Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ...

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ...

  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ...

  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ...

  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ...

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, ...

  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ...

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

Home ›› ››ମାଗଣା ୟୁପିଏସ୍‌ସି କୋଚିଂ: ଖର୍ଚ୍ଚ ୧୬ କୋଟିରୁ ଅଧିକ, ମାତ୍ର ଜଣେ ପାଇଲେ ଆଇଏଫ୍ଓଏସ୍

ମାଗଣା ୟୁପିଏସ୍‌ସି କୋଚିଂ: ଖର୍ଚ୍ଚ ୧୬ କୋଟିରୁ ଅଧିକ, ମାତ୍ର ଜଣେ ପାଇଲେ ଆଇଏଫ୍ଓଏସ୍

2026-02-26 17:33:03
14061
Share:
Facebook
Twitter
E-Mail
WhatsApp
Telegram
ମାଗଣା ୟୁପିଏସ୍‌ସି କୋଚିଂ: ଖର୍ଚ୍ଚ ୧୬ କୋଟିରୁ ଅଧିକ, ମାତ୍ର ଜଣେ ପାଇଲେ ଆଇଏଫ୍ଓଏସ୍

ରାଜ୍ୟ ସରକାର ଆରମ୍ଭ କରିଥିଲେ ୟୁନିୟନ ପବ୍ଲିକ ସର୍ଭିସ୍ କମିଶନ(ୟୁପିଏସ୍‌ସି ) ମାଗଣା କୋଚିଂ । ଗତ ୩ବର୍ଷରେ ରାଜ୍ୟ ସରକାର ମାଗଣା ୟୁପିଏସ୍‌ସି କୋଚିଂ ପାଇଁ ୧୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କଲେ । ହେଲେ ଜଣେ ମାତ୍ର ୟୁପିଏସ୍‌ସି ପାଇଛନ୍ତି । ତାହା ପୁଣି ଆଇଏଫ୍ଓଏସ୍ ପାଇଛନ୍ତି । ଆଉ ୩୯ ଜଣ ଓଡ଼ିଶା ସିଭିଲ୍ ସର୍ଭିସ୍(ଓସିଏସ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୯ରେ ମାଗଣା ସିଭିଲ୍ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟସ୍ତରରେ ଆରମ୍ଭ କରିଥିଲେ । ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ପ୍ରଦାନ କରିଥିଲେ । ମାତ୍ର ଏହି ଯୋଜନା ସଫଳ ହୋଇନଥିଲା । ଏପରି ସ୍ଥିତି ହୋଇଥିଲା ଗୋଟିଏ ବି ପିଲା ଭାରତୀୟ ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ । 

ସୂଚନାଯୋଗ୍ୟ, ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପ୍ରାକ୍ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ଜଣଙ୍କୁ ଏହି କୋଚିଂ ପାଇଁ ଚୟନ କରାଯାଉଛି । ମାଗଣା ଆବାସିକ କୋଚିଂ ଦିଆଯାଉଛି । ଏଥିରେ ପିଲାଙ୍କୁ ପାଠପଢ଼ା ସହ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ୪୦୦ ଜଣଙ୍କୁ ମାଗଣା କୋଚିଂ ଦିଆଯାଇଥିଲା ।

ଏହି ୩ ବର୍ଷ ପାଇଁ ସରକାର ଦୁଇଟି ସଂସ୍ଥାକୁ ୧୬କୋଟି ୬୦ ଲକ୍ଷ ୮୬ ହଜାର ୨୮୭ ଟଙ୍କା ଖର୍ଚ୍ଚ କରିଛନ୍ତି । ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ରହିବା ଓ ପଢ଼ିବାର ବ୍ୟବସ୍ଥା ପାଇଁ ୯ କୋଟି ୩୨ ଲକ୍ଷ ୧୨ ହଜାର ୭୭୮ଟଙ୍କା ଦିଆଯାଇଛି । ଆଉ ଏକ ଟେକ୍ନୋଲୋଜି ସଂସ୍ଥାକୁ ୭ କୋଟି ୨୮ ଲକ୍ଷ ୭୩ ହଜାର ୫୦୯ଟଙ୍କା ପ୍ରଦାନ କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ସେହି ବିଶ୍ୱବିଦ୍ୟାଳୟକୁ ୩ କୋଟି ୯୫ ଲକ୍ଷ ୭୦ ହଜାର ୧୨୦ ଟଙ୍କା ଦିଆଯାଇଥିଲା । ଆଇଟି କମ୍ପାନୀକୁ ୨ କୋଟି ୨୮ ଲକ୍ଷ ୬୮ ହଜାର ୧୮୭ ଟଙ୍କା ଦିଆଯାଇଥିଲା । ଏହି ଶିକ୍ଷାବର୍ଷରେ ମୋଟ ୬ କୋଟି ୨୪ ଲକ୍ଷ ୩୮ ହଜାର ୩୦୭ ଟଙ୍କା ସରକାର ମାଗଣା ୟୁପିଏସ୍‌ସି କୋଚିଂ ପାଇଁ ଖର୍ଚ୍ଚ କରିଥିଲେ । ଏହି ବର୍ଷ କୋଚିଂ ନେଇଥିବା ପିଲାଙ୍କ ମଧ୍ୟରୁ ଜଣେ ଛାତ୍ର ୟୁପିଏସ୍‌ସି (ଆଇଏଫ୍ଓଏସ୍) ପାଇଥିଲେ । ବାକି ୩୪ ଜଣ ପିଲା ଓସିଏସ୍(ଓଡ଼ିଶା ସିଭିଲ ସର୍ଭିସ୍) ପାଇଛନ୍ତି ।


Powered by Froala Editor

Tags upsc

Related articles Odisha News Lens 4.1

  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ
    ଦେଶ-ଦେଶାନ୍ତର

    ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ

    15318
    Feb 26, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍
    ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13739
    Feb 26, 2026
  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ
    ଦେଶ-ଦେଶାନ୍ତର

    ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

    15454
    Feb 26, 2026
  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ
    ମନୋରଞ୍ଜନ

    ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13527
    Feb 26, 2026
  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
    ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    15083
    Feb 25, 2026
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା
    ଦେଶ-ଦେଶାନ୍ତର

    ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

    14202
    Feb 25, 2026
  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    15010
    Feb 25, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ
    ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14048
    Feb 26, 2026
  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ
    ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    13503
    Feb 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13739
    Feb 26, 2026
  • ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14048
    Feb 26, 2026
  • ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    15010
    Feb 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17353
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17423
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17768
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16242
    Apr 03, 2021

ବିଶେଷ

  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13739
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15048
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15863
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16152
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14551
    Feb 20, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15118
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14969
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14482
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16093
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ

    15318
    Feb 26, 2026
  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13527
    Feb 26, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13739
    Feb 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In