Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ...

  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ ...

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ...

  • ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ...

ରାଜ୍ୟ
Home ›› ରାଜ୍ୟ ››ଏବେ ବ୍ଲେମ ଗେମ ଖେଳିବା କଥା ନୁହେଁ: ଅପରାଜିତା

ଏବେ ବ୍ଲେମ ଗେମ ଖେଳିବା କଥା ନୁହେଁ: ଅପରାଜିତା

2021-04-17 08:27:56
13755
Share:
Facebook
Twitter
E-Mail
WhatsApp
Telegram
ଏବେ ବ୍ଲେମ ଗେମ ଖେଳିବା କଥା ନୁହେଁ: ଅପରାଜିତା
ଭୁବନେଶ୍ୱର: ବର୍ତ୍ତମାନ କରୋନା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରନ୍ତୁ । ଏବେ ବ୍ଲେମ ଗେମ ଖେଳିବା କଥା ନୁହେଁ । ଏଭଳି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ଶ୍ରୀମତୀ ଷଡ଼ଙ୍ଗୀ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ମୋଦୀଙ୍କୁ ନବୀନଙ୍କ ଚିଠି ଲେଖିବାକୁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ କାମ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଥମ ଲହର ଭଲଭାବେ ନିୟନ୍ତ୍ରଣ ହୋଇଛି । ଦ୍ୱିତୀୟ ଲହର ବଡ଼ ଆହ୍ୱାନ । ଅକ୍ସିଜେନ, ବେଡ ଓ ଭେଣ୍ଟିଲେଟର ସବୁ ଠିକ ଦରକାର । କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରନ୍ତୁ । ଏବେ ବ୍ଲେମ ଗେମ ଖେଳିବା କଥା ନୁହେଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ପ୍ରକାଶ ଯେ, ଖୋଲା ବଜାରରେ କରୋନା ଟିକା ଉପଲବ୍ଧ ହେଉ । ଫଳରେ ଟିକା ପାଇଁ ଅର୍ଥ ଦେବାକୁ ପ୍ରସ୍ତୁତ ଥିବା ଲୋକମାନେ ଟିକା ନେଇପାରିବେ । ଯାହାକି ସରକାରଙ୍କ ପାଇଁ ମଧ୍ୟ ବେଶ ସହାୟକ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ମର୍ମରେ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, କୋଭିଡ଼ ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଦରକାର । ଏଯାବତ ଓଡ଼ିଶାରେ ୪୭ ଲକ୍ଷ ଡୋଜ ଟିକା ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ପ୍ରଦାନ କରାଯାଇଛି । ଆମ ରାଜ୍ୟରେ କମ ଟିକା ନଷ୍ଟ ହୋଇଥିବାବେଳେ ପ୍ରତିଦିନ ୩ ଲକ୍ଷ ଡୋଜ ଟିକା ଦେବା ପାଇଁ ମଧ୍ୟ ଆମେ ସମର୍ଥ । ଟିକା ନେବା ପାଇଁ ଲୋକମାନଙ୍କର ଆଗ୍ରହ ଥିଲେବି ଚାହିଦା ମୁତାବକ ଟିକା ଯୋଗାଣ ହୋଇନପାରିବା ଏକ ଆହ୍ୱାନ ସୃଷ୍ଟିକରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ୨୫ ଲକ୍ଷ ଡୋଜ ଟିକା ଯୋଗାଣ ପାଇଁ ସେ ଅନୁରୋଧ କରିଥିଲେ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତି । ଯଦି ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ ଟିକା ଦିଆଯାଏ ତଥାପିବି ସମସ୍ତ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ଟିକାକରଣ ପାଇଁ ୧୬୦ ଦିନ ଲାଗିବ । ଏସବୁ ଆହ୍ୱାନର ସମ୍ମୁଖୀନ ହେବା ନିମନ୍ତେ ନବୀନ କେତେକ ପ୍ରସ୍ତାବ ଦେଇଛନ୍ତି । କୋଭିଡ଼ ୧୯ ଟିକା ଖୋଲା ବଜାରରେ ଉପଲବ୍ଧ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହାଫଳରେ ଯେଉଁମାନେ ଟିକା ପାଇଁ ଅର୍ଥ ଦେଇପାରିବେ ସେମାନେ ନେଇପାରିବେ । ଅପରପକ୍ଷରେ ସରକାର ସମାଜର ବିପଦଶଙ୍କୁଳ ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦେଇପାରିବେ ବୋଲି ନବୀନ କହିଛନ୍ତି । ବିଶ୍ୱସ୍ତରରେ ଯେଉଁସବୁ ଟିକାକୁ ମଂଜୁରୀ ମିଳିଛି ସେହି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଟିକା ଉପôାଦନ ୟୂନିଟକୁ ଆବଶ୍ୟକୀୟ ସହଯୋଗ ଦେବା ପାଇଁ ମଧ୍ୟ ନବୀନ ପ୍ରସ୍ତାବ ଦେଇଛନ୍ତି । ଏଭଳି ଏକ ଅସାଧାରଣ ସମୟରେ ଆମକୁ ଆଉ କେଇ ପାଦ ଆଗକୁ ଯିବାକୁ ପଡ଼ିବ । ସେହିପରି ଯେଉଁ ମେଟ୍ରୋସହରମାନଙ୍କରେ କୋଭିଡ଼ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ସେଠାରେ ଟୀକାକରଣକୁ ଅଗ୍ରାଧିକାର ଦେବା ଦରକାର । ସମସ୍ତ ବର୍ଗର ଲୋକଙ୍କର କିଭଳି ଟୀକାକରଣ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବା ଉଚିତ । ସେହି ସବୁ ମେଟ୍ରୋ ସହରଗୁଡ଼ିକ ହେଉଛି ଆମର ଅର୍ଥନୈତିକ ମେରୁଦଣ୍ଡ । ସେଠାରେ ଲକଡାଉନ ହେଲେ ସାରା ଦେଶରେ ଶ୍ରମିକ ସ୍ଥାନାନ୍ତର ଭଳି ସମସ୍ୟା ପରିଲକ୍ଷିତ ହେବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ ଟିକା ଉପଲବ୍ଧ କରିବା ନିମନ୍ତେ ନବୀନ କହିଛନ୍ତି ।
Tags APARAJITA SARANGI

Related articles Odisha News Lens 4.1

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13495
    Aug 26, 2026
  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା
    ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14843
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13649
    Aug 26, 2026
  •  ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ
    ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15185
    Aug 25, 2026
  • ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ
    ଦେଶ-ଦେଶାନ୍ତର

    ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ

    15284
    Aug 25, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ...

    14004
    Aug 26, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13800
    Aug 26, 2026
  • ‘ମହାକାଳୀ’ର ପ୍ରଥମ ଝଲକ
    ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14297
    Aug 26, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14176
    Aug 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ଟଙ୍କା

    13495
    Aug 26, 2026
  • ଦେଶ-ଦେଶାନ୍ତର

    ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15185
    Aug 25, 2026
  • ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14843
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17684
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17724
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18121
    Sep 06, 2023

ବିଶେଷ

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13649
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15223
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15583
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16113
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14029
    Aug 16, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14448
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15975
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14011
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14276
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ

    15185
    Aug 25, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13649
    Aug 26, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13800
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In