Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ...

  • ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ...

  • ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ...

  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ...

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ...

  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ...

  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

ରାଜ୍ୟ
Home ›› ରାଜ୍ୟ ››ଫିଟିଲା ବାଟ, ପୁରୀରୁ କୋଣାର୍କ ଗଡ଼ିବ ରେଳ!

ଫିଟିଲା ବାଟ, ପୁରୀରୁ କୋଣାର୍କ ଗଡ଼ିବ ରେଳ!

2021-09-07 07:16:27
14622
Share:
Facebook
Twitter
E-Mail
WhatsApp
Telegram
ଫିଟିଲା ବାଟ, ପୁରୀରୁ କୋଣାର୍କ ଗଡ଼ିବ ରେଳ!

ପୁରୀ : ପୁରୀରୁ କୋଣାର୍କକୁ ରେଳପଥ ସଂଯୋଗ ବାଟ ଫିଟିଛି । ଅଗଷ୍ଟରେ ପୂର୍ବତଟ ରେଳପଥ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ରେଲୱେ ବୋର୍ଡକୁ ପ୍ରଦାନ କରିଛନ୍ତି । ପୂର୍ବରୁ ସିଆରଜେଡକୁ ନେଇ ସମସ୍ୟା ଦେଖା ଦେଇଥିଲା । ବନ ବିଭାଗ ଏ ନେଇ ଆପତ୍ତି ଉଠାଇଥିଲା । ଏବେ ନୂଆ ଓ ବିକଳ୍ପ ରାସ୍ତା ଖୋଜାଯାଇଛି, ଯାହା ସିଆରଜେଡରେ ଆସୁନି । ଏହି ଚୂଡ଼ାନ୍ତ ରିପୋର୍ଟ ରେଲୱେ ବୋର୍ଡକୁ ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି । ଫଳରେ ଦୁଇଦଶନ୍ଧି ଧରି ପୁରୀ-କୋଣାର୍କ ରେଳପଥ ସଂଯୋଗ ନେଇ ରାଜ୍ୟବାସୀ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ସାକାର ହେବାକୁ ଯାଉଛି । ଏହାଦ୍ୱାରା କେବଳ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବନି, ଏଠାର ଆର୍ଥôକ ସ୍ଥିତି ବି ଆହୁରି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜନଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୁରୀ-କୋଣାର୍କ ରେଳପଥ ପ୍ରସଙ୍ଗ ଉଠିଥିଲା । ସେ ସମୟରେ ପୁରୀ-କୋଣାର୍କ ରେଳପଥ ସର୍ଭେ କାମ ଚାଲିଛି ବୋଲି କହିଥିଲେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ । ଏହି ରେଳପଥ ଉପରେ ପୁରୀ ବିକାଶ ପରିଷଦକୁ ଲେଖିଥିବା ଚିଠିରେ ରେଳବାଇ ବୋର୍ଡକୁ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ପ୍ରଦାନକରିଥିବା ପୂର୍ବତଟ ରେଳପଥ ଉପମୁଖ୍ୟ ଇଂଜିନିୟର ଜି. କେ. ରାଓ କହିଛନ୍ତି । ଇଂ. ରାଓ ଚିଠିରେ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଭାୟା ରାମଚଣ୍ଡୀ ଦେଇ ଯିବାକୁ ଯୋଜନା ହୋଇଛି ।

