ରାଜ୍ୟରେ ୨୪ ଘଂଟାରେ ୮୮୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଥିବା ପରିଲକ୍ଷିତ ହୋଇଛି । ରାଜ୍ୟରେ ୨୪ ଘଂଟାରେ ୮୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟିନରୁ ୫୧୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସରୁ ୩୭୪ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳ ୩୨, ବାଲେଶ୍ୱର ୬୨, ବରଗଡ ୮, ଭଦ୍ରକ ୩୧, ବୌଦ୍ଧ ୨, କଟକ ୮୧, ଦେବଗଡ ୨, ଗଜପତି ୪, ଗଂଜାମ ୮, ଜଗତସିଂହପୁର ୫୪, ଢେ଼ଙ୍କାନାଳ ୧୧, ଯାଜପୁର ୬୦, ଝାରସୁଗୁଡା ୩, କଳାହାଣ୍ଡି ୧୧, କନ୍ଧମାଳ ୫, କେନ୍ଦ୍ରାପଡା ୩୩, କେନ୍ଦୁଝର ୧୮, ଖୋର୍ଦ୍ଧା ୨୫୩, ମାଲକାନଗିରି ୯, ମୟୂରଭଂଜ ୨୫, ନବରଙ୍ଗପୁର ୪, ନୟାଗଡ ୨୫, ପୁରୀ ୫୩, ରାୟଗଡା ୫, ସମ୍ବଲପୁର ୧୫, ସୁବର୍ଣ୍ଣପୁର ୨, ସୁନ୍ଦରଗଡ ୧୨ ଏବଂ ଷ୍ଟେଟପୁଲ ୫୧ରୁ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬କୁ ବୃଦ୍ଧି ପାଇଛି ।
Powered by Froala Editor