Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ...

  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ...

  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ...

  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ...

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ...

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ...

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

  • SAGO କ୍ଲବ୍ କୁ ସିଲ୍ କଲା ପ୍ରଶାସନ

  • Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ...

  • ଭାରତ-ଆମେରିକା କୃଷି ସହଯୋଗ ଇଫକୋ ...

Home ›› ››ଏନଏଚଆରସିରେ ସୌମ୍ୟଙ୍କ ବାନ୍ଧବୀ ହାଜର

ଏନଏଚଆରସିରେ ସୌମ୍ୟଙ୍କ ବାନ୍ଧବୀ ହାଜର

2026-06-04 07:45:49
13860
Share:
Facebook
Twitter
E-Mail
WhatsApp
Telegram
ଏନଏଚଆରସିରେ ସୌମ୍ୟଙ୍କ ବାନ୍ଧବୀ ହାଜର

ଭୁବନେଶ୍ୱର : ବହୁ ଚର୍ଚ୍ଚିିତ ସୌମ୍ୟ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ଚାଲିଛି ମାରାଥନ୍ ଜେରା।ଏନଏଚଆରସି ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ମଧ୍ୟ ହାଜର ହୋଇଛନ୍ତି।
ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି।
ଗତକାଲି ବହୁ ଚର୍ଚ୍ଚିତ ରାଜଧାନୀ ଉପକଣ୍ଠ ବାଲିଅନ୍ତା ସଙ୍ଗବଦ୍ଧ ହତ୍ୟା ଘଟଣାରେ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍ ଓ ଯୁବତୀଙ୍କୁ ଜେରା। ଉଭୟ ଗତକାଲି ଜାତୀୟ ମାନବାଧିକାର ଆୟୋଗ ନିକଟରେ ଜେରା ପାଇଁ ପହଞ୍ଚିଥିଲେ।
ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାତୀୟ ମାନବାଧିକାର ଆୟୋଗ କରୁଛି। ଘଟଣାରେ ମୂଳ କାରଣ କୁହାଯାଉଥିବା ଯୁବତୀ ଜେରା ପାଇଁ ହଜାର ହୋଇଛନ୍ତି। ସେହିପରି ଘଟଣାରେ ସୌମ୍ୟଙ୍କ ସହ ଉପସ୍ଥିତ ଥିବା ବନ୍ଧୁ ଓମ ମଧ୍ୟ ହାଜର ହୋଇଛନ୍ତି।

Powered by Froala Editor

Tags Somya case

Related articles Odisha News Lens 4.1

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ
    ଦେଶ-ଦେଶାନ୍ତର

    ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ

    13586
    Jun 03, 2026
  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14354
    Jun 04, 2026
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15439
    Jun 04, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା
    ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13674
    Jun 04, 2026
  • ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ...
    ଦେଶ-ଦେଶାନ୍ତର

    ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ...

    13916
    Jun 03, 2026
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15547
    Jun 03, 2026
  • Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ହ୍ୟାକରଙ୍କୁ ଦେଇଦେଲା ଓବାମାଙ୍କ ଇନ୍‌ଷ୍ଟା ...
    ଦେଶ-ଦେଶାନ୍ତର

    Meta AI ର ସାଂଘାତିକ ସୁରକ୍ଷା ତ୍ରୁଟି : ହ୍ୟାକରଙ୍କୁ ଦେଇଦେଲା ଓବାମାଙ୍କ ଇନ୍‌ଷ୍ଟା ...

    14172
    Jun 03, 2026
  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’
    ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15726
    Jun 03, 2026
  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର
    ଦେଶ-ଦେଶାନ୍ତର

    ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର

    14582
    Jun 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13674
    Jun 04, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ

    13586
    Jun 03, 2026
  • ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15726
    Jun 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16904
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17522
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17572
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17959
    Sep 06, 2023

ବିଶେଷ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14617
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14658
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15210
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15279
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14886
    May 29, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15448
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15192
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15675
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14014
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15547
    Jun 03, 2026
  • ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ଆଲୋଚନା ଜରିଆରେ ନୂତନ ଦିଗ ହାସଲ

    13916
    Jun 03, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13674
    Jun 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In