ଅଟୋ ଧକ୍କାରେ ବୃଦ୍ଧ ମୃତ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ୫୯ ବର୍ଷୀୟ ଅମିନ ଭାଇ ଓରଫ ଅକ୍ଷୟ ମଲ୍ଲିକ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଚାକିରୀ କରୁଥିଲେ। ସନ୍ଧ୍ୟାରେ ଶ୍ରୀ ମଲ୍ଲିକ ସାଇକେଲ ଯୋଗେ ଘରୁ ବାହାରି ପଟ୍ଟାମୁଣ୍ଡାଇ ବଜାରକୁ ଆସୁଥିବା ବେଳେ ପଟ୍ଟାମୁଣ୍ଡାଇ ବାଇପାସ ଛକରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲାା ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇଥିଲୋ ତାଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ନିଆ ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ।
Powered by Froala Editor