ପୂର୍ବରୁ ଏହାର ପ୍ରାଥମିକ ଇଂଜିନିୟରିଂ ତଥା ଟ୍ରାଫିକ(ପିଇଟି) ସର୍ଭେ କରାଯାଇଥିଲା । ଏହାର ବିସ୍ତୃତ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା । ପରେ ଏହି ରିପୋର୍ଟରେ ସାମାନ୍ୟ ପରିବର୍ତ୍ତନ କରି ୨୦୧୭ ମସିହାରେ ରେଲୱେ ବୋର୍ଡକୁ ପ୍ରଦାନ କରାଯାଇଥିଲା । କିନ୍ତୁ ସେ ସମୟରେ ବନ ବିଭାଗ ରିପୋର୍ଟକୁ ନେଇ ଆପତ୍ତି ଉଠାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ସମ୍ବେଦନଶୀଳ(ଇକୋ ସେନସିଟିଭ ଜୋନ) ଅଞ୍ଚଳ ସହ ସିଆରଜେଡ ନିୟମକୁ ଉଲ୍ଲଂଘନ କରୁଥିବା ଚିଠି ଲେଖି ଜଣାଇଥିଲା । ପରେ ପୁନର୍ବାର ଏହାର ସର୍ଭେ କରାଯାଇଥିଲା ଓ ଆଉ ଏକ ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଯେଉଁ ସର୍ଭେ ରିପୋର୍ଟରେ ବନ ବିଭାଗ ଆପତ୍ତି ଉଠାଇଥିବା ସମ୍ବେଦନଶୀଳ ଅଞ୍ଚଳକୁ ବାଦ ଦିଆଯାଇଛି । ବିକଳ୍ପ ରାସ୍ତା ଖୋଜାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି ଓ ଏହା ଗତ ଅଗଷ୍ଟ ୨୧ ତାରିଖରେ ରେଲୱେ ବୋର୍ଡକୁ ପ୍ରଦାନ (ଚିଠି ସଂଖ୍ୟା-୨୦୨୦/ଡବ୍ଲୁ-୨/ଇଷ୍ଟକୋଷ୍ଟ ରେଲୱେ /୦୩/୩୮/୨୩/୬/୨୦୨୧) କରାଯାଇଛି ବୋଲି ଇଂ. ରାଓ କହିଛନ୍ତି । ଏ ସମ୍ପର୍କରେ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି ଯେ ପୁରୀ-କୋଣାର୍କ ରେଳପଥ ଉପରେ ତାଙ୍କ ସଂଗଠନ ଗତ ୧୯ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ କାଳରେ ଏକ ଦାବିପତ୍ର ଦେଇଥିଲା । ଏହା ପୂର୍ବରୁ ଗତ ଜାନୁଆରି ୨୮ରେ ସଂଗଠନ ପକ୍ଷରୁ ତକôାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ବି ଦାବିପତ୍ର ଦିଆଯାଇଥିଲା । ତକôାଳୀନ ରେଳମନ୍ତ୍ରୀ ଶ୍ରୀ ଗୋଏଲ୍ ଏ ବିଷୟରେ ରେଲୱେ ବୋର୍ଡ ଓ ପୂର୍ବତଟ ରେଳପଥଠାରୁ ରିପୋର୍ଟ ମାଗିଥିଲେ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଏବଂ ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାରୁ ପୁରୀ-କୋଣାର୍କ ରେଳପଥ ସଂଯୋଗର ଆବଶ୍ୟକତା ରହିଥିବା ଶ୍ରୀ ବସ୍ତିଆ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପୁରୀରୁ କୋଣାର୍କ ମଧ୍ୟରେ ୩୫ କିମି ରେଳପଥ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପର ୫୦% ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ୪ ବର୍ଷ ତଳେ ଘୋଷଣା କରିଥିଲେ । ପୁରୀ-କୋଣାର୍କ ରେଳପଥ ନିର୍ମାଣ କରାଗଲେ ପର୍ଯଟନର ବିକାଶ ତ୍ୱରାନ୍ୱିତ ହୋଇପାରିବ । ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକମାନେ ଉପକୃତ ହେବେ । 

Powered by Froala Editor

Tags puri- konark railway

Related articles Odisha News Lens 4.1

  • ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ...
    ଦେଶ-ଦେଶାନ୍ତର

    ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ...

    14949
    Oct 03, 2026
  • ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ଆଦାନୀ
    ଦେଶ-ଦେଶାନ୍ତର

    ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ଆଦାନୀ

    15080
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    15217
    Oct 01, 2026
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14903
    Oct 01, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    15351
    Oct 01, 2026
  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...
    ଦେଶ-ଦେଶାନ୍ତର

    ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...

    14502
    Oct 02, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15828
    Oct 01, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ
    ଦେଶ-ଦେଶାନ୍ତର

    ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    15023
    Oct 02, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
    ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14489
    Oct 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଉପଗ୍ରହ

    13854
    Oct 03, 2026
  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14903
    Oct 01, 2026
  • ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14489
    Oct 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17146
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17835
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17799
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18213
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15396
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14067
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15806
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15374
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14746
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    15014
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14396
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14343
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15959
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

    15828
    Oct 01, 2026
  • ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଉପଗ୍ରହ

    13854
    Oct 03, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14489
    Oct 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In