Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମେରିକାରେ ପ୍ରବେଶ କରିପାରିବେନି ୧୨ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ

୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ

2021-09-17 08:23:54
14885
Share:
Facebook
Twitter
E-Mail
WhatsApp
Telegram
୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ବର୍ଷରେ ପାଦ ଥାପିଲେ ଭାରତର ୧୪ତମ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀ ତଥା ବହୁ ନେତା ରାଜନେତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜନେତାମାନେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି । ‘ଆପଣଙ୍କ ମନରେ ଥିବା ସର୍ବଦା ସେବାର ଗାଥାକୁ ନେଇ ରାଷ୍ଟ୍ରସେବା କରିଚାଲନ୍ତୁ’ ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ‘ତାଙ୍କର ଅତୁଳନୀୟ ଦୃଷ୍ଟିକୋଣ, ଆଦର୍ଶ ନେତୃତ୍ୱ ଏବଂ ଉତ୍ସର୍ଗୀକୃତ ସେବା ଦେଶର ସର୍ବଦଳୀୟ ଅଭିବୃଦ୍ଧି କରିପାରିଛି । ସେ ଦୀର୍ଘ, ସୁସ୍ଥ ଏବଂ ସୁଖମୟ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ଗୃହ ମନ୍ତ୍ରୀ ଅମିତ ଶାହା ଟ୍ବିଟ କରି କହିଛନ୍ତି ଯେ, ଦେଶର ସର୍ବପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭକାମନା । ଈଶ୍ବରଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି । ମୋଦିଜି କେବଳ ଯେ ଦେଶକୁ ସମୟ ସହ ତାଳ ଦେଇ ଆଗକୁ ବଢିବା ଏବଂ ପରିଶ୍ରମର ପରାକାଷ୍ଠାରେ ପ୍ରତିଜ୍ଞା ପୂରଣ ପାଇଁ ଚିନ୍ତା କରିନାହାନ୍ତି ଏହାକୁ ମଧ୍ୟ ବାସ୍ତବର ଚିତ୍ର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ବିକାଶ ଏବଂ ଉତ୍ତମ ଶାସନର ଅନେକ ନୂତନ ଅଧ୍ୟାୟ ଲେଖିଛନ୍ତି। ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ତଥା ଆତ୍ମ ସମ୍ମାନକାରୀ ଦେଶରେ ପରିଣତ କରିବାର ସ୍ୱପ୍ନ ସାକାର ହେଉ, ଏହା ତାଙ୍କ ଜନ୍ମଦିନରେ ଇଚ୍ଛା । ଭଗବାନ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୋର ପ୍ରାର୍ଥନା । ପ୍ରତ୍ୟେକ କ୍ଷେତ୍ରରେ ଚ୍ୟାଲେଞ୍ଜିଙ୍ଗ ସମୟରେ ମା ଭାରତୀ ତାଙ୍କୁ ସଠିକ୍ ମାର୍ଗ ଦେଖାନ୍ତୁ । ଏପରି ଜଣେ ଏକ ନେତାଙ୍କ ତତ୍ତବାବଧାନରେ ମୁଁ କାମକରି ନିଜକୁ ଗର୍ବିତ ମନେକରୁଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି କହିଛନ୍ତି ।

Powered by Froala Editor

Tags Modi

Related articles Odisha News Lens 4.1

  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍
    ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14140
    Jun 04, 2025
  • ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ
    ଦେଶ-ଦେଶାନ୍ତର

    ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13938
    Jun 04, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    14900
    Jun 05, 2025
  • ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ
    ଦେଶ-ଦେଶାନ୍ତର

    ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ

    14297
    Jun 04, 2025
  • ରକିଙ୍କ ହାତ ଧରିଲେ ହିନା
    ମନୋରଞ୍ଜନ

    ରକିଙ୍କ ହାତ ଧରିଲେ ହିନା

    14086
    Jun 04, 2025
  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13296
    Jun 05, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା
    ଦେଶ-ଦେଶାନ୍ତର

    ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15557
    Jun 04, 2025
  •  ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ
    ଦେଶ-ଦେଶାନ୍ତର

    ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15404
    Jun 05, 2025
  • RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ

    13790
    Jun 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14140
    Jun 04, 2025
  • ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    14970
    Jun 04, 2025
  • ଦେଶ-ଦେଶାନ୍ତର

    ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ

    14297
    Jun 04, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16645
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16939
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15472
    Apr 03, 2021

ବିଶେଷ

  • ଅଧା କପ୍‌ ବିଟ୍‌ ରସର କରାମତି

    13819
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13655
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13694
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    15296
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15293
    Jun 02, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15690
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16308
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14016
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14812
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • RCBର ବିଜୟ ରାଲିରେ ଦଳାଚକଟା, ୧୧ ଜଣଙ୍କ ମୃତ୍ୟୁ

    13790
    Jun 04, 2025
  • ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

    13938
    Jun 04, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    14900
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In