Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ...

  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ...

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ...

  • ପେପର ଚିରି ଫିଙ୍ଗିବାରୁ ନିଲମ୍ବିତ ହେଲେ ...

  • ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ...

  • ହ୍ୱାଟସ ଆପ୍ ଏବଂ ମେଟାକୁ କଡା ଚେତାବନୀ ଦେଇ ...

  • ଲଗାତାର କମିବାରେ ଲାଗିଛି ସୁନା ଦର

  • Grammy Awardରେ ସମ୍ମାନିତ ଦଲାଇ ଲାମା

Home ›› ››ବଜେଟ୍‌ରେ ଜଳପଥ ଘୋଷଣା ପରେ ଓଡ଼ିଶାରେ ଖୁସି, ଜାଣନ୍ତୁ କାରଣ...

ବଜେଟ୍‌ରେ ଜଳପଥ ଘୋଷଣା ପରେ ଓଡ଼ିଶାରେ ଖୁସି, ଜାଣନ୍ତୁ କାରଣ...

2026-02-03 17:45:07
15071
Share:
Facebook
Twitter
E-Mail
WhatsApp
Telegram
ବଜେଟ୍‌ରେ ଜଳପଥ ଘୋଷଣା ପରେ ଓଡ଼ିଶାରେ ଖୁସି, ଜାଣନ୍ତୁ କାରଣ...

ମୋଦି ସରକାର ଏଥର ବଜେଟରେ ଜାତୀୟ ଜଳପଥ-୫ (ଏନ୍ଡବ୍ଲ୍ୟୁ-୫) ଘୋଷଣା କରିବା ପରେ ଓଡ଼ିଶାରେ ପରିବହନର ନୂଆ ଆଶା ସଞ୍ଚାର ହୋଇଛି । ତାଳଚେରରୁ ଧାମରା ଓ ପାରାଦୀପକୁ ଜଳପଥରେ ହେବ କୋଇଲା ପରିବହନ । ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ଧାମରା ଏବଂ ତାଳଚେର ମଧ୍ୟରେ ୩୩୨ କିମି ବିଶିଷ୍ଟ ୫ନଂ ଜାତୀୟ ଜଳପଥ ସଂଯୋଗ କରିବ । ଏଥିରୁ ପ୍ରଥମେ ତାଳଚେରରୁ ଯାଜପୁର କଳିଙ୍ଗନଗର ଢେଙ୍କାନାଳ ସୀମା ପଙ୍କପାଳ (ସମଲ ବ୍ୟାରେଜର ତଳ ମୁଣ୍ଡ) ଯାଏଁ ବ୍ରାହ୍ମଣୀ ନଦୀରେ ଜଳପଥ ସଂଯୋଗ ହେବ । ପଙ୍କପାଳରୁ କେନ୍ଦ୍ରାପଡ଼ାର ମଙ୍ଗଳାଗଡ଼ି, ମଙ୍ଗଳାଗଡ଼ିରୁ ଧାମରା ଏବଂ ଧାମରାରୁ ପାରାଦୀପ ଯାଏଁ ୫ ନମ୍ବର ଜାତୀୟ ଜଳପଥ ସଂଯୋଗ କରିବ । ପରବର୍ତ୍ତୀ ସମୟରେ ଧାମରା ବନ୍ଦରରୁ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ଲମ୍ବିବ ୫ ନଂ ଜାତୀୟ ଜଳପଥ । ମୁଖ୍ୟତଃ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ-ବ୍ରାହ୍ମଣୀ ଡେଲଟା, ଇଷ୍ଟ କୋଷ୍ଟ କେନାଲ ଦେଇ ଏହି ଜଳପଥ ଯିବ । ଏ ପ୍ରକଳ୍ପରେ ପ୍ରାୟ ୧୨ ହଜାର କୋଟିରୁ ଅଧିକ ଖର୍ଚ୍ଚ ଆକଳନ କରାଯାଇଛି ।

