Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଡିପ୍ରେସନ୍‌ରୁ ଆତ୍ମହତ୍ୟା କରିଦେଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସିଇଓ ହେବ ତ ଏମିତି : କର୍ମଚାରୀଙ୍କ ପାଇଁ ଘର ବିକିଦେଲେ, ନିଜ ଦରମା କାଟିଲେ

ସିଇଓ ହେବ ତ ଏମିତି : କର୍ମଚାରୀଙ୍କ ପାଇଁ ଘର ବିକିଦେଲେ, ନିଜ ଦରମା କାଟିଲେ

2021-09-23 06:46:59
15101
Share:
Facebook
Twitter
E-Mail
WhatsApp
Telegram
ସିଇଓ ହେବ ତ ଏମିତି : କର୍ମଚାରୀଙ୍କ ପାଇଁ ଘର ବିକିଦେଲେ, ନିଜ ଦରମା କାଟିଲେ

କରୋନା ପାଇଁ ଅନେକ ଚାକିରି ହରାଇଛନ୍ତି । କିଛି କମ୍ପାନୀ ମଧ୍ୟ ବୁଡିଯାଇଛି । ତା ଭିତରେ ବି କିଛି ହୃଦୟବାନ ବ୍ୟକ୍ତି ଅଛନ୍ତି ଯିଏକି ନିଜ ଫାଇଦା କଥା ନଭାବି ପ୍ରଥମେ ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି । ଏଭଳି ଜଣେ ମଣିଷ ହେଉଛନ୍ତି ଆମେରିକାର ଗ୍ରାଭିଟି ମେମେଣ୍ଟସ କମ୍ପାନୀର ଡାନ୍ ପ୍ରାଇସ୍ ।  ଡାନ୍ ପ୍ରାଇସ୍‌ଙ୍କ ବୟସ ମାତ୍ର ୩୧ ବର୍ଷ । ଡାନ୍ କମ୍ପାନୀ କର୍ମଚାରୀଙ୍କୁ ଦରମା ବୃଦ୍ଧି କରିବାକୁ ନିଜ ଘର ବିକ୍ରି କରିବାକୁ ପଛାଇନାହାନ୍ତି । ଏପରିକି ନିଜ ଦରମାରୁ ୭ କୋଟି କମ୍ କରିଦେଇଛନ୍ତି । ଏଭଳି ନିଷ୍ପତ୍ତିରେ ତାଙ୍କ କର୍ମଚାରୀ ବେଶ୍ ଖୁସିଥିବାବେଳେ କାମ ମଧ୍ୟ ବୃଦ୍ଧି କରିଛନ୍ତି । 

ଡାନ କହିଛନ୍ତି ଯେ, ଏବେ କମ୍ପାନୀର ଷ୍ଟାଫଙ୍କ ସଂଖ୍ୟା ଦୁଇଗୁଣକୁ ବୃଦ୍ଧି ପାଇଛି । ଷ୍ଟାଫଙ୍କ ଦରମା ବଢ଼ାଇବା ସମୟରେ ସେ ନିଜର ବାର୍ଷିକ ସାଲାରି ୭ କୋଟି କମ୍ କରିଦେଇଥିଲେ । ଏହି ନିଷ୍ପତ୍ତିକୁ ନେଇ ସେତେବେଳେ କିଛି ଲୋକ ଡାନଙ୍କୁ ହିରୋର ଆଖ୍ୟା ଦେଇଥିଲା ବେଳେ ଆଉ କେତେକ କମ୍ପାନୀ ଦେବାଳିଆ ହୋଇଯିବ ବୋଲି ଭବିଷ୍ୟବାଣୀ କରିଥିଲେ । ଯେତେବେଳେ ସମସ୍ତ ଷ୍ଟାଫଙ୍କ ସାଲାରୀ ବୃଦ୍ଧି ପାଇଥିଲା, ସେତେବେଳେ ସେମାନେ ସମସ୍ତେ କମ୍ପାନୀ ପ୍ରତି ଅଧିକ ବିଶ୍ୱସ୍ତ ହୋଇଥିଲେ ।

