 10, 2025
  • ବାୟୁସେନାର ସୂଚନା : ଏବେ ବି ‘ଅପରେସନ୍ ସିନ୍ଦୂର’ ଜାରି ରହିଛି
    ଦେଶ-ଦେଶାନ୍ତର

    ବାୟୁସେନାର ସୂଚନା : ଏବେ ବି ‘ଅପରେସନ୍ ସିନ୍ଦୂର’ ଜାରି ରହିଛି

    14849
    May 11, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ
    ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15479
    May 10, 2025
  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା
    ଦେଶ-ଦେଶାନ୍ତର

    ଭାରତ ସହମତ, ଯୁଦ୍ଧବିରତି ଘୋଷଣା

    15521
    May 10, 2025
  • ‘ପ୍ରିୟ ପାକିସ୍ତାନୀ…’ କହି ଫସିଲେ ଆହ୍ଲାବାଦିଆ
    ମନୋରଞ୍ଜନ

    ‘ପ୍ରିୟ ପାକିସ୍ତାନୀ…’ କହି ଫସିଲେ ଆହ୍ଲାବାଦିଆ

    15389
    May 11, 2025
  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର
    ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15787
    May 10, 2025
  • ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ
    ଦେଶ-ଦେଶାନ୍ତର

    ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍‌ଘାଟନ

    14615
    May 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15787
    May 10, 2025
  • ଦେଶ-ଦେଶାନ୍ତର

    ବାୟୁସେନାର ସୂଚନା : ଏବେ ବି ‘ଅପରେସନ୍ ସିନ୍ଦୂର’ ଜାରି ରହିଛି

    14849
    May 11, 2025
  • ମନୋରଞ୍ଜନ

    ‘ପ୍ରିୟ ପାକିସ୍ତାନୀ…’ କହି ଫସିଲେ ଆହ୍ଲାବାଦିଆ

    15389
    May 11, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16881
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15432
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15399
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15315
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14983
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14653
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14767
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16258
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13974
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14767
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15294
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15399
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15479
    May 10, 2025
  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15787
    May 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In