Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

  • ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ...

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ...

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ...

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ...

  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ...

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

Home ›› ››ଉତ୍ତରପ୍ରଦେଶରେ ଅଜଣା ଜ୍ୱର ଭୟ: ମଲେଣି ୧୦୦ରୁ ଅଧିକ

ଉତ୍ତରପ୍ରଦେଶରେ ଅଜଣା ଜ୍ୱର ଭୟ: ମଲେଣି ୧୦୦ରୁ ଅଧିକ

2021-09-05 07:38:50
14376
Share:
Facebook
Twitter
E-Mail
WhatsApp
Telegram
ଉତ୍ତରପ୍ରଦେଶରେ ଅଜଣା ଜ୍ୱର ଭୟ: ମଲେଣି ୧୦୦ରୁ ଅଧିକ

ଉତ୍ତରପ୍ରଦେଶରେ ଏବେ ଅଜଣା ଜ୍ୱରର ଭୟ ବ୍ୟାପିଛି । ସପ୍ତାହେ ଭିତରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବ୍ୟାପିଥିବା ଭାଇରାଲ ଫିଭରକୁ ରୋକିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ୍‌ରେ ୫ ଜଣ ବିଶେଷଜ୍ଞ ରହିଛନ୍ତି । ଏହି ଟିମ ବିଭିନ୍ନ ଜିଲ୍ଲାରେ ଗାଁଗୁ ଗାଁ ବୁଲି ନମୂନା ସଂଗ୍ରହ କରୁଛନ୍ତି । ତେବେ ନମୂନା ନରୀକ୍ଷଣ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡାକ୍ତରୀ ଟିମ ।  

ରିପୋର୍ଟ ଅନୁଯାୟୀ, ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରାଜଧାନୀ ଲକ୍ଷ୍ନୌ, ଆଗ୍ରା, ମଥୁରା, ମେନ୍‌ପୁରୀ, ଏଟା, କାସଗଞ୍ଜ ଏବଂ ଫିରୋଜାବାଦର ରହିଛି। ଫିରୋଜାବାଦର କୌଶଲ୍ୟାନଗରରେ ଅଜଣା ଜ୍ୱରରେ ପୀଡିତ ଲୋକଙ୍କ ସଂଖ୍ୟା ସର୍ବାଧିକ । ପୀଡିତଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ରହିଛନ୍ତି । କୁହାଯାଉଛି ଯେ, ଏପର୍ଯ୍ୟନ୍ତ ୩ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଶିଶୁ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। 

ଫିରୋଜାବାଦର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୀତା କୁଲସ୍ରେଷ୍ଟା କହିଛନ୍ତି, ବିଶେଷକରି ପିଲାମାନଙ୍କୁ ଏହି ଜ୍ବର ଅଧିକ ସଂକ୍ରମିତ କରୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହୁଛି । ଗତ ସପ୍ତାହରେ ୩୨ ଶିଶୁଙ୍କ ସମେତ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଯଦିଓ ସରକାରୀ ଆକଳନକୁ ୧୦୦ରୁ ଅଧିକ ବୋଲି କୁହାଯାଉଛି । ଏହି ରୋଗ ଦ୍ୱାରା ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ଫୈଜୁଲ୍ଲାଗଞ୍ଜ । ଗତ ଶୁକ୍ରବାର ଏଠାରେ ୨୦ ଜଣ ଶିଶୁ ଭାଇରାଲ ଜ୍ୱରର ଶିକାର ହୋଇଛନ୍ତି। ବଳରାମପୁର ଡାକ୍ତରଖାନାରେ ପ୍ରତିଦିନ ୩୦ରୁ ଅଧିକ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । ସେହିଭଳି ସିଭିଲ ହସ୍ପିଟାଲରେ ପ୍ରତିଦିନ ୩୦ରୁ ୪୦ଟି ମାମଲା ଆସୁଛି ।


Powered by Froala Editor

Tags viral

Related articles Odisha News Lens 4.1

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13809
    Apr 02, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି
    ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14418
    Apr 01, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15367
    Apr 01, 2026
  •  ଏବେ ଦିଲ୍ଲୀବାସୀଙ୍କ ପାଇଁ  ବିଦ୍ୟୁତ୍ ସେବା ପାଇବା ହେବ ସହଜ
    ଦେଶ-ଦେଶାନ୍ତର

    ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ପାଇବା ହେବ ସହଜ

    13809
    Apr 02, 2026
  •  ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ
    ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15078
    Apr 02, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14576
    Apr 02, 2026
  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ
    ଦେଶ-ଦେଶାନ୍ତର

    ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ

    15794
    Apr 01, 2026
  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ
    ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    14078
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
    ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15554
    Apr 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼

    13809
    Apr 02, 2026
  • ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15367
    Apr 01, 2026
  • ଦେଶ-ଦେଶାନ୍ତର

    କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15694
    Apr 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17397
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17457
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17807
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16284
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15078
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14475
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15952
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15447
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16177
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15309
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15038
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15542
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13838
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15554
    Apr 01, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15367
    Apr 01, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15694
    Apr 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In