ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର
ଢେ଼ଙ୍କାନାଳ: ଜଙ୍ଗଲ ଭିତରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଷଡଙ୍ଗୀ ରେଞ୍ଜ କପିଳାସ ଅଭୟାରଣ୍ୟରେ ୧୪ ନମ୍ବର କମ୍ପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ହାତୀଟିର ମୃତୁ୍ୟ ୪ ଦିନ ତଳୁ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀପଲଙ୍କ ମଧ୍ୟରେ ଲଢେ଼ଇରୁ ମୃତୁ୍ୟ ସନେ୍ଦହ କହିଛନ୍ତି ଡିଏଫଓ ।
Powered by Froala Editor