ହାତୀ ଆକ୍ରମଣରେ ଗଲା ୪ ଜୀବନ

ବଲାଙ୍ଗିର/ସାଲେଭଟା : ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଦରଳିପାଲି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଦର୍ଲିପାଲି ଗାଁର ବିରଞ୍ଚି ସାହୁ(୫୫)। ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ଏହାବାଦ୍ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଉମ୍ରାଟ ଗାଁର ମାଲ ସେଠ(୬୦), ବିରଞ୍ଚୀ କୁମ୍ଭାର(୫୮) ଏବଂନାଥପାଳିର ଶିବ ସେଠ।
Powered by Froala Editor