Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା

  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ...

  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ...

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ...

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ...

  • ପ୍ରେସର କୁକରରେ ସିଝିଲାନି ଡାଲି, ...

  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ...

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଶପଥ ନେଲେ କେରଳମ୍‌ର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନ୍

ଶପଥ ନେଲେ କେରଳମ୍‌ର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନ୍

2026-05-18 07:36:58
14981
Share:
Facebook
Twitter
E-Mail
WhatsApp
Telegram
ଶପଥ ନେଲେ କେରଳମ୍‌ର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନ୍

ସୋମବାର ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସତୀଶନଙ୍କ ସହ ୨୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତିରୁଅନନ୍ତପୁରମ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ସତୀଶନ୍ ମାଲୟାଲମରେ ଶପଥ ନେଇଛନ୍ତି। ଦୀର୍ଘ ୬୦ ବର୍ଷ ପରେ ପୁରା କ୍ୟାବିନେଟ୍ ଏକା ସାଙ୍ଗରେ ଶପଥ ପାଠ କରିଛନ୍ତି। ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଅଛନ୍ତି।

କଂଗ୍ରେସ ପକ୍ଷରୁ ଭି.ଡି ସତୀଶନ୍, ରମେଶ ଚେନ୍ନିଥଲା, କେ ମୂରଲୀଧରନ୍, ସନି ଜୋସେଫ, ବିନ୍ଦୁ କୃଷ୍ଣା, ଏପି ଅନୀଲ କୁମାର, ପିସି ବିଷ୍ଣୁନାଥ, ଏମ ଲିଜୁ, ରୋଜି ଏମ ଜନ୍, ଟି ସିଦ୍ଦିକ, ଓଜେ ଜନୀଶ, କେଏ ତୁଲସୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଆଇୟୁଏମ୍ଏଲ ପକ୍ଷରୁ ପିକେ କୁନହାଲିକୁଟ୍ଟି, ପିକେ ବସିର, ଏନ୍ ଶାମସୁଦ୍ଦିନ, କେଏମ୍ ଶାଜି, ଭିଇ ଅବଦୁଲ ଗଫୁର ମନ୍ତ୍ରୀ ହୋଇଛନ୍ତି ।

କେରଳମ୍‌ କଂଗ୍ରେସର ମନ୍ସ ଜୋସେଫ, ଆରଏସପିରୁ ଶିବୁ ବେବି ଜନ୍, କେରଳ କଂଗ୍ରେସ (ଜ୍ୟାକବ୍) ରୁ ଅନୁପ ଜ୍ୟାକବ, ସିଏମ୍ପିରୁ ସିପି ଜନଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି ବରିଷ୍ଠ ବିଧାୟକ ତିରୁଭାଞ୍ଚୁର ରାଧାକ୍ରିଷ୍ଣନ ବିଧାନସଭାର ବାଚସ୍ପତି ହେବେ। ଶନିମୋଲ ଉସମାନ ଉପବାଚସ୍ପତି ଭାବେ କାର୍ଯ୍ୟ କରିବେ। ଦୀର୍ଘ ୬୦ ବର୍ଷ ପରେ ୟୁଡିଏଫ୍‌ର ପୁରା ମନ୍ତ୍ରିମଣ୍ଡଳ ଏକାଠି ଶପଥ ନେଇଛନ୍ତି । 

Powered by Froala Editor

Tags satisan

Related articles Odisha News Lens 4.1

  • ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା
    ଦେଶ-ଦେଶାନ୍ତର

    ଶସ୍ତା ହେଲା ୨୨ ଓ ୨୪ କ୍ୟାରେଟ୍‌ ସୁନା

    14335
    Nov 13, 2026
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...
    ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...

    15215
    Nov 11, 2026
  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର
    ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15731
    Nov 12, 2026
  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା
    ଦେଶ-ଦେଶାନ୍ତର

    'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

    15575
    Nov 12, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...
    ବାଣିଜ୍ୟ

    ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ...

    14858
    Nov 12, 2026
  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧
    ଦେଶ-ଦେଶାନ୍ତର

    ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13744
    Nov 12, 2026
  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର
    ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13548
    Nov 12, 2026
  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ
    ଦେଶ-ଦେଶାନ୍ତର

    କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    15213
    Nov 12, 2026
  • ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ
    ଦେଶ-ଦେଶାନ୍ତର

    ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ

    14450
    Nov 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ

    14450
    Nov 12, 2026
  • ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ''ହାଇଜାକ୍''

    15215
    Nov 11, 2026
  • ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15731
    Nov 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17273
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17976
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17933
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18345
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14224
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15576
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14363
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14431
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    15042
    Nov 01, 2026

ବାଣିଜ୍ୟ

ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

ଏହି ପଦକ୍ଷେପ ଶିକ୍ଷାଦାନକୁ ସୁଦୃଢ଼ କରିବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ସହାୟତା ମାଧ୍ୟମରେ ୧୧୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି

ଭୁବନେଶ୍ୱର, ୧୨/୧୧/୨୦୨୬: ଭାରତର ସର୍ବବୃହତ ଆଲୁମି ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14361
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15581
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14158
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14173
    Nov 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13744
    Nov 12, 2026
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ''ହାଇଜାକ୍''

    15215
    Nov 11, 2026
  • ପ୍ରେସର କୁକରରେ ସିଝିଲାନି ଡାଲି, କ୍ଷତିପୂରଣ ଦେଲା କମ୍ପାନୀ

    14450
    Nov 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In