ଫଳସ୍ୱରୂପ ୨୦୨୦ରେ କରୋନା ପାଇଁ କମ୍ପାନୀ ଖରାପ ଅବସ୍ଥାକୁ ଚାଲିଆସିଥିଲେ ମଧ୍ୟ କିଛି ମାସ ପରେ ସେଥିରୁ ମୁକୁଳିବାରେ ସକ୍ଷମ ହୋଇଥିଲା । ଏହି ସମୟରେ କିଛି ଷ୍ଟାଫ ନିଜ ଇଚ୍ଛାରେ କିଛି ମାସ ପାଇଁ ନିଜ ନିଜର ସାଲାରୀ ହ୍ରାସ କରାଇଥିଲେ । ଅନ୍ୟପଟେ ସାଲାରୀ ବୃଦ୍ଧି ହେବା ପରେ ଗ୍ରାଭିଟି ପେମେଣ୍ଟର ସମସ୍ତ ଷ୍ଟାଫ ମିଶି କରି ସିଇଓ ଡାନ୍ ଙ୍କୁ ଏକ ଆକର୍ଷଣୀୟ କାର ଗିଫ୍ଟ କରିଥିଲେ । ତେବେ ଏହାକୁ ନେଇ ସେ ଅଧିକ ଖୁସି ଥିବା ପ୍ରକାଶ କରିଛନ୍ତି । 

Powered by Froala Editor

Tags dan price

Related articles Odisha News Lens 4.1

  • ଡିପ୍ରେସନ୍‌ରୁ ଆତ୍ମହତ୍ୟା କରିଦେଲେ ପୂର୍ବତମ ମିସ୍ ପଡୁଚେରୀ
    ଦେଶ-ଦେଶାନ୍ତର

    ଡିପ୍ରେସନ୍‌ରୁ ଆତ୍ମହତ୍ୟା କରିଦେଲେ ପୂର୍ବତମ ମିସ୍ ପଡୁଚେରୀ

    13681
    Jul 15, 2025
  • ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ
    ଦେଶ-ଦେଶାନ୍ତର

    ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ

    13794
    Jul 15, 2025
  • କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା
    ଦେଶ-ଦେଶାନ୍ତର

    କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା

    14477
    Jul 14, 2025
  • ଶେଷ ମୁହୂର୍ତ୍ତରେ ମିଳିଲା ନୂଆ ଜୀବନ, ନିମିଶାଙ୍କ ଫାଶୀ ସ୍ଥଗିତ
    ଦେଶ-ଦେଶାନ୍ତର

    ଶେଷ ମୁହୂର୍ତ୍ତରେ ମିଳିଲା ନୂଆ ଜୀବନ, ନିମିଶାଙ୍କ ଫାଶୀ ସ୍ଥଗିତ

    14362
    Jul 15, 2025
  • ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

    15794
    Jul 14, 2025
  • ପାର୍ଟିକୁ ଯାଇଥିଲେ, କୂଅରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ
    ଦେଶ-ଦେଶାନ୍ତର

    ପାର୍ଟିକୁ ଯାଇଥିଲେ, କୂଅରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ

    13941
    Jul 15, 2025
  • ସାଇନା ଓ କାଶ୍ୟପ ମଧ୍ୟରେ ବିବାହ ବିଚ୍ଛେଦ
    ଦେଶ-ଦେଶାନ୍ତର

    ସାଇନା ଓ କାଶ୍ୟପ ମଧ୍ୟରେ ବିବାହ ବିଚ୍ଛେଦ

    13943
    Jul 15, 2025
  • ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ଚିନି, ତେଲ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ !
    ଦେଶ-ଦେଶାନ୍ତର

    ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ଚିନି, ତେଲ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ !

    14700
    Jul 14, 2025
  • ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା
    ଦେଶ-ଦେଶାନ୍ତର

    ମହାକାଶରୁ ସୁରକ୍ଷିତ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା

    15265
    Jul 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା

    14477
    Jul 14, 2025
  • ବିଶେଷ

    ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ

    14390
    Jul 15, 2025
  • ଦେଶ-ଦେଶାନ୍ତର

    ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

    15794
    Jul 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16623
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16738
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17051
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15541
    Apr 03, 2021

ବିଶେଷ

  • ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ

    14390
    Jul 15, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14534
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    15047
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15913
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14902
    Jul 11, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15879
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16415
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14061
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15582
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶେଷ ମୁହୂର୍ତ୍ତରେ ମିଳିଲା ନୂଆ ଜୀବନ, ନିମିଶାଙ୍କ ଫାଶୀ ସ୍ଥଗିତ

    14362
    Jul 15, 2025
  • ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

    15794
    Jul 14, 2025
  • ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ

    13794
    Jul 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In