ଏ ଦିଗରେ ଗବେଷଣା କରୁଥିବା କ୍ୟାପଟେନ ପ୍ରଶାନ୍ତ ପାଢ଼ୀ କହିଛନ୍ତି, ଜଳପଥରେ ପରିବହନ ସବୁଠାରୁ ଉତ୍ତମ ମାର୍ଗ । ଏହାଦ୍ୱାରା ପରିବହନ ଖର୍ଚ୍ଚ କମିବ । ଖଣି ଅଞ୍ଚଳରୁ ଶିଳ୍ପାଞ୍ଚଳ ଓ ବନ୍ଦରକୁ ସିଧା ଯୋଗାଯୋଗ କରିହେବ । ଏହି ଜାହାଜ ଚଳାଚଳ ପାଇଁ ୩ରୁ ସାଢ଼େ ୩ ମିଟର ଗଭୀର ପାଣି ରହିବା ଆବଶ୍ୟକ । ଏଥିପାଇଁ କେନାଲ ଖୋଳିବାକୁ ହେବ । ନଦୀ ଶଯ୍ୟା ଖନନ ସହ ବିଭିନ୍ନ ସ୍ଥାନରେ ବନ୍ଧ ବାନ୍ଧି ପାଣି ସଂରକ୍ଷିତ ରଖିବାକୁ ପଡ଼ିବ ।

ଏହି ପ୍ରକଳ୍ପ ପାଇଁ ଏସ୍ପିଭି ପୂର୍ବରୁ ଗଠନ ହୋଇସାରିଛି । ଏହି ଏସ୍ପିଭି ମଡେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତଃ ଜଳପଥ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

Powered by Froala Editor

Tags jala

Related articles Odisha News Lens 4.1

  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ  ବାହାଘର
    ମନୋରଞ୍ଜନ

    ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ ବାହାଘର

    15091
    Feb 03, 2026
  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ
    ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13341
    Feb 03, 2026
  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14046
    Feb 03, 2026
  • Grammy Awardରେ ସମ୍ମାନିତ ଦଲାଇ ଲାମା
    ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13566
    Feb 02, 2026
  • ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
    ଦେଶ-ଦେଶାନ୍ତର

    ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

    13644
    Feb 03, 2026
  • ପେପର ଚିରି ଫିଙ୍ଗିବାରୁ ନିଲମ୍ବିତ ହେଲେ ୮ଜଣ ସାଂସଦ
    ଦେଶ-ଦେଶାନ୍ତର

    ପେପର ଚିରି ଫିଙ୍ଗିବାରୁ ନିଲମ୍ବିତ ହେଲେ ୮ଜଣ ସାଂସଦ

    14573
    Feb 03, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା
    ଦେଶ-ଦେଶାନ୍ତର

    ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    14803
    Feb 03, 2026
  • ହ୍ୱାଟସ ଆପ୍ ଏବଂ ମେଟାକୁ କଡା ଚେତାବନୀ ଦେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ହ୍ୱାଟସ ଆପ୍ ଏବଂ ମେଟାକୁ କଡା ଚେତାବନୀ ଦେଇ ଏହା କହିଲେ ସୁପ୍ରିମକୋର୍ଟ

    13658
    Feb 03, 2026
  • ଲଗାତାର କମିବାରେ ଲାଗିଛି ସୁନା ଦର
    ଦେଶ-ଦେଶାନ୍ତର

    ଲଗାତାର କମିବାରେ ଲାଗିଛି ସୁନା ଦର

    14841
    Feb 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

    13644
    Feb 03, 2026
  • ଦେଶ-ଦେଶାନ୍ତର

    ହ୍ୱାଟସ ଆପ୍ ଏବଂ ମେଟାକୁ କଡା ଚେତାବନୀ ଦେଇ ଏହା କହିଲେ ସୁପ୍ରିମକୋର୍ଟ

    13658
    Feb 03, 2026
  • ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13341
    Feb 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17321
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17394
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17739
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16215
    Apr 03, 2021

ବିଶେଷ

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13953
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14324
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14473
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16053
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16365
    Jan 27, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16052
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15327
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15740
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15491
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଗାତାର କମିବାରେ ଲାଗିଛି ସୁନା ଦର

    14841
    Feb 03, 2026
  • ହ୍ୱାଟସ ଆପ୍ ଏବଂ ମେଟାକୁ କଡା ଚେତାବନୀ ଦେଇ ଏହା କହିଲେ ସୁପ୍ରିମକୋର୍ଟ

    13658
    Feb 03, 2026
  • ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

    13644
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In