Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ...

  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ...

  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ...

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ...

  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

Home ›› ››୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଛାଡିଯାଇଛି ଆମେରିକା

୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଛାଡିଯାଇଛି ଆମେରିକା

2021-08-31 08:02:01
13814
Share:
Facebook
Twitter
E-Mail
WhatsApp
Telegram
୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଛାଡିଯାଇଛି ଆମେରିକା

କାବୁଲ: ଆମେରିକା ଆଫଗାନିସ୍ତାନରୁ କେବଳ ଯେ ତାଲିବାନ ଭୟରେ ନିଜ ସୈନ୍ୟମାନଙ୍କୁ ସମୟ ପୂର୍ବରୁ ପ୍ରତ୍ୟାହାର କରିନେଇଛି ତାହା ନୁହେଁ, ଏଥିସହିତ ଏହା ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପାଇଁ ପ୍ରାୟ ୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଆଫଗାନିସ୍ତାନରେ ଛାଡିଯାଇଛି। ପୂର୍ବରୁ କେବଳ ଏକେ ୪୭ ଭଳି ଆଗ୍ନେୟାସ୍ତ୍ରରେ ଆତଙ୍କରାଜ ଚଳାଇଥିବା ତାଲିବାନ ପାଇଁ ଏହା ବରଦାନ ସଦୃଶ ହୋଇଛି। ଏତେ ପରିମାଣର ଯୁଦ୍ଧାସ୍ତ୍ର, ଯାନବାହନ, ଲଢୁଆ ହେଲିକପ୍ଟର, ବିମାନ ଆତି ଅନେକ ରାଷ୍ଟ୍ର ନିକଟରେ ମଧ୍ୟ ନାହିଁ ବୋଲି ଡେଲି ମେଲ୍‍ରେ କୁହାଯାଇଛି। ଆମେରିକାର ରିପବ୍ଲିକାନ କଂଗ୍ରେସ ସଦସ୍ୟ ଜିମ୍‍ ବ୍ୟାଙ୍କସଙ୍କ ଉକ୍ତିକୁ ଉଦ୍ଧାର କରି ଏହା କହିଛି ଯେ, ଆମେରିକା ସୈନ୍ୟମାନେ ଆଫଗାନିସ୍ତାନରେ ଯେତିକି ସଂଖ୍ୟାରେ ଲଢୁଆ ବ୍ଲାକହକ୍‍ ହେଲିକପ୍ଟର ଛାଡିଆସିଛନ୍ତି, ତାହା ବିଶ୍ୱର ୮୫ ପ୍ରତିଶତ ରାଷ୍ଟ୍ରରେ ଥିବା ଏହି ଧରଣର ହେଲିକପ୍ଟର ଠାରୁ ମଧ୍ୟ ଅଧିକ।
ଆଫଗାନିସ୍ତାନରେ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ଦାୟିତ୍ୱରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ଜିମ୍‍ ବ୍ୟାଙ୍କସ କହିଛନ୍ତି, ଆମେରିକା ପ୍ରଶାସନର ଅବହେଳା କାରଣରୁ ଏଭଳି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବେ ଆଫଗାନିସ୍ତାନରେ ରହିଯାଇଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ୨୦ ବର୍ଷ ଧରି ଆମେରିକା ଉକ୍ତ ଅସ୍ତ୍ରଶସ୍ତ୍ରକୁ ତାଲିବାନ ଆତଙ୍କିମାନେ ଯେଭଳି ଆଫଗାନ ଦଖଲ ନକରିବେ, ସେହି ଉଦ୍ଦେଶ୍ୟରେ ଠୁଳ କରିଥିଲା। କିନ୍ତୁ ତାହା ଏବେ ସେହି ଆତଙ୍କି ଗୋଷ୍ଠୀଙ୍କୁ ଆମେରିକା ଉପହାର ଭଳି ଦେଇଆସିଛି। ଏହି ଅସ୍ତ୍ରଶସ୍ତ୍ର ଓ ସାମରିକ ସରଞ୍ଜାମ ମଧ୍ୟରେ ରହିଛି ଅତ୍ୟାଧୁନିକ ଏମବିଆଇଟିଆର-୨ (ମଲଟି-ବ୍ୟାଣ୍ଡ୍‍ ଇଂଟ୍ରାଟିମ୍‍ ରେଡିଓ), ଏମ୪ କାର୍ବାଇନ, ଶତାଧିକ ସଂଖ୍ୟାରେ ବ୍ଲାକ ହକ ହେଲିକପ୍ଟର, ଚିନୁକ ହେଲିକପ୍ଟର, ସାମରିକ ବିମାନ, ବିପୁଳ ସଂଖ୍ୟକ ଲଢୁଆ ଟ୍ୟାଙ୍କ, ନାଇଟ ଭିଜନ ଗଗଲ୍ସ ଆଦି। ପାଦରେ ଚପଲ, ସାଲୱାର କମିଜ, ମୁଣ୍ଡରେ ଗାମୁଛା ଗୁଡାଇ କାନ୍ଧରେ ପୁରୁଣା ଏକେ-୪୭ ପକାଇ ବୁଲୁଥିବା ତାଲିବାନି ଆତଙ୍କିଙ୍କ ଚେହେରା ବଦଳି ଯାଇଛି। ସେମାନେ ଆମେରିକୀୟ ସୈନ୍ୟଙ୍କ ଭଳି ୟୁନିଫର୍ମ, ମୁଣ୍ଡରେ ନାଇଟ ଭିଜନ ଥିବା ହେଲମେଟ, ପାଦରେ ଜୋତା ଏବଂ ହାତରେ ଆମେରିକୀୟ ଆସଲ୍ଟ ରାଇଫଲ ସହିତ ଆମେରିକୀୟ ସାଞ୍ଜୁଆ ଗାଡିରେ ବୁଲୁଛନ୍ତି। ଏପରିକି ସୋମବାର ସେମାନେ ଏକ ଚିନୁକ ହେଲିକପ୍ଟରକୁ କାନ୍ଦାହାର ବିମାନ ବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଉଡାଣ ମଧ୍ୟ କରିଛନ୍ତି।

Powered by Froala Editor

Tags america

Related articles Odisha News Lens 4.1

  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14707
    May 27, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ
    ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15154
    May 27, 2026
  •  ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା
    ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    15002
    May 27, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ
    ବିଶେଷ

    ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14756
    May 27, 2026
  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ
    ଦେଶ-ଦେଶାନ୍ତର

    ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ

    15243
    May 27, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13547
    May 26, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13678
    May 26, 2026
  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି
    ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13689
    May 27, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14796
    May 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13547
    May 26, 2026
  • ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15154
    May 27, 2026
  • ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13689
    May 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16884
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17505
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17552
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17934
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14756
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14688
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15751
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15040
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14451
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15426
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15168
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15658
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13994
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13531
    May 27, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13547
    May 26, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15154
    May 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In