ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି

ବର୍ତ୍ତମାନ ରଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା ଚାଲିଛି । ଏହା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲୁ ୁରହିବ ।୨୦ଜଣ ରେଗୁଲାର ପିଲାଙ୍କୁ ଏକ୍ସରେଗୁଳାର କୋଶ୍ଚିନ ଦିଆଯାଇଥିଲା । ଆଜି କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ଅଫଲାଇନ ମାଟ୍ରିକ ପରୀକ୍ଷାରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି । ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ସଠିକ ପ୍ରଶ୍ନ ଦିଆଯାଇଥିଲା । ଏହି ସ୍କୁଲର ପ୍ରଧାନ ଶିକ୍ଷକ ଭୁଲରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର କୋଶ୍ଚିନ ଦିଆଯାଇଛି ବୋଲି କହିଛିନ୍ତି ।
Powered by Froala Editor