୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
କାଠମାଣ୍ଡୁ: ନେପାଳର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଚଳିତମାସ ୨୭ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ଉକ୍ତ ଦିନ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହେଉଥିବାବେଳେ ଏହାକୁ ବାଲେନ୍ଦ୍ର ଶୁଭ ମୁହୂର୍ତ୍ତ ଭାବେ ବିବେଚନା କରିଛନ୍ତି। ମାର୍ଚ୍ଚ ୫ରେ ନେପାଳରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବାଲେନ୍ଦ୍ରଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି।
Powered by Froala Editor