Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ...

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ...

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ...

  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ...

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ...

  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ...

  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ...

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫେସବୁକ୍ ବଦଳାଇଲା ନାଁ : ନୂଆ ନାଁ ରଖିଲା ‘ମେଟା’

ଫେସବୁକ୍ ବଦଳାଇଲା ନାଁ : ନୂଆ ନାଁ ରଖିଲା ‘ମେଟା’

2021-10-29 07:12:25
14696
Share:
Facebook
Twitter
E-Mail
WhatsApp
Telegram
ଫେସବୁକ୍ ବଦଳାଇଲା ନାଁ : ନୂଆ ନାଁ ରଖିଲା ‘ମେଟା’

ଫେସବୁକର ନୂଆ ନାଁ ହୋଇଛି ମେଟା । ଗୁରୁବାର ‘ଫେସ୍‌ବୁକ୍‌ ଇନ୍‌କର୍ପୋରେଟେଡ୍‌’ର ସହ-ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକର୍‌ବର୍ଗ କହିଛନ୍ତି ଯେ, ଏଥର ତାଙ୍କ କମ୍ପାନି ‘ମେଟା ପ୍ଲାଟ୍‌ଫର୍ମସ୍‌ ଇନ୍‌କର୍ପୋରେଟେଡ୍‌’ ବା ସଂକ୍ଷେପରେ ‘ମେଟା’ ଭାବେ ପରିଚୟ ପାଇବ। ‘ମେଟାଭର୍ସ’ ଭାବେ ସୁପରିଚିତ ‘ଡିଜିଟାଲ୍‌ ଓ୍ଵାର୍ଲଡ୍‌’ ପ୍ରତି ଦୃଷ୍ଟି ଦିଆଯାଇ କମ୍ପାନିର ଏଭଳି ନାମ କରଣ କରାଯାଇଥିବା କଥା ସେ କହିଛନ୍ତି।

ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, ଫେସବୁର କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ ।

ସୂଚନାଯୋଗ୍ୟ, ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ଜୀବନ ଉପରେ ଆଧାରିତ ୧୯୯୨ ମସିହାର ଉପନ୍ୟାସ ‘ସ୍ନୋ କ୍ରାସ୍‌’ରେ ଲେଖକ ନିଲ୍‌ ଷ୍ଟିଫେନ୍‌ସନ୍‌ ‘ମେଟାଭର୍ସ’ ଶବ୍ଦ ବ୍ୟବହାର କରିଥିଲେ। ଏଥିରେ କମ୍ପୁଟର୍‌ ଖେଳ ଭଳି ଗୋଟାଏ ‘ଡିଜିଟାଲ୍‌ ଦୁନିଆ’ରେ ଆଳାପ ଆଲୋଚନା ପାଇଁ ଲୋକେ ‘ଭର୍ଚ୍ୟୁଆଲ୍‌ ରିଅଲିଟି ହେଡ୍‌ସେଟ୍‌’ ପରିଧାନ କରିଛନ୍ତି। ଜୁକର୍‌ବର୍ଗ ମଧ୍ୟ ‘ମେଟାଭର୍ସ’କୁ ‘ଭର୍ଚ୍ୟୁଆଲ୍‌ ସଂସାର’ ଭାବେ ବର୍ଣ୍ଣନା କରିଛନ୍ତି। ଜୁକର୍‌ବର୍ଗ କହିଛନ୍ତି, ଆଜିଠାରୁ ଆମ କମ୍ପାନିର ନାଁ ‘ମେଟା’ ହେବା କଥା ଘୋଷଣା କରି ମୁଁ ଗୌରବାନ୍ଵିତ ମନେକରୁଛି। ଜନତାଙ୍କୁ ଏକତ୍ର କରୁଥିବା ଆମର ‘ଆପ୍‌ସ୍‌’ ଏବଂ ସେମାନଙ୍କର ‘ବ୍ରାଣ୍ଡ୍‌’ ବଦଳିବ ନାହିଁ। ଆମର ‘ମିସନ୍‌’ ବା ଲକ୍ଷ୍ୟ ମଧ୍ୟ ପୂର୍ବପରି ରହିବ। ତେବେ କମ୍ପାନୀର ନାଁ ପରିବର୍ତ୍ତନକୁ ନେଟିଜେନ୍ସ ମଜାକ ଉଡାଇଛନ୍ତି । ଆଉ କେହିକେହି ଟ୍ରୋଲ ମଧ୍ୟ କରିଛନ୍ତି ।

Powered by Froala Editor

Tags facebook

Related articles Odisha News Lens 4.1

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା
    ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15089
    May 10, 2025
  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା
    ଦେଶ-ଦେଶାନ୍ତର

    ଭାରତ ସହମତ, ଯୁଦ୍ଧବିରତି ଘୋଷଣା

    15202
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14056
    May 10, 2025
  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ
    ଦେଶ-ଦେଶାନ୍ତର

    ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14605
    May 10, 2025
  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...

    14517
    May 10, 2025
  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା
    ଦେଶ-ଦେଶାନ୍ତର

    ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା

    14385
    May 10, 2025
  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି
    ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15088
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ
    ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15162
    May 10, 2025
  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15542
    May 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ନିଷ୍ପତ୍ତି

    14517
    May 10, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15162
    May 10, 2025
  • ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14056
    May 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16880
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15430
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15089
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15000
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14934
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14603
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14717
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16257
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13973
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14766
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15293
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15542
    May 10, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15089
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14056
    May 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In